୨ ମହିଳାଙ୍କୁ ହତ୍ୟା ନେଇ ଲାଇଭ୍‌ ଟିଭିରେ ସ୍ୱୀକାର କରି ଗିରଫ

ଚଣ୍ଡୀଗଡ଼: ଗତ ୧୦ ବର୍ଷରେ ୨ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତି ନ୍ୟୁଜ୍‌ ଚ୍ୟାନେଲରେ ସିଧାପ୍ରସାରଣ ସମୟରେ ସ୍ୱୀକାର କରି ଗିରଫ ହୋଇଛନ୍ତି। ଚଣ୍ଡୀଗଡ଼ରେ ଏଭଳି ଘଟଣା ଘଟିଛି। ଏକ ଲାଇଭ୍‌ ଟିଭି କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ର ଜଣେ କ୍ୟାବ୍‌ ଡ୍ରାଇଭର ମନିନ୍ଦର ସିଂହ ଏଭଳି ନିଜ ଭୁଲ୍‌ ପାଇଁ ନିଜେ ହିଁ ନିଜକୁ ଧରା ପକାଇଛି। ସେ ଟିଭିରେ ହତ୍ୟା କରିବା ନେଇ ସ୍ୱୀକାର କରିବା ପରେ ତୁରନ୍ତ ପଞ୍ଜାବ ପୁଲିସ୍‌ ଉକ୍ତ ଟେଲିଭିଜନ […]

Murder

Murder

Subrat Kumar Nayak
  • Published: Thursday, 16 January 2020
  • Updated: 16 January 2020, 06:53 PM IST

Sports

Latest News

ଚଣ୍ଡୀଗଡ଼: ଗତ ୧୦ ବର୍ଷରେ ୨ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତି ନ୍ୟୁଜ୍‌ ଚ୍ୟାନେଲରେ ସିଧାପ୍ରସାରଣ ସମୟରେ ସ୍ୱୀକାର କରି ଗିରଫ ହୋଇଛନ୍ତି। ଚଣ୍ଡୀଗଡ଼ରେ ଏଭଳି ଘଟଣା ଘଟିଛି। ଏକ ଲାଇଭ୍‌ ଟିଭି କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ର ଜଣେ କ୍ୟାବ୍‌ ଡ୍ରାଇଭର ମନିନ୍ଦର ସିଂହ ଏଭଳି ନିଜ ଭୁଲ୍‌ ପାଇଁ ନିଜେ ହିଁ ନିଜକୁ ଧରା ପକାଇଛି। ସେ ଟିଭିରେ ହତ୍ୟା କରିବା ନେଇ ସ୍ୱୀକାର କରିବା ପରେ ତୁରନ୍ତ ପଞ୍ଜାବ ପୁଲିସ୍‌ ଉକ୍ତ ଟେଲିଭିଜନ ଗଣମାଧ୍ୟମ ଅଫିସରେ ପହଞ୍ଚି ପ୍ରୋଗ୍ରାମ ଟେଲିକାଷ୍ଟ ଅଧାରୁ ଯୁବକକୁ ଗରିଫ କରିଛି।

ମନିନ୍ଦର ସ୍ୱୀକାର କରିଛି ସେ ୨୭ ବର୍ଷ ବୟସ୍କ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ସରବଜିତ କୌରଙ୍କୁ ହତ୍ୟା କରିଥିଲେ। ସରବିଜିତ ବୃତ୍ତିରେ ନର୍ସ ଥିଲେ। ନୂଆବର୍ଷରେ ଏକ ହୋଟେଲରେ ତାଙ୍କର ହତ୍ୟା କରାଯାଇଥିଲା। ସେ ୨୦୧୦ ମସିହାର ଏକ ଅପରାଧ ମଧ୍ୟ ଲାଇଭ୍‌ ଟିଭିରେ ସ୍ୱୀକାର କରିଛି। ମନିନ୍ଦର ପୂର୍ବରୁ ଗିରଫ ହୋଇ ବର୍ତ୍ତମାନ ଜାମିନରେ ଆସିଥିଲା।

ମନିନ୍ଦର କହିଥିଲା, ମୁଁ ସରବଜିତକୁ ମାରିବାର କାରଣ ସେ ତାଙ୍କ ଭାଉଜର ଭାଇ ସହ ସମ୍ପର୍କ ରଖିଥିଲେ। ଅନ୍ୟପକ୍ଷରେ ରେଣୁ ନାମକ ମହିଳାଙ୍କୁ ହତ୍ୟା କରିବାର କାରଣ କହିଥିଲେ, ସେ ମଧ୍ୟ ଉତ୍ତରପ୍ରଦେଶର ଜଣେ ଲୋକ ସହ ପ୍ରେମ ସମ୍ପର୍କରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story