ଚପଲ, ଲୁଙ୍ଗି ପିନ୍ଧି ଗାଡ଼ି ଚଳାଇଲେ ଜୋରିମାନା ଗଣିବାକୁ ପଡ଼ିବ କି? ଜବାବ ରଖିଲେ ଗଡ଼କରୀ

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରୁ ସଂଶୋଧିତ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି। ଯେଉଁମାନେ ଟ୍ରାଫିକ ଆଇନ ଉଲ୍ଲଂଘନ କରୁଛନ୍ତି କିମ୍ୱା ଗାଡ଼ି କାଗଜ ପତ୍ର ନାହିଁ ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ୁଛି। ଏହି ସମୟରେ ଗୋଟିଏ ଖବର ସାମ୍ନାକୁ ଆସିଥିଲା, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ଯେଉଁମାନେ ଲୁଙ୍ଗି କିମ୍ୱା ଚପଲ ପିନ୍ଧି ଗାଡ଼ି ଚଲାଉଥିବେ ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ସରକାର କିନ୍ତୁ […]

truck-driver-traffic-norms-lungi-dress-code

Subhransu Sekhar
  • Published: Thursday, 26 September 2019
  • Updated: 26 September 2019, 05:30 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରୁ ସଂଶୋଧିତ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି। ଯେଉଁମାନେ ଟ୍ରାଫିକ ଆଇନ ଉଲ୍ଲଂଘନ କରୁଛନ୍ତି କିମ୍ୱା ଗାଡ଼ି କାଗଜ ପତ୍ର ନାହିଁ ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ୁଛି। ଏହି ସମୟରେ ଗୋଟିଏ ଖବର ସାମ୍ନାକୁ ଆସିଥିଲା, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ଯେଉଁମାନେ ଲୁଙ୍ଗି କିମ୍ୱା ଚପଲ ପିନ୍ଧି ଗାଡ଼ି ଚଲାଉଥିବେ ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ସରକାର କିନ୍ତୁ କିଛି କହିନଥିବା ଦେଖିବାକୁ ମିଳିଥିଲା। ଏବେ କିନ୍ତୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଟୁଇଟ୍ କରି ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି।

https://twitter.com/OfficeOfNG/status/1176758281127071745

ସେ କହିଛନ୍ତି ଗୁଜବ ପ୍ରତି ସାବଧାନ ରୁହନ୍ତୁ। ନୂଆ ସଂଶୋଧିକ ମୋଟର ଯାନ ଅନୁଯାୟୀ ଶାର୍ଟି ପିନ୍ଧି କିମ୍ୱା ଲୁଙ୍ଗି ପିନ୍ଧି ଚଳାଇଲେ ଜୋରିମାନା ଦେବାକୁ ପଡ଼ିବ ବୋଲି ନିୟମ ନାହିଁ। ଆହୁରି କହିଛନ୍ତି ଅଧା ହାଫ୍ ଶାର୍ଟି ପିନ୍ଧି ଗାଡ଼ି ଚଳାଇଲେ, ଗାଡ଼ିରେ ଅତିରିକ୍ସ ବଲ ନରଖିଲେ, କାର କାଚ ମଇଳା ହୋଇଥିଲେ ମଧ୍ୟ ଜୋରିମାନା ଦେବାକୁ ପଡ଼ିବ ନାହିଁ।

ଏହା ପୂର୍ବରୁ ଗଡ଼କରୀ ଟୁଇଟ୍ କରି ଟ୍ରାଫିକ୍ ଆଇନ ବାବଦରେ ମିଛ ଖବର ପ୍ରସାରଣ କରୁଥିବା ସାମ୍ୱାଦିକଙ୍କଠୁ ସାବଧାନ ରହିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story