କଶ୍ମୀର ଘାଟିରେ ଇତିହାସ ରଚିଲା ବିଜେପି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନର ଫଳାଫଳ ଜାରି ରହିଛି। ଏପର୍ଯ୍ୟନ୍ତ ଆସିଥିବା ଫଳାଫଳ ଅନୁଯାୟୀ, କଶ୍ମୀର ଘାଟିରେ ବିଜେପି ତିନୋଟି ସିଟରେ ବାଜିମାତ୍ କରିଛି। ପ୍ରଥମଥର ପାଇଁ କଶ୍ମୀର ଘାଟିରେ ବିଜୟ ଲାଭ କରି ଇତିହାସ ରଚିଛି ବିଜେପି। ବିଜେପିର ବିଜେତା ପ୍ରାର୍ଥୀ ହେଲେ ମିନ୍ନା ଲତିଫ୍, ଏଜାଜ ହୁସେନ୍ ଓ ଏଜାଜ୍ ଖାନ୍। ପୁଲୱାମାର କାକପୁରା ସିଟରୁ ଲତିଫ ବିଜୟ ହାସଲ କରିଛନ୍ତି। ଶ୍ରୀନଗରର ଖାନମୋ ସିଟରୁ ଇଞ୍ଜିନିୟର ଏଜାଜ ହୁସେନ୍ […]

bjo

bjo

Ranjit Kumar Jena
  • Published: Tuesday, 22 December 2020
  • Updated: 22 December 2020, 08:49 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନର ଫଳାଫଳ ଜାରି ରହିଛି। ଏପର୍ଯ୍ୟନ୍ତ ଆସିଥିବା ଫଳାଫଳ ଅନୁଯାୟୀ, କଶ୍ମୀର ଘାଟିରେ ବିଜେପି ତିନୋଟି ସିଟରେ ବାଜିମାତ୍ କରିଛି। ପ୍ରଥମଥର ପାଇଁ କଶ୍ମୀର ଘାଟିରେ ବିଜୟ ଲାଭ କରି ଇତିହାସ ରଚିଛି ବିଜେପି। ବିଜେପିର ବିଜେତା ପ୍ରାର୍ଥୀ ହେଲେ ମିନ୍ନା ଲତିଫ୍, ଏଜାଜ ହୁସେନ୍ ଓ ଏଜାଜ୍ ଖାନ୍।

ପୁଲୱାମାର କାକପୁରା ସିଟରୁ ଲତିଫ ବିଜୟ ହାସଲ କରିଛନ୍ତି। ଶ୍ରୀନଗରର ଖାନମୋ ସିଟରୁ ଇଞ୍ଜିନିୟର ଏଜାଜ ହୁସେନ୍ ଏବଂ ବାନ୍ଦିପୁରାର ତୁଲେଲ ସିଟରୁ ଏଜାଜ ଖାନ୍ ବିଜୟୀ ହୋଇଛନ୍ତି। ବିଜୟ ହାସଲ କରିବା ପରେ ହୁସେନ ନିଜର ସଫଳତାର ଶ୍ରେୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମକୁ ଦେଇଛନ୍ତି। ଏହି ନିର୍ବାଚନରେ ବିଜେପିର ଲଢ଼େଇ ବାକି ଦଳଗୁଡ଼ିକ ବିରୋଧରେ ଥିଲା।

ସେ ଆହୁରି କହିଛନ୍ତି, ଏହା ବିଜେପିର ବିଜୟ। ଲୋକେ ପ୍ରଧାନମନ୍ତ୍ରୀଙ୍କ ଓ ତାଙ୍କ ନୀତି ଉପରେ ବିଶ୍ୱାସ ଦେଖାଇଛନ୍ତି। ଏହି ସଫଳତା କଶ୍ମୀରରେ ଜାତୀୟତାବାଦର ବୃଦ୍ଧି ହେଉଥିବା ମଧ୍ୟ ଦର୍ଶାଉଛି। ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକବୀ ଶ୍ରୀନଗର ଜିଲ୍ଲାର ବଲହାମାର ଶିଆ ବହୁଳ ଅଞ୍ଚଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

ଶେଷ ଗଣତି ସୁଦ୍ଧା ଜମ୍ମୁ-କଶ୍ମୀରରେ ଡିଡିସି ନିର୍ବାଚନରେ ଗୁପକର ମହାମେଣ୍ଟ ଆଗରେ ରହିଛି। ଗୁପକାର ଏପର୍ଯ୍ୟନ୍ତ ୧୧୨ ସିଟରେ ଆଗୁଆ ରହିଛି। ସେହିପରି ବିଜେପି ୬୮ ଏବଂ କଂଗ୍ରେସ ୨୩ ସିଟରେ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story