୬ଟି ଫୋନ୍‌ କିଣି ଏହି ବ୍ୟକ୍ତି ପାଇଲେ ୬୦୦ ଗିଫ୍‌ଟ୍‌, ଦାମ୍‌ ପ୍ରାୟ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କୁହଯାଏ, ଭାଗ୍ୟଦେବୀ ପ୍ରସନ୍ନ ହେଲେ, କୌଣସି ପୂର୍ବ ସୂଚନା ନ ଥାଇ ସୁଦ୍ଧା ଅଚାନକ ମୋଟା ରକମର ସଂପତ୍ତି ଲାଭ ହୁଏ। ଦିଲ୍ଲୀର ୨୪ ବର୍ଷୀୟ ଯୁବକ ଶଶାଙ୍କ ଶେଖରଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି। ଅନ୍‌ଲାଇନ୍ କମ୍ପାନୀ ‘ଆମାଜନ୍‌’ ଓ ସ୍ମାର୍ଟ୍ ଫୋନ୍‌ ନିର୍ମାତା ‘ୱାନ୍‌ ପ୍ଲସ୍‌’ର ସହବନ୍ଧନର ୪ର୍ଥ ବାର୍ଷିକୀ ଅବସରରେ ଆୟୋଜିତ ‘ୱାନ୍‌ ପ୍ଲସ୍‌ ଲକି ଷ୍ଟାର୍‌’ କ୍ୟାମ୍ପେନ୍‌ରେ ଶଶାଙ୍କ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ପୁରସ୍କାର ବାବଦରେ ଶଶାଙ୍କଙ୍କୁ ୬ ଶହ […]

shekhar-oneplus_12081802563

shekhar-oneplus_12081802563

Biswobandita Swain
  • Published: Sunday, 09 December 2018
  • Updated: 09 December 2018, 04:59 PM IST

ନୂଆଦିଲ୍ଲୀ: କୁହଯାଏ, ଭାଗ୍ୟଦେବୀ ପ୍ରସନ୍ନ ହେଲେ, କୌଣସି ପୂର୍ବ ସୂଚନା ନ ଥାଇ ସୁଦ୍ଧା ଅଚାନକ ମୋଟା ରକମର ସଂପତ୍ତି ଲାଭ ହୁଏ। ଦିଲ୍ଲୀର ୨୪ ବର୍ଷୀୟ ଯୁବକ ଶଶାଙ୍କ ଶେଖରଙ୍କ କ୍ଷେତ୍ରରେ ଏପରି କିଛି ଘଟିଛି।

ଅନ୍‌ଲାଇନ୍ କମ୍ପାନୀ 'ଆମାଜନ୍‌' ଓ ସ୍ମାର୍ଟ୍ ଫୋନ୍‌ ନିର୍ମାତା 'ୱାନ୍‌ ପ୍ଲସ୍‌'ର ସହବନ୍ଧନର ୪ର୍ଥ ବାର୍ଷିକୀ ଅବସରରେ ଆୟୋଜିତ 'ୱାନ୍‌ ପ୍ଲସ୍‌ ଲକି ଷ୍ଟାର୍‌' କ୍ୟାମ୍ପେନ୍‌ରେ ଶଶାଙ୍କ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ପୁରସ୍କାର ବାବଦରେ ଶଶାଙ୍କଙ୍କୁ ୬ ଶହ ଗିଫ୍‌ଟ୍‌ ମିଳିଛି।

'ଓ୍ଵାନ୍ ପ୍ଲସ୍'  ଓ 'ଆମାଜନ୍' ପକ୍ଷରୁ ଆୟୋଜିତ ପ୍ରମୋସନାଲ୍ କ୍ୟାମ୍ପେନ୍‌ ‘ଓ୍ଵାନ୍ ପ୍ଲସ୍ ଲକି ଷ୍ଟାର୍’ରେ ଅଫର୍ ମୁତାବକ ୬ଟି 'ଓ୍ଵାନ୍ ପ୍ଲସ୍' ସ୍ମାର୍ଟ ଫୋନ୍ କିଣିଲେ, କୌଣସି ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ଫୋନ୍ ସହ ଆହୁରି ୬୦୦ ଉପହାର ମିଳିବାର ଥିଲା। ଏହି ଅଫର୍‌ରେ ଆକର୍ଷିତ ହୋଇ ଶଶାଙ୍କ୍‌ ଶେଖର ୬ଟି ସ୍ମାର୍ଟ ଫୋନ୍‌ କିଣିଥିଲେ।

ଏବେ ଏହାର ଭାଗ୍ୟଶାଳୀ ବିଜେତା ହେବା ପରେ ଶେଖର୍‌ଙ୍କୁ ଘରୋଇ ଆସବାବପତ୍ର, ଫ୍ୟାଶନ୍‌, ଗ୍ୟାଜେଟ୍‌ସ୍‌ ଓ ରୋଷେଇ ସାମଗ୍ରୀ ଆଦି ୬ ଶହ ଗିଫ୍‌ଟ ମିଳିଛି। ଏହି ସବୁ ଗିଫ୍ଟର ଦାମ୍‌ ୮୦,୦୦୦ରୁ ୧ଲକ୍ଷ ଟଙ୍କା ହେବ।

କୌତୁହଳର କଥା, ଏହି ସବୁ ଗିଫ୍‌ଟ୍‌ ଆଣିବା ପାଇଁ ଶେଖରଙ୍କୁ କୌଣସି ପରିଶ୍ରମ ବା ଖର୍ଚ୍ଚାନ୍ତ ହେବାକୁ ପଡ଼ି ନାହିଁ। ବରଂ 'ଓ୍ଵାନ୍ ପ୍ଲସ୍' ମୋବାଇଲ୍ ଓ 'ଆମାଜନ୍‌' ପକ୍ଷରୁ ଏକ ଟ୍ରକ୍‌ରେ ଏହି ସବୁ ସାମଗ୍ରୀ ଶେଖରଙ୍କ ଘରେ ଆସି  ପହଞ୍ଚିଥିଲା।

ଗତ ଚାରିବର୍ଷ ମଧ୍ୟରେ 'ଆମାଜନ୍‌' ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ନିଜ ବିଶ୍ୱସନୀୟତା ଜାହିର୍ କରି ଭାରତୀୟ ବଜାରରେ ବେଶ୍‌ ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story