ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ସାଂସଦ ତଥା ଭାରତର ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି। ଗୁରୁବାର ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଗମ୍ଭୀର କହିଛନ୍ତି, ଏହା କେବଳ ଏକ ମନ୍ଦିର ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ। ଏଭଳି ଏକ ଶୁଭ କାମରେ […]

gambhir

gambhir

Ranjit Kumar Jena
  • Published: Thursday, 21 January 2021
  • Updated: 21 January 2021, 04:30 PM IST

Sports

Latest News

ନୂଆଦିଲ୍ଲୀ: ସାଂସଦ ତଥା ଭାରତର ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି। ଗୁରୁବାର ଗମ୍ଭୀର ଶ୍ରୀ ରାମ ଜନ୍ମଭୂମି ତୀର୍ଥସ୍ଥାନର ଟ୍ରଷ୍ଟର ସନ୍ଥଙ୍କୁ ସାକ୍ଷାତ କରି ଏହି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଗମ୍ଭୀର କହିଛନ୍ତି, ଏହା କେବଳ ଏକ ମନ୍ଦିର ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ। ଏଭଳି ଏକ ଶୁଭ କାମରେ ଅଳ୍ପ କିଛି ଯୋଗଦାନ କରିବା ମୋ ପାଇଁ ସୌଭାଗ୍ୟର କଥା। ଏକ ଭବ୍ୟ ରାମ ମନ୍ଦିର ଏବେ ସବୁ ଭାରତୀୟଙ୍କ ପାଇଁ ସ୍ୱପ୍ନ।

ଗମ୍ଭୀର ଆହୁରି କହିଛନ୍ତି, ଦୀର୍ଘଦିନ ଧରି ଅଟକି ରହିଥିବା ବିବାଦୀୟ ରାମ ମନ୍ଦିର ମୁଦ୍ଦା ଏବେ ଶେଷ ହୋଇଛି। ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଦ୍ୱାରା ଅଯୋଧ୍ୟା ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକ ମଧ୍ୟ ବଢ଼ିବେ ଏବଂ ବହୁତ ଲୋକଙ୍କୁ ରୋଜଗାରର ପନ୍ଥା ମଧ୍ୟ ମିଳିବ। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି, ଯାହାଙ୍କ ପ୍ରୟାସରେ ଆମେ ସମସ୍ତେ ଏହି ଐତିହାସିକ କ୍ଷଣର ମୁକସାକ୍ଷୀ ହେବାକୁ ଯାଉଛୁ।

ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ପୂରା ଦେଶରୁ ଚାନ୍ଦା ଆଦାୟ କାର୍ଯ୍ୟକ୍ରମ ଚାଲିଛି। ଆରଏସଏସର କାର୍ଯ୍ୟକର୍ତ୍ତା ମନ୍ଦିର ନିର୍ମାଣରେ ସାଧାରଣ ଲୋକଙ୍କ ସହଯୋଗ ପାଇଁ ଗଳି କନ୍ଦି ବୁଲି ଚାନ୍ଦା ଆଦାୟ କରୁଛନ୍ତି। ଲୋକେ ୧ ଟଙ୍କା ଠାରୁ ଆରମ୍ଭ କରି ୧୦, ୧୦୦ ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦାନ କରୁଛନ୍ତି। ତେବେ ୧ହଜାର ଉପରକୁ ଟଙ୍କା ଚେକ୍ ଆକାରରେ ପ୍ରଦାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story