ମାଓ ଲିଙ୍କରେ ବିଜେପି ବିଧାୟକ ଗିରଫ୍

ରାୟପୁର: ମାଓ ଲିଙ୍କରେ ଗିରଫ୍ ହୋଇଛନ୍ତି ବିଜେପି ବିଧାୟକ। ରବିବାର ଛତିଶଗଡ଼ ପୁଲିସ ଦାନ୍ତେଓ୍ୱାଡ଼ା ଜିଲ୍ଲାର ବିଜେପି ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କୁ ମାଓ ଲିଙ୍କରେ ଗିରଫ କରିଛି। ବସ୍ତର ଅଞ୍ଚଳରେ ଥିବା ମାଓବାଦୀଙ୍କୁ ବିଧାୟକ ଜଣଙ୍କ ଟ୍ରାକ୍ଟର ଦେଇଥିବା ଅଭିଯୋଗ ରହିଛି। ଦାନ୍ତେଓ୍ୱାଡା ବିଜେପି ସଭାପତି ଜଗତ ପୂଜାରୀ ଏବଂ ତାଙ୍କର ସହଯୋଗୀ ରମେଶ ଉସେଣ୍ଡି ମାଓବାଦୀଙ୍କୁ ବିଭିନ୍ନ ସାମଗ୍ରୀ ପଠାଉଥିବା ଜଣାପଡ଼ିଥିଲା। ଏହାପରେ ଶନିବାର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜଗତଙ୍କ ଘର ବାରସୋର […]

AbhishekPallav

AbhishekPallav

Subhransu Sekhar
  • Published: Sunday, 14 June 2020
  • Updated: 14 June 2020, 11:10 PM IST

Sports

Latest News

ରାୟପୁର: ମାଓ ଲିଙ୍କରେ ଗିରଫ୍ ହୋଇଛନ୍ତି ବିଜେପି ବିଧାୟକ। ରବିବାର ଛତିଶଗଡ଼ ପୁଲିସ ଦାନ୍ତେଓ୍ୱାଡ଼ା ଜିଲ୍ଲାର ବିଜେପି ବିଧାୟକ ଏବଂ ତାଙ୍କ ସହଯୋଗୀଙ୍କୁ ମାଓ ଲିଙ୍କରେ ଗିରଫ କରିଛି। ବସ୍ତର ଅଞ୍ଚଳରେ ଥିବା ମାଓବାଦୀଙ୍କୁ ବିଧାୟକ ଜଣଙ୍କ ଟ୍ରାକ୍ଟର ଦେଇଥିବା ଅଭିଯୋଗ ରହିଛି।

ଦାନ୍ତେଓ୍ୱାଡା ବିଜେପି ସଭାପତି ଜଗତ ପୂଜାରୀ ଏବଂ ତାଙ୍କର ସହଯୋଗୀ ରମେଶ ଉସେଣ୍ଡି ମାଓବାଦୀଙ୍କୁ ବିଭିନ୍ନ ସାମଗ୍ରୀ ପଠାଉଥିବା ଜଣାପଡ଼ିଥିଲା। ଏହାପରେ ଶନିବାର ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଜଗତଙ୍କ ଘର ବାରସୋର ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ଏହି ଦୁଇ ଜଣଙ୍କ ବିରୋଧରେ ଛତିଶଗଡ଼ ଜନ ସୁରକ୍ଷା ଅଧିନିୟମ, ୨୦୦୫ ଆଧାରରେ ମାମଲା ଦାୟର କରିଛି। ଆଗକୁ ଆହୁରି ଦଫା ଲଗାଯାଇପାରେ ବୋଲି ଦାନ୍ତେଓ୍ୱାଡ଼ା ଏସଆଇ ଅଭିଷେକ ପଲ୍ଲଭ କହିଛନ୍ତି। ଏମିତିକି ଦୀର୍ଘ ଦିନ ହେବ ପୂଜାରୀ ମୋବାଇଲ୍ ଫୋନ୍ ଜରିଆରେ ମାଓବାଦୀଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ପୁଲିସ ମୋବାଇଲ୍ କଲ୍ ରେକର୍ଡରୁ ଜାଣିବାକୁ ପାଇଛି।

ଦୀର୍ଘ ୬ ମାସ ହେବ ଅଭିଯୁକ୍ତଙ୍କ ଉପରେ ପୁଲିସ ନଜର ରଖିଥିଲା। ନିକଟରେ ମାଓବାଦୀଙ୍କୁ ବିଭିନ୍ନ ସାମଗ୍ରୀ ପଠାଉଥିବାର ପ୍ରମାଣ ମିଳିବା ପରେ ପୁଲିସ ଚଢ଼ାଉ କରି ଗିରଫ କରିଛି।

ପଚରାଉଚରା ବେଳେ ଉସେଣ୍ଡି କହିଛି ଯେ, ମାଓ ନେତା ଆଲାମି ଟ୍ରାକ୍ଟର କିଣିବା ପାଇଁ ତାଙ୍କୁ ୪ ଲକ୍ଷ ଟଙ୍କା ଦେଇଛନ୍ତି। ପୂଜାରୀ ଏଥିପାଇଁ ସହଯାଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ପୁଲିସ ଆଗରେ ସେ କହିଛନ୍ତି। ଏହାବାଦ ପୂଜାରୀଙ୍କୁ ଗିରଫ କରିବା ବେଳେ ପୁଲିସ ଅନ୍ୟାନ୍ୟ କୃଷି ସାମଗ୍ରୀ ଜବତ କରିଛି। ଏହି ସବୁ ସାମଗ୍ରୀ ମାଓବାଦୀଙ୍କୁ ପୂଜାରୀ ପଠାଉଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦେଶ ଲକଡାଉନ୍ ରହିଛି। ଏଥିପାଇଁ ଜଙ୍ଗଲରେ ଥିବା ମାଓବାଦୀ ରାସନ ସାମଗ୍ରୀ ନେଇ ହଇରାଣ ହେଉଛନ୍ତି। ଏଥିପାଇଁ ମାଓବାଦୀ ମାନେ ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରି ରାସନ ସାମଗ୍ରୀ ଆଣୁଥିବା ପୁଲିସ କହିଛି।

ବିଜେପିର ଜିଲ୍ଲା ସଭାପତି ଚୈତ୍ରମ ଅଟ୍ଟାମୀ କହିଛନ୍ତି, ରାଜ୍ୟ ନେତାଙ୍କୁ ଏ ବାବଦରେ ଅବଗତ କରାଯାଇଛି। ଆଗାମୀ ଦିନରେ ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଗତ ପାଞ୍ଚ ବର୍ଷ ହେବ ପୂଜାରୀ ଏହି ଦଳୀୟ ପଦବୀରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story