ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବୁ କହିଲେ ବିଏସ୍‌ପି ନେତା, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ଦୀର୍ଘଦିନର ଶତ୍ରୁତା ପରେ ଅଖିଲେଶ ଯାଦବ ଓ ମାୟାବତୀ ହାତ ମିଳାଇଛନ୍ତି। ଏହି ମେଣ୍ଟ ପରେ ବିଏସ୍‌ପିର ଜଣେ ନେତା ସାଧାରଣ ସଭାରେ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଏସ୍‌ପି ବିଧାୟକ ବିଜୟ ଯାଦବ କହିଛନ୍ତି, “ଆମେ ବିଜେପି ବାଲାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବୁ। ଭୟଭୀତ ହେବାର କୌଣସି କାରଣ ନାହିଁ। ଆଜି ସେମାନଙ୍କୁ ନାନି ମନେପଡ଼ି ଯାଇଥିବ। କାରଣ ବିଏସ୍‌ପି-ସପା ଆଜି ଏକାଠି ହୋଇଯାଇଛନ୍ତି। ଖାଲି ଅପେକ୍ଷା କରନ୍ତୁ ଆଗକୁ କ’ଣ […]

f

Hemant Lenka
  • Published: Wednesday, 16 January 2019
  • , Updated: 16 January 2019, 07:15 PM IST

ଲକ୍ଷ୍ନୌ: ଦୀର୍ଘଦିନର ଶତ୍ରୁତା ପରେ ଅଖିଲେଶ ଯାଦବ ଓ ମାୟାବତୀ ହାତ ମିଳାଇଛନ୍ତି। ଏହି ମେଣ୍ଟ ପରେ ବିଏସ୍‌ପିର ଜଣେ ନେତା ସାଧାରଣ ସଭାରେ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଏସ୍‌ପି ବିଧାୟକ ବିଜୟ ଯାଦବ କହିଛନ୍ତି, “ଆମେ ବିଜେପି ବାଲାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବୁ। ଭୟଭୀତ ହେବାର କୌଣସି କାରଣ ନାହିଁ। ଆଜି ସେମାନଙ୍କୁ ନାନି ମନେପଡ଼ି ଯାଇଥିବ। କାରଣ ବିଏସ୍‌ପି-ସପା ଆଜି ଏକାଠି ହୋଇଯାଇଛନ୍ତି। ଖାଲି ଅପେକ୍ଷା କରନ୍ତୁ ଆଗକୁ କ’ଣ ହେଉଛି।”

ମୋରଦାବାଦ ଠାରେ ମାୟାବତୀଙ୍କ ଜନ୍ମଦିନ ପାଇଁ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ଯାଦବ ଏଭଳି ବୟାନ ଦେଇଛନ୍ତି।

ଦେଖନ୍ତୁ ଭିଡିଓ

https://twitter.com/twitter/statuses/1085344342133428226

Related story