ମୁଡ ଅଫ ନେଶନ: ଆଜି ନିର୍ବାଚନ ହେଲେ ବିଜେପିର କ’ଣ ହେବ ହାଲତ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ, ଆର୍ଥିକ ସଙ୍କଟ ଓ ଚାଇନା ସହ ସୀମା ବିବାଦ ଭଳି ପ୍ରସଙ୍ଗ ସତ୍ତ୍ୱେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଲୋକପ୍ରିୟତା ହ୍ରାସ ପାଇନି। ଆଜି ଯଦି ଦେଶରେ ସାଧାରଣ ନିର୍ବାଚନ ହେବ, ତା’ହେଲେ ବିଜେପି ଏକାକୀ ସରକାର ଗଠନ କରିବାକୁ ଆବଶ୍ୟକ ସଂଖ୍ୟା ହାସଲ କାରିପାରିବ ବୋଲି ମୁଡ୍‌ ଅଫ ନେଶନ ସର୍ଭେରୁ ସ୍ପଷ୍ଟ ହୋଇଛି। ଇଣ୍ଡିଆ ଟୁଡେ-କାରଭି ଇନସାଇଟ୍ସର ମୁଡ ଅଫ ନେଶନ ସର୍ଭେରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

vr

vr

Hemant Lenka
  • Published: Thursday, 21 January 2021
  • Updated: 22 January 2021, 01:44 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ, ଆର୍ଥିକ ସଙ୍କଟ ଓ ଚାଇନା ସହ ସୀମା ବିବାଦ ଭଳି ପ୍ରସଙ୍ଗ ସତ୍ତ୍ୱେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଲୋକପ୍ରିୟତା ହ୍ରାସ ପାଇନି। ଆଜି ଯଦି ଦେଶରେ ସାଧାରଣ ନିର୍ବାଚନ ହେବ, ତା’ହେଲେ ବିଜେପି ଏକାକୀ ସରକାର ଗଠନ କରିବାକୁ ଆବଶ୍ୟକ ସଂଖ୍ୟା ହାସଲ କାରିପାରିବ ବୋଲି ମୁଡ୍‌ ଅଫ ନେଶନ ସର୍ଭେରୁ ସ୍ପଷ୍ଟ ହୋଇଛି।

ଇଣ୍ଡିଆ ଟୁଡେ-କାରଭି ଇନସାଇଟ୍ସର ମୁଡ ଅଫ ନେଶନ ସର୍ଭେରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଲୋକଙ୍କ ଆସ୍ଥା ଭାଜନ କରିବାରେ ସକ୍ଷମ ହୋଇଛନ୍ତି।

ସର୍ଭେରେ କୁହାଯାଇଛି ଯେ ଯଦି ଆଜି ଦେଶରେ ସାଧାରଣ ନିର୍ବାଚନ ହେବ, ତା’ହେଲେ ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ୩୨୧ଟି ଆସନରେ ବାଜିମାତ କରି ପୁଣି କେନ୍ଦ୍ରରେ ସରକାର ଗଠନ କରିବ। ୨୦୨୦ ଅଗଷ୍ଟ ମାସରେ ହୋଇଥିବା ସର୍ଭେ ତୁଳନାରେ ଏନଡିଏ ଖାତାକୁ ଆଉ ୫ଟି ଅଧିକ ଆସନ ଯିବ ବୋଲି ଆଜି ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ଏନଡିଏନ ୩୫୭ ଆସନ ଜିତିଥିଲା। ୨୦୧୯ରେ ଏନଡିଏର ଭୋଟ ପ୍ରତିଶତ ୪୫% ଥିଲା। ହେଲେ ଆଜି ନିର୍ବାଚନ ହେଲେ ଏନଡିଏର ଭୋଟ ପ୍ରତିଶତ ୪୩% ରହିବ। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଆଜି ନିର୍ବାଚନ ହେଲେ ୯୩ଟି ଆସନ ଜିତିବ। ଅନ୍ୟାନ୍ୟ ଦଳ ୧୨୯ଟି ଆସନ ଦଖଲ କରିବେ ବୋଲି ସର୍ଭେରେ କୁହାଯାଇଛି। ୟୁପିଏର ଭୋଟ ପ୍ରତିଶତ ୨୭% ଓ ଅନ୍ୟାନ୍ୟ ଦଳ ୩% ଭୋଟ ପାଇବେ।

ଏନଡିଏର ହିନ୍ଦୀ, ହିନ୍ଦୁ, ହିନ୍ଦୁତ୍ୱ ରାଜନୀତି ଉତ୍ତର ଭାରତରେ ୧୦୪ ଆସନ ଓ ପୂର୍ବ ଭାରତରେ ୧୦୦ ଆସନ ଜିତାଇବାରେ ସହାୟତା କରିବ। ତେବେ ଦକ୍ଷିଣ ଭାରତରେ ଏନଡିଏ ୩୨ଟି ଆସନ ଓ ୱେଷ୍ଟର୍ଣ୍ଣ ଭାରତରେ ୮୫ଟି ଆସନ ଜିତିବ ବୋଲି ସର୍ଭେରେ କୁହାଯାଇଛି।

କେନ୍ଦ୍ରରେ ସରକାର ଗଠନ କରିବାକୁ ୨୭୨ଟି ଆସନ ଦରକାର ଥିବା ବେଳେ ବିଜେପି ଏକାକୀ ୨୯୨ଟି ଆସନ ଜିତିବ ବୋଲି ମୁଡ ଅଫ ନେଶନରେ ଆକଳନ କରାଯାଇଛି। କଂଗ୍ରେସ ୨୦୧୯ରେ ୫୨ଟି ସିଟ୍‌ ଜିତିଥିବା ବେଳେ ଆଜିର ଦିନରେ ଭୋଟ ହେଲେ ଦଳ ୫୧ଟି ଆସନ ଜିତିବ ବୋଲି ସର୍ଭେରେ କୁହାଯାଇଛି।

ଅଧିକ ପଢ଼ନ୍ତୁ : ଚୁଲବୁଲି ନାୟିକା ଭୂମିକାଙ୍କର କେଉଁ ଜିନିଷ ପ୍ରତି ରହିଛି ୱିକ୍‌ନେସ୍?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story