'ବିଜେପିରେ ଜେଡିୟୁ ବିଧାୟକ ସାମିଲ୍ ହେବା ଘର ବାହୁଡା'

ନୂଆଦିଲ୍ଲୀ: ଶନିବାର ଠାରୁ ପାଟନାରେ ଜେଡିୟୁର ଜାତୀୟ ପରିଷଦ ବୈଠକ ହେବାକୁ ଯାଉଥିବା ବେଳେ ଜେଡିୟୁର ଛଅ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ଅରୁଣାଚଳ ପ୍ରଦେଶର ଛଅ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାକୁ ନେଇ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ ଜେଡିୟୁ ବିଧାୟକ ଯୋଗ ଦେବାକୁ ‘ଘର ବାହୁଡା’ ବୋଲି କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି ଯେ ଡିସେମ୍ବର ୨୬ ଏବଂ ୨୭ରେ […]

arunachal-pradesh-bjp-mp

arunachal-pradesh-bjp-mp

Subhransu Sekhar
  • Published: Friday, 25 December 2020
  • Updated: 25 December 2020, 09:56 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ଠାରୁ ପାଟନାରେ ଜେଡିୟୁର ଜାତୀୟ ପରିଷଦ ବୈଠକ ହେବାକୁ ଯାଉଥିବା ବେଳେ ଜେଡିୟୁର ଛଅ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ଅରୁଣାଚଳ ପ୍ରଦେଶର ଛଅ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ୍ ହୋଇଛନ୍ତି। ଏହାକୁ ନେଇ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ ଜେଡିୟୁ ବିଧାୟକ ଯୋଗ ଦେବାକୁ ଘର ବାହୁଡା ବୋଲି କହିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର କହିଛନ୍ତି ଯେ ଡିସେମ୍ବର ୨୬ ଏବଂ ୨୭ରେ ହେବାକୁ ଥିବା ଦଳୀୟ ବୈଠକରେ ସେ ଅରୁଣାଚଳ ପ୍ରଦେଶର ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ବିଧାୟକ ଦଳରୁ ଅଲଗା କିଛି ବଡ଼ ଡିଲ୍ ନୁହେଁ।

ଗୁରୁବାର ଜେଡିୟୁର ୭ ଜଣଙ୍କ ମଧ୍ୟରୁ ଛଅ ଜଣ ଶାସକ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story