ଫେରିବାପରେ ୫ ଜଣ ଅଧିକାରୀଙ୍କ ବଦଳି କଲେ ଆଲୋକ ବର୍ମା

ନୂଆଦିଲ୍ଲୀ: ଦାୟିତ୍ୱକୁ ଫେରୁ ଫେରୁ ବଦଳି ପର୍ବ ଆରମ୍ଭ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା। ପୂର୍ବରୁ ୧୦ ଜଣ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାପରେ ଆଜି ୫ ଜଣଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତିଅଧିଆ ଛୁଟିରେ ପଠାଇବାକୁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ରାୟ ଦେବା ଅବସରରେ ସୁପ୍ରିମ୍‌କୋର୍ଟ କହିଥିଲେ , ସେ କୌଣସି […]

alok

alok

Subrat Kumar Nayak
  • Published: Thursday, 10 January 2019
  • Updated: 10 January 2019, 06:50 PM IST

Sports

Latest News

ନୂଆଦିଲ୍ଲୀ: ଦାୟିତ୍ୱକୁ ଫେରୁ ଫେରୁ ବଦଳି ପର୍ବ ଆରମ୍ଭ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା। ପୂର୍ବରୁ ୧୦ ଜଣ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାପରେ ଆଜି ୫ ଜଣଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତିଅଧିଆ ଛୁଟିରେ ପଠାଇବାକୁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ରାୟ ଦେବା ଅବସରରେ ସୁପ୍ରିମ୍‌କୋର୍ଟ କହିଥିଲେ , ସେ କୌଣସି ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେଇପାରିବେନାହିଁ। କେବଳ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବା ତାଙ୍କ ପ୍ରତିନିଧି ଏବଂ ସର୍ବବୃହତ ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ହିଁ ତାଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯିବା ଉପରେ ନିଷ୍ପତ୍ତି ନେଇପାରିବେ।

ଆଜି ବର୍ମା ଯେଉଁ ୫ ଜଣଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେମାନେ ହେଲେ ଯୁଗ୍ମ ନିର୍ଦ୍ଦେଶକ ଅଜୟ ଭଟନାଗର, ଡେପୁଟି ଇନ୍ସପେକ୍ଟର ଜେନେରାଲ ଏମ୍‌କେ ସିହ୍ନା, ଡେପୁଟୀ ଇନ୍ସପେକ୍ଟର ଜେନେରାଲ ତରୁଣ ଗୌବା, ଯୁଗ୍ମ ନିର୍ଦ୍ଦେଶକ ମୁରୁଗେଶନ୍‌ ଏବଂ ଅତିରିକ୍ତ ନିର୍ଦ୍ଦେଶକ ଏକେ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story