ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କୁ ସିବିଆଇ ଜେରା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କୁ ଆଜି ସିବିଆଇ ଜେରା କରିଛି। ୨୦୦୯-୨୦୧୨ ମଧ୍ୟରେ ୟୁପିଏ ସରକାରରେ ମେନ୍ଦ୍ରମନ୍ତ୍ରୀ ଥିବା ବେଳେ ସିଂ ନିଜ ନାଁରେ ଓ ନିଜ ପରିବାର ସଦସ୍ୟଙ୍କ ନାଁରେ ୬.୦୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ୮୧ ବର୍ଷିୟ ସିଂଙ୍କୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା। ଦିଲ୍ଲୀର ଗୋଟିଏ କ୍ଷମତାପ୍ରାପ୍ତ କୋର୍ଟରେ ଭ୍ରଷ୍ଟାଚାର […]

birabhadra

birabhadra

Rakesh Mallick
  • Published: Thursday, 09 June 2016
  • Updated: 10 June 2016, 09:50 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କୁ ଆଜି ସିବିଆଇ ଜେରା କରିଛି। ୨୦୦୯-୨୦୧୨ ମଧ୍ୟରେ ୟୁପିଏ ସରକାରରେ ମେନ୍ଦ୍ରମନ୍ତ୍ରୀ ଥିବା ବେଳେ ସିଂ ନିଜ ନାଁରେ ଓ ନିଜ ପରିବାର ସଦସ୍ୟଙ୍କ ନାଁରେ ୬.୦୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ୮୧ ବର୍ଷିୟ ସିଂଙ୍କୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା।

ଦିଲ୍ଲୀର ଗୋଟିଏ କ୍ଷମତାପ୍ରାପ୍ତ କୋର୍ଟରେ ଭ୍ରଷ୍ଟାଚାର ନିରୋଧ ଆଇନ ଅନୁଯାୟୀ ଦାୟର ମାମଲାରେ ସିଂ ତାଙ୍କ ପତ୍ନୀ ପ୍ରତିଭା ସିଂ ଏଲ୍‌ଆଇସି ଏଜେଣ୍ଟ ଆନନ୍ଦ ମୋହନ ଓ ଚିନିଲାଲ ଚୌହାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ତେବେ ଏପରି ଅଭିଯୋଗକୁ ସିଂ ଖଣ୍ଡନ କରିଛନ୍ତି।

ଜଣେ ସିବିଆଇ ଅଧିକାରୀ କହିଛନ୍ତି, “ଆୟ ବହିର୍ଭୂତ ସମ୍ପତ୍ତିକୁ କୃଷିରୁ ଆୟ କରିଥିବା ଦର୍ଶାଇ ନିଜ ନାମରେ ତଥା ନିଜ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ଜଣେ ଏଜେଣ୍ଟ ମାଧ୍ୟମରେ ଏଲ୍‌ଆଇସି ପଲିସିରେ ସିଂ ନିବେଶ କରିଥିଲେ।”

ସିବିଆଇ କହିଥିଲା, “୨୦୦୮ ଜୁନ ୧୫ରେ ସିଂ ଏବଂ ଚୌହାନ ମିଶି ୩ ବର୍ଷିୟା ଏମ୍‌ଓୟୁ କରିଥିଲେ। ଫଳ ବଗିଚାର ରକ୍ଷଣାବେକ୍ଷଣା ପାଇଁ ଏମ୍‌ଓୟୁ କରାଯାଇ ୫ କୋଟି ଟଙ୍କା ଚୌହାନ ନିଜ ବ୍ୟାଙ୍କ ଖାତାରେ ଜମା କରିଥିଲେ। ପରେ ସେ ଏହି ଟଙ୍କାକୁ ଚେକ୍‌ ମାଧ୍ୟମରେ କାଢି ଏଲ୍‌ଆଇସି ପଲିସିରେ ଲଗାଇଥିଲେ।

ସିବିଆଇ କହିଥିଲା ଯେ ସିଂ ନିଜ ସଂଶୋଧିତ ଆଇଟି ରିଟର୍ଣ୍ଣରେ କୃଷିରୁ ଯେଉଁ ଆୟ ଦର୍ଶାଇ ଥିଲେ ତାହା ଗ୍ରହଣୀୟ ନୁହେଁ। ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଅନ୍ୟ ସମ୍ପତ୍ତି ମଧ୍ୟ ଆହରଣ କରିଥିଲେ ଯାହା ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story