ଆଇପିଏସଙ୍କୁ ନେଇ ତେଜିଲା କେନ୍ଦ୍ର-ମମତା କଳି  

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସରକାର ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ନିଯୁକ୍ତ କରିଛନ୍ତି। କେନ୍ଦ୍ରୀୟ ସେବା ନିୟମ (୧) ଅନୁଯାୟୀ ଏହି ତିନିଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗର କ୍ୟାଡରର ଆଇପିଏସ ଡକ୍ଟର ଭୋଲା ପାଣ୍ଡେଙ୍କୁ ୪ ବର୍ଷ ପାଇଁ ବିପିଆର ଆଣ୍ଡ ଡିର ଏସପି ଭାବରେ ନିଯୁକ୍ତ କରାଯାଇଛି। ପ୍ରବୀଣ ତ୍ରିପାଠୀଙ୍କୁ ଏସଏସବିର ଡିଜି ଭାବରେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ସେହିପରି ରାଜୀବ ମିଶ୍ରଙ୍କୁ ୫ ବର୍ଷ ପାଇଁ […]

MAMATA-SHAH

MAMATA-SHAH

Subhransu Sekhar
  • Published: Thursday, 17 December 2020
  • Updated: 17 December 2020, 03:12 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସରକାର ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ନିଯୁକ୍ତ କରିଛନ୍ତି। କେନ୍ଦ୍ରୀୟ ସେବା ନିୟମ (୧) ଅନୁଯାୟୀ ଏହି ତିନିଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗର କ୍ୟାଡରର ଆଇପିଏସ ଡକ୍ଟର ଭୋଲା ପାଣ୍ଡେଙ୍କୁ ୪ ବର୍ଷ ପାଇଁ ବିପିଆର ଆଣ୍ଡ ଡିର ଏସପି ଭାବରେ ନିଯୁକ୍ତ କରାଯାଇଛି। ପ୍ରବୀଣ ତ୍ରିପାଠୀଙ୍କୁ ଏସଏସବିର ଡିଜି ଭାବରେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ସେହିପରି ରାଜୀବ ମିଶ୍ରଙ୍କୁ ୫ ବର୍ଷ ପାଇଁ ଆଇଟିବିପିର ଆଇଜି ଭାବେ ନିଯୁକ୍ତ କରିଛି କେନ୍ଦ୍ର।

ବିଜେପି ସଭାପତି ଜେପି ନାଡ୍ଡାଙ୍କ କାରକେଡ ଉପରେ ଆକ୍ରମଣ ହୋଇଥିଲା। ସେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ତାଙ୍କ କାରକେଡ ଆକ୍ରମଣର ଶିକାର ହୋଇଥିଲା। ଏହି ତିନି ଅଧିକାରୀ ଦାୟିତ୍ୱରେ ଅବହେଳା କରିଥିବାରୁ ଆକ୍ରମଣକାରୀ ସଫଳ ହେଲେ ବୋଲି ଗୃହ ମନ୍ତ୍ରାଳୟ ହୃଦବୋଧ କରିଛି। ତେଣୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଡେପୁଟେସନ ପାଇଁ ନିଷ୍ପତ୍ତି ନେଇଛି।

https://twitter.com/ANI/status/1337701429604052992?s=20

ସାଧାରଣତଃ କୌଣସି ଆଇପିଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହମତି ନିଆଯାଏ। କିନ୍ତୁ ଏହି ମାମଲାରେ ଏଭଳି କିଛି ହୋଇନାହିଁ। ଯେହେତୁ ଆଇପିଏସ ଅଧିକାରୀ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ରହିଛନ୍ତି ତେଣୁ ଏଭଳି ପଦକ୍ଷେପ ଗ୍ରହଣ କରିଛି ବିଭାଗ।

ସୂଚନାଯୋଗ୍ୟ, କେନ୍ଦ୍ରର ଏହି ପଦକ୍ଷେପକୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବିରୋଧ କରୁଛି। କେନ୍ଦ୍ର ପ୍ରଥମେ ଶାସନ ସଚିବ ଏବଂ ଡିଜିଙ୍କୁ ସମନ କରି ହାଜର ହେବାକୁ କହିଥିଲା। ହେଲେ କାମ କରିଥିବାରୁ ଆସିପାରିବେନି ବୋଲି ମୁଖ୍ୟ ଶାସନ ସଚିବ ଗୃହ ସଚିବଙ୍କୁ ଜଣାଇଥିଲେ। ସେ ରାଜ୍ୟର ନିର୍ଦ୍ଦେଶ ଅନୁସାରେ କାମ କରୁଛନ୍ତି ବୋଲି ଚିଠିରେ ଲେଖିଥିଲେ। ଏହାପରେ କେନ୍ଦ୍ର ସରକାର ତିନି ଆଇପିଏସଙ୍କ ଡେପୁଟେସନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story