ଶତୃଘ୍ନ ସିହ୍ନାଙ୍କୁ ଟିକେଟ୍‌ ଦେବନି ବିଜେପି, ବିହାରରେ ୨୦ଟି ସିଟରେ ଲଢିବ

ପାଟନା: ଶେଷରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିହାରରେ ୨୦-୨୦ ସିଟ୍‌ ଶେୟାରିଂ ଫର୍ମୂଲା ଗ୍ରହଣ କରିବାକୁ ରାଜି ହୋଇଛି। ୨୦୧୪ରେ ଜିତିଥିବା ଆସନ ମଧ୍ୟରୁ ବିଜେପି ୨ଟିରେ ଏଥର ପ୍ରାର୍ଥୀ ଦେବନି ବୋଲି ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେପି ୨୦୧୯ରେ ପାଟନା ସାହିବ ସାଂସଦ ଶତୃଘ୍ନ ସିହ୍ନା, ଦଳରୁ ନିଲମ୍ବିତ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ୍‌ଙ୍କ ଓ ବେଗୁସରାଇ ସାଂସଦ ଭୋଲା ସିଂହଙ୍କୁ ଟିକେଟ୍‌ ଦେବନାହିଁ। ବିଜେପି ବିହାରର ୪୦ଟି ଲୋକସଭା ଆସନରୁ […]

satru

satru

Sampad Mahapatra
  • Published: Thursday, 30 August 2018
  • Updated: 30 August 2018, 12:20 PM IST

ପାଟନା: ଶେଷରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିହାରରେ ୨୦-୨୦ ସିଟ୍‌ ଶେୟାରିଂ ଫର୍ମୂଲା ଗ୍ରହଣ କରିବାକୁ ରାଜି ହୋଇଛି। ୨୦୧୪ରେ ଜିତିଥିବା ଆସନ ମଧ୍ୟରୁ ବିଜେପି ୨ଟିରେ ଏଥର ପ୍ରାର୍ଥୀ ଦେବନି ବୋଲି ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେପି ୨୦୧୯ରେ ପାଟନା ସାହିବ ସାଂସଦ ଶତୃଘ୍ନ ସିହ୍ନା, ଦଳରୁ ନିଲମ୍ବିତ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ୍‌ଙ୍କ ଓ ବେଗୁସରାଇ ସାଂସଦ ଭୋଲା ସିଂହଙ୍କୁ ଟିକେଟ୍‌ ଦେବନାହିଁ।

ବିଜେପି ବିହାରର ୪୦ଟି ଲୋକସଭା ଆସନରୁ ୨୦ଟିରେ ପ୍ରାର୍ଥୀ ଦେବ ଏବଂ ଅନ୍ୟ ୨୦ଟି ଆସନରେ ଦଳ ତା’ର ସହଯୋଗୀମାନଙ୍କୁ ସମର୍ଥନ କରିବ। ୨୦-୨୦ ଫର୍ମୂଲା ଅନୁଯାୟୀ, ବିଜେପି ୨୦ଟି ଆସନରେ, ଜେଡିୟୁ ୧୨ଟିରେ,ରାମ ବିଲାସ ପାଶ୍ୱାନଙ୍କ ଲୋକଶକ୍ତି ପାର୍ଟି ୫ଟିରେ ଓ ଉପେନ୍ଦ୍ର ଖୁସୱାଙ୍କ ଆର୍‌ଏଲ୍‌ଏସ୍‌ପି ୨ଟି ଆସନରେ ପ୍ରାର୍ଥୀ ଦେବ।

ସେହିପରି ଜେହାନାବାଦ ଆସନକୁ ସାଂସଦ ଅରୁନ କୁମାରଙ୍କ ପାଇଁ ସଂରକ୍ଷିତ ରଖାଯିବ।

ବିଜେପି ଏକାକି ୨୫ଟି ଆସନରେ ଲଢ଼ିବାକୁ ଚାହୁଁଥିଲା। କିନ୍ତୁ ବିଜେପିର ବିହାର ସହଯୋଗୀ ଜେଡିୟୁ, ଏଲ୍‌ଜେପି ଓ ଆର୍‌ଏଲ୍‌ଏସ୍‌ପି ଏଥିରେ ରାଜି ହୋଇ ନଥିଲେ। ଏପରି କି ସେମାନେ ବିଜେପି ସହ ମେଣ୍ଟ ନ କରି ଏକାକୀ ଲଢ଼ିବେ ବୋଲି ଧମକ ମଧ୍ୟ ଦେଇଥିଲେ। କିନ୍ତୁ ବିଜେପି ଅଧ୍ୟକ୍ଷ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ୨୦-୨୦ ଫର୍ମୂଲା ଆପଣା ଯିବ ବୋଲି ନିଷ୍ପତ୍ତି। ୨୦୧୪ରେ ବିଜେପି ଏକାକୀ ୩୦ଟି ଆସନରେ ନିର୍ବାଚନ ଲଢ଼ିଥିବା ବେଳେ ୨୨ଟିରେ ଜିତିଥିଲା।

[caption id="attachment_269566" align="aligncenter" width="961"] file photo[/caption]

ବିଜେପି ୨୦୧୯ରେ ଦରଭଙ୍ଗା ଓ ବକ୍ସାର ଆସନରେ ପ୍ରାର୍ଥୀ ଦେବନାହିଁ ବୋଲି ଜଣାପଡ଼ିଛି। ଦରଭଙ୍ଗାରେ ବିଜେପି ଗତଥର କୀର୍ତ୍ତି ଆଜାଦ୍‌ଙ୍କୁ ପ୍ରାର୍ଥୀ କରିଥିଲା। ସେ ବିଜୟୀ ମଧ୍ୟ ହୋଇଥିଲେ। କିନ୍ତୁ ଏବେ ଶ୍ରୀ ଆଜାଦ୍‌ ବିଜେପିରୁ ନିଲମ୍ବିତ ହୋଇଛନ୍ତି। ସେହିପରି ବକ୍ସାରରୁ ଜିତିଥିବା ଅଶ୍ୱିନ୍‌ ଚୌବେଙ୍କୁ ଦଳ ଏଥର ଭାଗଲପୁରରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story