୫ ବର୍ଷ ହେଲା ଚାଲିଥିବା ବ୍ୟାପମ ଦୁର୍ନୀତିର ତଦନ୍ତରେ ପଡ଼ିବ ପୂର୍ଣ୍ଣଚ୍ଛେଦ, କିନ୍ତୁ..

ଭୋପାଲ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ବ୍ୟାପମ ଦୁର୍ନୀତିର ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୫ ବର୍ଷ ତଳେ ମଧ୍ୟପ୍ରଦେଶ ପୁଲିସ୍‌ ଠାରୁ ସିବିଆଇ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲା। ଏବେ ସିବିଆଇ ଘଟଣାର ତଦନ୍ତ ବନ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ସିବିଆଇ ଘଟଣାର ତଦନ୍ତ କରି ୩୫୦୦ ଜଣଙ୍କ ବିରୋଧରେ ୧୫୫ଟି ଚାର୍ଜଶିଟ୍‌ ଦାଖଲ କରିଛି। ହେଲେ ହୁଇସିଲବ୍ଲୋୟର୍ସ ଘଟଣାର ତଦନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି। ସିବିଆଇ ତଦନ୍ତ ଶେଷ କରିବାକୁ […]

v

v

Hemant Lenka
  • Published: Friday, 13 November 2020
  • Updated: 13 November 2020, 03:06 PM IST

Sports

Latest News

ଭୋପାଲ: ବହୁ ଚର୍ଚ୍ଚିତ ମଧ୍ୟପ୍ରଦେଶ ବ୍ୟାପମ ଦୁର୍ନୀତିର ତଦନ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୫ ବର୍ଷ ତଳେ ମଧ୍ୟପ୍ରଦେଶ ପୁଲିସ୍‌ ଠାରୁ ସିବିଆଇ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲା। ଏବେ ସିବିଆଇ ଘଟଣାର ତଦନ୍ତ ବନ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ସିବିଆଇ ଘଟଣାର ତଦନ୍ତ କରି ୩୫୦୦ ଜଣଙ୍କ ବିରୋଧରେ ୧୫୫ଟି ଚାର୍ଜଶିଟ୍‌ ଦାଖଲ କରିଛି। ହେଲେ ହୁଇସିଲବ୍ଲୋୟର୍ସ ଘଟଣାର ତଦନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି।

ସିବିଆଇ ତଦନ୍ତ ଶେଷ କରିବାକୁ ଯାଉଥିଲେ ହେଁ ପ୍ରିମେଡିକାଲ ଟେଷ୍ଟ-୨୦୧୩ ଓ ପିଏମଟି-୨୦୧୨ ମାମଲାରେ ସାମିଲ ଥିବା ୩୦୦ ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ୩୦୦ ଜଣଙ୍କ ମଧ୍ୟରେ କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଥିବା ଜଣାପଡ଼ିଛି।

ଜଣେ ସିବିଆଇ ଅଫିସର କହିଛନ୍ତି, ଆମେ ୩ଟି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିବାକୁ ଅନୁମତି ପାଇଛୁ। ଏହାର ତଦନ୍ତ ମଧ୍ୟ ଶେଷ ହୋଇଯାଇଛି। ଏବେ ମାତ୍ର ୨ଟି ମାମଲାର ତଦନ୍ତ ପେଣ୍ଡିଂ ରହିଛି। ଆମକୁ ଦିଆଯାଇଥିବା କାମ ଖୁବଶୀଘ୍ର ଶେଷ ହୋଇଯିବ।

୨୦୧୫ ମସିହା ଜୁଲାଇ ୧୩ରେ ବହୁଚର୍ଚ୍ଚିତ ବ୍ୟାପମ ଦୁର୍ନୀତିର ତଦନ୍ତ ଦାୟିତ୍ୱ ମଧ୍ୟପ୍ରଦେଶ ଏସଟିଏଫ ଠାରୁ ସିବିଆଇ ଯେତେବେଳେ ନେଇଥିଲା ସେତେବେଳେ ବିରୋଧୀ ଓ ହୁଇସିଲବ୍ଲୋୟର୍ସ ଠିକ ଭାବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରିଥିଲେ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସିବିଆଇ ନିର୍ଦ୍ଦେଶକ ୪୦ ଜଣିଆ ଟିମ ଗଠନ କରିଥିଲେ।

୨୦୧୩ ମସିହାରେ ମଧ୍ୟପ୍ରଦେଶ ପୁଲିସ୍‌ କନଷ୍ଟେବଲ ଓ ଅନ୍ୟାନ୍ୟ ସରକାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଓ ସାକ୍ଷୀମାନେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିଲା। ପ୍ରାୟ ୫୦ରୁ ଅଧିକ ଲୋକ ପ୍ରାଣ ହରାଇବା ପରେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story