ଇରାକ୍‌: ଆତ୍ମଘାତୀ ବୋମା ବିସ୍ଫୋରଣ, ୧୪ ମୃତ

ବାଗଦାଦ୍‌: ଇରାକ୍‌ର ରାଜଧାନୀ ବାଗ୍‌ଦାଦରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ରବିବାର ଦୁଇଟି ଆତ୍ମଘାତି ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୪ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ନିଟକସ୍ଥ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ଏହାସହ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ହୁସେନେୟା ସହରରେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଏକ ଆତ୍ମଘାତୀ କାରବୋମା ବିସ୍ଫୋରଣ ଘଟିବାରୁ ୬ ଜଣ ନାଗରିକ, ୪ ଜଣ ସୁରକ୍ଷା କର୍ମୀ […]

Suicide attacks in Iraq kill at least 14 people

Suicide attacks in Iraq kill at least 14 people

Rakesh Mallick
  • Published: Sunday, 24 April 2016
  • Updated: 04 May 2017, 03:44 PM IST

Sports

Latest News

ବାଗଦାଦ୍‌: ଇରାକ୍‌ର ରାଜଧାନୀ ବାଗ୍‌ଦାଦରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ରବିବାର ଦୁଇଟି ଆତ୍ମଘାତି ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୪ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ନିଟକସ୍ଥ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ଏହାସହ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ହୁସେନେୟା ସହରରେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଏକ ଆତ୍ମଘାତୀ କାରବୋମା ବିସ୍ଫୋରଣ ଘଟିବାରୁ ୬ ଜଣ ନାଗରିକ, ୪ ଜଣ ସୁରକ୍ଷା କର୍ମୀ ଓ ଜଣେ ପୋଲିସ ପ୍ରାଣ ହରାଇଥିଲେ ଏଥିରେ ୨୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଏହି ବିସ୍ଫୋରଣ ପଛରେ ଆଇଏସ୍‌ ଆତଙ୍କୀଙ୍କ ହାତ ଥିବା ଜଣାପଡିଛି। ଆତଙ୍କୀମାନେ ଏ ନେଇ ନିଜ ୱେବ୍‌ସାଇଟ୍‌ରେ ଫଟୋ ପୋଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos