ନୂଆଦିଲ୍ଲୀ: ପ୍ରସିଦ୍ଧ କ୍ରିକେଟର ତଥା କମେଣ୍ଟେଟର ନବଜୋତ ସିଂ ସିଦ୍ଧୁ ଗତକାଲି ରାଜ୍ୟସଭାରୁ ଇସ୍ତଫା ଦେଇଥିବା ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବିଜେପି ବରିଷ୍ଠ ନେତାମାନେ ଏକଛତ୍ରବାଦୀ ହୋଇ ଗଲେଣି, ଯାହାଫଳରେ ବିଜେପିର ନେତାମାନେ ଦଳ ଛାଡି ଦେଉଛନ୍ତି।”
କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି,“ସଚ୍ଚୋଟ ନେତା ଓ ଭଲ ଲୋକମାନେ ବିଜେପି ଦଳରେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି। କାରଣ ବିଜେପିର ବରିଷ୍ଠ ନେତାମାନେ ଏକଛତ୍ରବାଦୀ ହୋଇଯାଇଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।
National
ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର
ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି।
National
ଚଳନ୍ତା ଆମ୍ବୁଲାନ୍ସରେ ନାବାଳିକାଙ୍କୁ ଦୁଷ୍କର୍ମ, ଭଉଣୀଭିଣୋଇ ଷଡଯନ୍ତ୍ରରେ ସାମିଲ
ଚଳନ୍ତା ଆମ୍ବୁଲାନ୍ସରେ ଦୁଷ୍କର୍ମର ଶିକାର ହେଲେ ନାବାଳିକା। ଆମ୍ବୁଲାନ୍ସର ହେଲପର ଘଟାଇଲେ ଏପରି କଳା କାରନାମା। ଆଉ ଏଥିରେ ସହଯୋଗ କଲେ ନାବାଳିକାଙ୍କ ଭଉଣୀଭିଣୋଇ।
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।