ଦେବେଗୌଡା ପିତାପୁତ୍ରଙ୍କ ଯୋଗୁ ମେଣ୍ଟ ସରକାର ଭାଙ୍ଗିଲା: ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ ଭାଙ୍ଗିବା ପରେ ଆରମ୍ଭ ହୋଇଛି ଜେଡିଏସ ଓ କଂଗ୍ରେସ ନେତାଙ୍କ ମଧ୍ୟରେ ବିବାଦ। ଆଜି କର୍ଣ୍ଣାଟକା କଂଗ୍ରେସର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜେଡିଏସ ଅଧ୍ୟକ୍ଷ ତଥା ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଥିବା କୁମାରସ୍ୱାମୀଙ୍କ ବିରୋଧରେ ବର୍ଷିଛନ୍ତି। ସିଦ୍ଧରମୈୟା କହିଛନ୍ତି ମେଣ୍ଟ ସରକାର ବେଳେ କୁମାରସ୍ୱାମୀ ତାଙ୍କୁ ବନ୍ଧୁ ବଦଳରେ ଶତ୍ରୁ ଭଳି ବ୍ୟବହାର କରିଥିଲେ। ସେଥିପାଇଁ ମେଣ୍ଟ ସରକାର ଭୁଶୁଡ଼ି ପଡ଼ିଲା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ନିକଟରେ […]

kumarswamy siddaramaiah(1)

kumarswamy siddaramaiah(1)

Subhransu Sekhar
  • Published: Monday, 26 August 2019
  • Updated: 26 August 2019, 03:14 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ ଭାଙ୍ଗିବା ପରେ ଆରମ୍ଭ ହୋଇଛି ଜେଡିଏସ ଓ କଂଗ୍ରେସ ନେତାଙ୍କ ମଧ୍ୟରେ ବିବାଦ। ଆଜି କର୍ଣ୍ଣାଟକା କଂଗ୍ରେସର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜେଡିଏସ ଅଧ୍ୟକ୍ଷ ତଥା ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଥିବା କୁମାରସ୍ୱାମୀଙ୍କ ବିରୋଧରେ ବର୍ଷିଛନ୍ତି।

ସିଦ୍ଧରମୈୟା କହିଛନ୍ତି ମେଣ୍ଟ ସରକାର ବେଳେ କୁମାରସ୍ୱାମୀ ତାଙ୍କୁ ବନ୍ଧୁ ବଦଳରେ ଶତ୍ରୁ ଭଳି ବ୍ୟବହାର କରିଥିଲେ। ସେଥିପାଇଁ ମେଣ୍ଟ ସରକାର ଭୁଶୁଡ଼ି ପଡ଼ିଲା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ନିକଟରେ ସିଦ୍ଧରମୈୟା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଏବଂ ତାଙ୍କ ପୁଅ ତଥା ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ମେଣ୍ଟ ସରକାର ଭାଙ୍ଗିବା ପଛର ବଡ଼ କାରଣ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଜୁଲାଇ ୨୪ରେ ମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିପାରିନଥିଲା। ଏହାପରେ ବିଜେପି କ୍ଷମତାକୁ ଫେରିଥିଲା। ଆସ୍ଥା ଭୋଟରେ ମେଣ୍ଟ ସପକ୍ଷରେ ୯୯ଟି ଭୋଟ୍ ପଡ଼ିଥିବା ବେଳେ ବିଜେପି ସପକ୍ଷରେ ୧୦୫ଟି ଭୋଟ୍ ପଡ଼ିଥିଲା। ଏହାପରେ ବିଏସ ୟେଦ୍ୟୁରପ୍ପାଙ୍କ ନେତୃତ୍ୱରେ ବିଜେପି କର୍ଣ୍ଣାଟକାରେ ଜୁଲାଇ ୨୬ରେ ସରକାର ଗଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story