ରାତ୍ରୀକାଳୀନ କର୍ଫ୍ୟୁରେ ଚାଲିପାରିବ ବସ୍‌ ଓ ଟ୍ରକ

ନୂଆଦିଲ୍ଲୀ: ଜୁନ୍‌ ୧ରୁ ଆରମ୍ଭ ହୋଇଥିବା ଅନଲକ-୧ର ରାତ୍ରୀକାଳୀନ କର୍ଫ୍ୟୁକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ରାତ୍ରୀକାଳୀନ କର୍ଫ୍ୟୁ ଅର୍ଥାତ ରାତି ୯ରୁ ସକାଳ ୫ଟା ବେଳେ କେବଳ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗିବ। କିନ୍ତୁ ବସ୍‌ରେ ଯାତାୟାତ କରୁଥିବା ଲୋକ ଓ ଟ୍ରକ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ। ବିଭିନ୍ନ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍‌କୁ କୌଣସି ଜାତୀୟ ରାଜପଥରେ କେହି ବି ଅଟକାଇ ପାରିବେ […]

dsA

dsA

Hemant Lenka
  • Published: Friday, 12 June 2020
  • Updated: 12 June 2020, 08:50 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍‌ ୧ରୁ ଆରମ୍ଭ ହୋଇଥିବା ଅନଲକ-୧ର ରାତ୍ରୀକାଳୀନ କର୍ଫ୍ୟୁକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ରାତ୍ରୀକାଳୀନ କର୍ଫ୍ୟୁ ଅର୍ଥାତ ରାତି ୯ରୁ ସକାଳ ୫ଟା ବେଳେ କେବଳ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗିବ। କିନ୍ତୁ ବସ୍‌ରେ ଯାତାୟାତ କରୁଥିବା ଲୋକ ଓ ଟ୍ରକ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ।

ବିଭିନ୍ନ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍‌କୁ କୌଣସି ଜାତୀୟ ରାଜପଥରେ କେହି ବି ଅଟକାଇ ପାରିବେ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଚିଠି ଲେଖି କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତାକୁ ବଜାୟୀ ରଖିବା ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି।

ହେଲେ ଏହା ଯାତ୍ରୀବାହୀ ବସ କିମ୍ବା ସାମାଗ୍ରୀ ନେବା ଆଣିବା ପାଇଁ ଲାଗୁ ହେବନାହିଁ। ଜରୁରୀ ସେବାରେ ନିୟୋଜିତ ଥିବା ଗାଡ଼ି ଓ ବ୍ୟକ୍ତିମାନଙ୍କୁ ମଧ୍ୟ ରାତ୍ରୀକାଳୀନ କର୍ଫ୍ୟୁ ବେଳେ ରାଜ୍ୟ ସରକାରମାନେ ବାଧା ଦେଇପାରିବେ ନାହିଁ। କେବଳ ଅନାବଶ୍ୟକ ଭାବେ ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଛି।

ସେହିପରି ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଘରକୁ ଯାଉଥିବା କିମ୍ବା ଘରୁ ଏହି ସବୁ ସ୍ଥାନକୁ ଆସୁଥିବା ଲୋକଙ୍କୁ ମଧ୍ୟ ପ୍ରଶାସନ ବାଧା ଦେବନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story