କାନାଡା : ଆଇଏସରେ ସାମିଲ ହେବାକୁ ଯାଉଥିବା ୧୦ ଯୁବକ ଗିରଫ

ଟୋରୋଣ୍ଟ:କାନାଡା ପୋଲିସ୍ ଦଶଜଣ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି । ମୋଣ୍ଟରିୟାଲ୍ ଟ୍ରୁଡିୟୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏହି ଯୁବକମାନେ ସେନ୍ଦହ ଜନକ ଅବସ୍ଥାରେ ବୁଲୁଥିବା ଦେଖି ପୋଲିସ୍ ଗିରଫ କରିଥିଲା। ଏହି ଯୁବକମାନେ ଇସଲାମିକ୍ ଷ୍ଟେଟ୍ ରେ ସାମିଲ ହେବା ପାଇଁ ଇରାକ୍ ଏବଂ ସିରିଆ ଯାଉଥିଲେ  ରୋୟାଲ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସ୍  ସୂଚନା ଦେଇଛି । ଏହି ଯୁବକ ମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇନଥିବା ବେଳେ ତଦନ୍ତ ଜାରି ରହିଛି । […]

canada

canada

Rakesh Mallick
  • Published: Wednesday, 20 May 2015
  • Updated: 04 May 2017, 03:45 PM IST

Sports

Latest News

ଟୋରୋଣ୍ଟ:କାନାଡା ପୋଲିସ୍ ଦଶଜଣ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି । ମୋଣ୍ଟରିୟାଲ୍ ଟ୍ରୁଡିୟୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏହି ଯୁବକମାନେ ସେନ୍ଦହ ଜନକ ଅବସ୍ଥାରେ ବୁଲୁଥିବା ଦେଖି ପୋଲିସ୍ ଗିରଫ କରିଥିଲା। ଏହି ଯୁବକମାନେ ଇସଲାମିକ୍ ଷ୍ଟେଟ୍ ରେ ସାମିଲ ହେବା ପାଇଁ ଇରାକ୍ ଏବଂ ସିରିଆ ଯାଉଥିଲେ  ରୋୟାଲ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସ୍  ସୂଚନା ଦେଇଛି । ଏହି ଯୁବକ ମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇନଥିବା ବେଳେ ତଦନ୍ତ ଜାରି ରହିଛି । ଗିରଫ ହୋଇଥିବା ୧୦ ଜଣ ଯୁବକଙ୍କ ପାସପୋର୍ଟ ଜବତ କରାଯାଇଛି। ପୋଲିସ୍ ସେମାନଙ୍କ ପରିବାର ଓ ବନ୍ଧୁ ମାନଙ୍କୁ  ମଧ୍ୟ ପଚରା ଉଚରା କରିବା ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story