ବିଜେପିର ବରିଷ୍ଠ ନେତାମାନେ ଏକଛତ୍ରବାଦୀ ହୋଇଗଲେଣି: କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରସିଦ୍ଧ କ୍ରିକେଟର ତଥା କମେଣ୍ଟେଟର ନବଜୋତ ସିଂ ସିଦ୍ଧୁ ଗତକାଲି ରାଜ୍ୟସଭାରୁ ଇସ୍ତଫା ଦେଇଥିବା ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବିଜେପି ବରିଷ୍ଠ  ନେତାମାନେ ଏକଛତ୍ରବାଦୀ ହୋଇ ଗଲେଣି, ଯାହାଫଳରେ ବିଜେପିର ନେତାମାନେ ଦଳ ଛାଡି ଦେଉଛନ୍ତି।” କେଜ୍ରିୱାଲ  ଟ୍ୱିଟ୍ କରି କହିଛନ୍ତି,“ସଚ୍ଚୋଟ ନେତା ଓ  ଭଲ  ଲୋକମାନେ ବିଜେପି ଦଳରେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି। କାରଣ ବିଜେପିର  ବରିଷ୍ଠ ନେତାମାନେ ଏକଛତ୍ରବାଦୀ ହୋଇଯାଇଛନ୍ତି।”

arvind-kejriwal_

arvind-kejriwal_

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 04:01 PM IST

Sports

Latest News

ନୂଆଦିଲ୍ଲୀ: ପ୍ରସିଦ୍ଧ କ୍ରିକେଟର ତଥା କମେଣ୍ଟେଟର ନବଜୋତ ସିଂ ସିଦ୍ଧୁ ଗତକାଲି ରାଜ୍ୟସଭାରୁ ଇସ୍ତଫା ଦେଇଥିବା ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବିଜେପି ବରିଷ୍ଠ  ନେତାମାନେ ଏକଛତ୍ରବାଦୀ ହୋଇ ଗଲେଣି, ଯାହାଫଳରେ ବିଜେପିର ନେତାମାନେ ଦଳ ଛାଡି ଦେଉଛନ୍ତି।”

କେଜ୍ରିୱାଲ  ଟ୍ୱିଟ୍ କରି କହିଛନ୍ତି,“ସଚ୍ଚୋଟ ନେତା ଓ  ଭଲ  ଲୋକମାନେ ବିଜେପି ଦଳରେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି। କାରଣ ବିଜେପିର  ବରିଷ୍ଠ ନେତାମାନେ ଏକଛତ୍ରବାଦୀ ହୋଇଯାଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story