ଏନଡିଏରେ ସାମିଲ୍ ହେବାକୁ ଇଚ୍ଛୁକ ଟିଡିପି, ବିଜେପି ଆଗରେ ରଖିଲା ନୂଆ ସର୍ତ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀରୁ ନହଟାଇବା ପାଇଁ ଆଜି ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ଆହ୍ୱାନ କରି କହିଛନ୍ତି। ଆନ୍ଧ୍ରପ୍ରଦେଶରେ ତିନୋଟି ରାଜଧାନୀ ପାଇଁ ଜଗନ ରେଡ୍ଡୀ ସରକାରଙ୍କ ପ୍ରସ୍ତାବକୁ ନେଇ ବିବାଦ ଜାରି ରହିଛି। ବିରୋଧୀ ଆସନରେ ବସିଥିବା ଟିଡିପି ଏବେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସକୁ ସାମ୍ନା କରିବା ପାଇଁ ବିଜେପି ସହ ପୁଣିଥରେ ଦୋସ୍ତି କରିବାକୁ ଇଚ୍ଛା ପ୍ରକାଶ କରିଛି। ଯଦି ରାଜ୍ୟରେ ଟିଡିପିର ଦାବିକୁ […]

JAGAN_NAIDU

JAGAN_NAIDU

Subhransu Sekhar
  • Published: Sunday, 19 January 2020
  • Updated: 19 January 2020, 09:12 PM IST

Sports

Latest News

ଅମରାବତୀ: ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀରୁ ନହଟାଇବା ପାଇଁ ଆଜି ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ଆହ୍ୱାନ କରି କହିଛନ୍ତି। ଆନ୍ଧ୍ରପ୍ରଦେଶରେ ତିନୋଟି ରାଜଧାନୀ ପାଇଁ ଜଗନ ରେଡ୍ଡୀ ସରକାରଙ୍କ ପ୍ରସ୍ତାବକୁ ନେଇ ବିବାଦ ଜାରି ରହିଛି। ବିରୋଧୀ ଆସନରେ ବସିଥିବା ଟିଡିପି ଏବେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସକୁ ସାମ୍ନା କରିବା ପାଇଁ ବିଜେପି ସହ ପୁଣିଥରେ ଦୋସ୍ତି କରିବାକୁ ଇଚ୍ଛା ପ୍ରକାଶ କରିଛି। ଯଦି ରାଜ୍ୟରେ ଟିଡିପିର ଦାବିକୁ ବିଜେପି ସମର୍ଥନ କରିବ ତା’ହେଲେ ଏନଡିଏରେ ଟିଡିପି ପୁଣିଥରେ ସାମିଲ୍ ହେବ ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି। ଏମିତିକି ନିକଟରେ ହୋଇଥିବା ବିଜେପି-ଜେଏସପି ମେଣ୍ଟକୁ ମଧ୍ୟ ଟିଡିପି ସମର୍ଥନ କରିବ ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।

ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରବତୀ ରହିଛି। ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ କିନ୍ତୁ ରାଜ୍ୟର ତିନୋଟି ରାଜଧାନୀ କରିବାକୁ ଚାହୁଁଛନ୍ତି। ଏଭଳି ହେଲେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିବ। ଟିଡ଼ିପି ଜଗନଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି। ବିଜେପି-ଜେଏସପି ଯଦି ଜଗନଙ୍କ ନିଷ୍ପତ୍ତିକୁ ବିରୋଧ କରିବ, ତା’ହେଲେ ଟିଡିପି ଏନଡିଏରେ ସାମିଲ୍ ହେବ ବୋଲି ଚନ୍ଦ୍ରବାବୁ କହିଛନ୍ତି।

ଟିଡିପି କେନ୍ଦ୍ରର ଶାସକ ଦଳ ବିଜେପିର ନିକଟତର ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ତଥା ଓ୍ୱାଇଏସଆର କଂଗ୍ରେସର ସୁପ୍ରିମୋ ଜଗନ ମୋହନ ରେଡ୍ଡୀ ମଧ୍ୟ ନୂଆ ରଣନୀତି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ନୂଆ ରାଜଧାନୀ ପ୍ରସ୍ତାବ ବାବଦରେ ସେ କହିଥିବା ଜଣାପଡ଼ିଛି। ଜଗନ ରେଡ୍ଡୀ କହିଛନ୍ତି, ରାଜ୍ୟର ତିନୋଟି ରାଜଧାନୀ ହେବ। ବିଶାଖପାଟଣାରେ କାର୍ଯ୍ୟକାରୀ, କୁରନୂଳରେ ନ୍ୟାୟିକ ବ୍ୟବସ୍ଥା ଏବଂ ଅମରାବତୀରେ ବିଧାନସଭା ରହିବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ରରାଜ୍ୟ ପାହ୍ୟା ମୋଦି ସରକାର ନଦେବାରୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏରୁ ଓହରିଯାଇ ବିରୋଧୀ ମହାମେଣ୍ଟରେ ସାମିଲ୍ ହୋଇଥିଲା ଟିଡିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story