ବିଜେପିର ପ୍ରଚାର ମଇଦାନରୁ 'ଫିର ଏକ ବାର ମୋଦି ସରକାର' ନାରା ଗାଏବ!

ଜୟପୁର: ବିଜେପିର ପ୍ରଚାର ମଇଦାନରେ ‘ଫିର ଏକ ବାର ମୋଦି ସରକାର’ ନାରା ଗାଏବ ହୋଇ ଯାଇଛି! ରାଜସ୍ଥାନ ବାରମେର ଲୋକସଭା ଆସନ ପାଇଁ ବିଜେପି ସମର୍ଥକ ଟୋପି, ଉତ୍ତରୀୟ  ପିନ୍ଧି ପ୍ରଚାର ସ୍ଥଳୀକୁ ଆସିଛନ୍ତି। ହେଲେ ରାଲି ବେଳେ ‘ଫିର ଏକ ବାର ମୋଦି ସରକାର’ର ନାରା ବିଜେପି କର୍ମୀ ଦେବାକୁ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ତା ବଦଳରେ ରାଲିରେ ଉପସ୍ଥିତ ଥିବା ଓ ବିଜେପିରେ ଦୁଇ ଦିନ ତଳେ ଯୋଗ ଦେଇଥିବା ବଲିଉଡ […]

SUNNY DEOL

SUNNY DEOL

Subhransu Sekhar
  • Published: Saturday, 27 April 2019
  • Updated: 27 April 2019, 04:46 PM IST

Sports

Latest News

ଜୟପୁର: ବିଜେପିର ପ୍ରଚାର ମଇଦାନରେ 'ଫିର ଏକ ବାର ମୋଦି ସରକାର' ନାରା ଗାଏବ ହୋଇ ଯାଇଛି! ରାଜସ୍ଥାନ ବାରମେର ଲୋକସଭା ଆସନ ପାଇଁ ବିଜେପି ସମର୍ଥକ ଟୋପି, ଉତ୍ତରୀୟ  ପିନ୍ଧି ପ୍ରଚାର ସ୍ଥଳୀକୁ ଆସିଛନ୍ତି। ହେଲେ ରାଲି ବେଳେ 'ଫିର ଏକ ବାର ମୋଦି ସରକାର'ର ନାରା ବିଜେପି କର୍ମୀ ଦେବାକୁ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ତା ବଦଳରେ ରାଲିରେ ଉପସ୍ଥିତ ଥିବା ଓ ବିଜେପିରେ ଦୁଇ ଦିନ ତଳେ ଯୋଗ ଦେଇଥିବା ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଡାଏଲଗ ଶୁଣିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ରାଜସ୍ଥାନ ବାରମେର ଲୋକସଭା ଆସନର ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି ବଲିଉଡ ଅଭିନେତା ତଥା ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସନ୍ନି ଦେଓଲ। ବିଜେପିରେ ଯୋଗ ଦେବା ପରେ ସେ ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଲିଉଡର ଏହି ଅଭିନେତା।
 
ରାଲିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ସନ୍ନି ଦେଓଲଙ୍କ 'ଗଦର' ଫିଲ୍ମର ଡାଏଲଗ ଶୁଣିବାକୁ ମିଳିଛି। 'ହିନ୍ଦୁସ୍ଥାନ ଜିନ୍ଦାବାଦ ଥା, ଜିନ୍ଦାବାଦ ହୈ, ଜିନ୍ଦାବାଦ ରହେଗା', 'ତାରିଖ ପେ ତାରିଖ' ଆଦି ଡାଏଲଗ ସେଠାରେ ବିଜେପିର ନାରା ପାଲଟିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story