‘ଜନତା କର୍ଫ୍ୟୁକୁ ବିଫଳ କରିବାକୁ ଚାହୁଁଛନ୍ତି ମମତା’

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଜନତା କର୍ଫ୍ୟୁ ପାଳନ କରିଛନ୍ତି ଦେଶବାସୀ। ହେଲେ ପଶ୍ଚିମବଙ୍ଗରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପିର ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କର୍ଫ୍ୟୁକୁ ବିଫଳ କରିବା ପାଇଁ ମମତା ବାନାର୍ଜୀ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। To undermine Sunday’s Janata Curfew, W.Bengal govt has deemed rice […]

Mamata

Mamata

Subhransu Sekhar
  • Published: Sunday, 22 March 2020
  • Updated: 22 March 2020, 05:54 PM IST

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପୁଥିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଜନତା କର୍ଫ୍ୟୁ ପାଳନ କରିଛନ୍ତି ଦେଶବାସୀ। ହେଲେ ପଶ୍ଚିମବଙ୍ଗରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପିର ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କର୍ଫ୍ୟୁକୁ ବିଫଳ କରିବା ପାଇଁ ମମତା ବାନାର୍ଜୀ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି।

https://twitter.com/swapan55/status/1241329399225434112

କର୍ଫ୍ୟୁ ବେଳେ କୋଲକାତାରେ ଥିବା ସ୍କୁଲରେ ଚାଉଳ, ଆଳୁ ବଣ୍ଟା ଯାଇଥିବା ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ଅଭିଯୋଗ ଆଣିଛନ୍ତି। ଆଜି ସାରା ଦେଶରେ ଜନତା କର୍ଫ୍ୟୁ ପାଳନ ହେଉଥିବା ବେଳେ ମମତା ସରକାର ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଆଳୁ, ଚାଉଳ ବାଣ୍ଟିବା ଜନତା କର୍ଫ୍ୟୁକୁ ବିଫଳ କରିବା ପାଇଁ ପ୍ରୟାସ ବୋଲି ସେ କହିଛନ୍ତି। ପ୍ରମାଣ ସ୍ୱରୂପ ଜିଲ୍ଲା ସ୍କୁଲ ଇନସପେକ୍ଟରଙ୍କ ଚିଠିକୁ ଟୁଇଟ୍ କରି ଶେୟାର କରିଛନ୍ତି ସାଂସଦ ଦାସଗୁପ୍ତା।

ଆଜି ରବିବାର ସହିତ ଜନତା କର୍ଫ୍ୟୁ। ଏହି କାମ ସୋମବାର ମଧ୍ୟ ହୋଇପାରିଥାନ୍ତା ବୋଲି ବିଜେପି ନେତା ଅଭିଯୋଗ ଆଣିଛନ୍ତି। ସାରା ଦେଶ କରୋନା ମୁକାବିଲାକୁ ନେଇ ଚିନ୍ତିତ ଥିବା  ବେଳେ ମମତା ସରକାର ଏହାକୁ ନେଇ ରାଜନୀତି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story