ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ବିଜେପିର କସରତ ଆରମ୍ଭ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ୭ଟି ପର୍ଯ୍ୟାୟ ମତଦାନରୁ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ମତଦାନ ସରିଥିବା ଆସନ ମଧ୍ୟରୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୧୬୦ଟି ଆସନ ଜିତିଥିଲା। ହେଲେ ଏଥର ଏହି ସମସ୍ତ ଆସନ ପୁଣି ଦଖଲ କରିବାରେ ବିଫଳ ହେବ ବୋଲି ବିଜେପି ଆକଳନ କରିଛି। ତେଣୁ ବିଜେପି ସରକାର ଗଢ଼ିବା ପାଇଁ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ଏବେଠାରୁ ଆଲୋଚନା ଆରମ୍ଭ କରି ଦେଇଛି। ଆନ୍ଧ୍ରପ୍ରଦେଶରେ ଓ୍ୱାଇଏସଆର କଂଗ୍ରେସ ପାର୍ଟିକୁ ଲୋକେ […]

BJP ON YSR CONGRESS

BJP ON YSR CONGRESS

Subhransu Sekhar
  • Published: Thursday, 02 May 2019
  • Updated: 02 May 2019, 12:22 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ୭ଟି ପର୍ଯ୍ୟାୟ ମତଦାନରୁ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ମତଦାନ ସରିଥିବା ଆସନ ମଧ୍ୟରୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୧୬୦ଟି ଆସନ ଜିତିଥିଲା। ହେଲେ ଏଥର ଏହି ସମସ୍ତ ଆସନ ପୁଣି ଦଖଲ କରିବାରେ ବିଫଳ ହେବ ବୋଲି ବିଜେପି ଆକଳନ କରିଛି। ତେଣୁ ବିଜେପି ସରକାର ଗଢ଼ିବା ପାଇଁ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ଏବେଠାରୁ ଆଲୋଚନା ଆରମ୍ଭ କରି ଦେଇଛି।

ଆନ୍ଧ୍ରପ୍ରଦେଶରେ ଓ୍ୱାଇଏସଆର କଂଗ୍ରେସ ପାର୍ଟିକୁ ଲୋକେ ଜନମତ ଦେବେ ବୋଲି ବିଜେପି ଆଶା ରଖିଛି। ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନରୁ ଜଗନ ରେଡ୍ଡୀଙ୍କ ଦଳ ୨୦ ରୁ ୨୨ଟି ଆସନ ଦଖଲ କରିବ ବୋଲି ଜଗନ ରେଡ୍ଡୀଙ୍କ ଦଳ ଦାବି କରିଛି। ଏହାପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଜଗନ ରେଡ୍ଡୀଙ୍କ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ଆଲୋଚନା କରିଥିବାର ସୂଚନା ରହିଛି।

ତେବେ ଜଗନ ରେଡ୍ଡୀ ଅମିତ ଶାହଙ୍କ ସହ ଆଲୋଚନ କରିବା ବେଳେ ନିଜର କିଛି ଦାବି ରଖିଥିବା କୁହାଯାଉଛି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ଓ୍ୱାଇଏସଆର ଦଳର ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଏବଂ ବିଭିନ୍ନ ସମୟରେ ଆର୍ଥିକ ସହାୟତା ଆଦି ଦାବି କରିଛନ୍ତି ଜଗନ ରେଡ୍ଡୀ। ତେବେ ଓ୍ୱାଇଏସଆରର ନେତାମାନେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଆଲୋଚନା ବାବଦରେ କିଛି ଜାଣି ନଥିବା କହିଛନ୍ତି।

୨୦୧୪ ସାଧାରଣ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଓ୍ୱାଇଏସଆର କଂଗ୍ରେସ ପାର୍ଟି ୮ଟି ଆସନ, ଟିଡିପି ୧୫ ଏବଂ ବିଜେପି ୨ଟି ଆସନରେ ଜିତିଥିଲେ। ଟିଡ଼ିପି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଥିବାରୁ ବିଜେପି ସମସ୍ତ ଆସନରେ ସେତେବେଳେ ପ୍ରାର୍ଥୀ ଦେଇ ନଥିଲା। ହେଲେ ଚଳିତ ଥର ସମସ୍ତ ଆସନରେ ବିଜେପି ପ୍ରାର୍ଥୀ ଦେଇଛି।

ଆନ୍ଧ୍ରପ୍ରଦେଶର ଶାସକ ଦଳ ଟିଡିପି ମଧ୍ୟ ୨୦୧୪ରେ ବିଜେପି ନେତୃତ୍ୱାଧୀନ ଏନଡିରେ ସାମିଲ ହୋଇଥିଲା। ହେଲେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାରେ ମୋଦି ସରକାର ରାଜି ନ ହେବାରୁ ମେଣ୍ଟରୁ ଓହରିଯାଇଥିଲା ଟିଡିପି। ଏହାପରେ ଜଗନ ରେଡ୍ଡୀଙ୍କ ଓ୍ୱାଇଏସଆର ସହ ବିଜେପି ଭିତିରିଆ ଲିଙ୍କ ରଖିଥିବା ଚର୍ଚ୍ଚା ହେଉଥିଲା। ସେହିପରି ଜଗନ ରେଡ୍ଡୀ ତେଲେଙ୍ଗାନାର କେସିଆର ସରକାର ସହ ନିକଟରେ ଆଲୋଚନା କରିବା ସହ ପ୍ରଶଂସା ମଧ୍ୟ କରିଥିଲେ। ତେଣୁ ନିର୍ବାଚନ ପରେ ବିଜେପି ଦକ୍ଷିଣରେ ଓ୍ୱାଇଏସଆର କଂଗ୍ରେସ ଏବଂ ତେଲେଙ୍ଗାନା ରାଷ୍ଟ୍ର ସମିତି ସହ ମେଣ୍ଚ କରି କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story