କର୍ଣ୍ଣାଟକରେ ବିଜେପି ନେତାଙ୍କୁ ହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ଧାରୱାଡା ଜିଲ୍ଲାର ପଞ୍ଚାୟତ ସଦସ୍ୟ ତଥା ବିଜେପି ନେତା ଯୋଗେଶ ଗୌଡ଼ାଙ୍କୁ କିଛି ଆତତାୟୀ ବୁଧବାର ସକାଳେ ହତ୍ୟା କରିଛନ୍ତି।

ଯୋଗେଶ୍ ଜିମ୍ ଯିବା ପାଇଁ ଘରୁ ବାହାରୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ହତ୍ୟାର କାରଣ ଜଣାପଡ଼ି ନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି। ସିସିଟିଭି ଫୁଟେଜ୍‌କୁ ପୋଲିସ୍ ଯାଞ୍ଚ କରୁଛି।

ଆହୁରି ପଢ଼ନ୍ତୁ

୧୯୯ ଟଙ୍କାର ରିଫଣ୍ଡ ପାଇଁ ହରାଇଲେ ୩୫ ହଜାର ଟଙ୍କା

ମନ୍ତ୍ରୀ ପୁଅକୁ କଡ଼ା ଜବାବ ଦେବାପରେ ମୁହଁ ଖୋଲିଲେ ସୁନୀତା, କହିଲେ ଆଇପିଏସ୍‌ ହେବି

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ବିଶ୍ୱର ସବୁଠାରୁ ଶସ୍ତା ଟେଷ୍ଟିଂ କିଟ୍

ଫ୍ରୁଟକେକ୍‌ ସହ ସିମ୍ପାଞ୍ଜିର ଜନ୍ମଦିନ ପାଳନ କଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ

ନାଟକର ନାଁ ସଚିନ ପାଇଲଟ!

ରାଜସ୍ଥାନ କଳିରେ ହସ୍ତକ୍ଷେପ କଲେ ରାହୁଲ, ସଚିନଙ୍କୁ ଦେଲେ ଏମିତି ବାର୍ତ୍ତା

ସଚିନଙ୍କୁ କଂଗ୍ରେସର ଆହ୍ୱାନ: ଯଦି ବିଜେପିରେ ମିଶିବେନି, ତା’ହେଲେ…

ପରୀକ୍ଷାରେ ସବୁ ବିଷୟରେ ସମାନ ମାର୍କ ରଖିଲେ ଯମଜ ଭଉଣୀ

ମା’ ହେବାକୁ କମୁଛି ଆଗ୍ରହ, ବିଶ୍ୱ ଜନସଂଖ୍ୟା କମିବ!

କରୋନା ଚାପ ଦୂର କରିବାକୁ ଗଛ କୁଣ୍ଢାଉଛନ୍ତି ଏହି ଦେଶର ଲୋକେ

କଶ୍ମୀରରୁ ପୁଣି ଜଣେ ବିଜେପି ନେତାଙ୍କୁ ଅପହରଣ

ଜିଓ ଲଞ୍ଚ କରିବ ସ୍ୱଦେଶୀ ୫ଜି ସେବା, ଅମ୍ବାନୀ ଘୋଷଣା କଲେ ଅନେକ ବଡ଼ ଯୋଜନା