ଜଗନ ମୋହନ ଡାକିଲେ, ଚନ୍ଦ୍ରବାବୁ ମନାକଲେ

ହାଇଦ୍ରାବାଦ୍‌: ପ୍ରଚଣ୍ଡ ଜନମତ ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବାକୁ ଯୋଗ୍ୟତା ପାଇଥିବା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ପାଠ ଉତ୍ସବକୁ ଜଗନ ମୋହନ ଆନ୍ଧ୍ର ପ୍ରଦେଶର ବିଦାୟୀ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ସେ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେବେ ଟିଡିପି ନେତା ଏ ନାଇଡୁ, ପି କେଶବ ଓ ଜି ଶ୍ରୀନିବାସ ରାଓ ଅମରାବତୀ ସ୍ଥିତ […]

saqqa

saqqa

Hemant Lenka
  • Published: Wednesday, 29 May 2019
  • Updated: 29 May 2019, 08:17 PM IST

ହାଇଦ୍ରାବାଦ୍‌: ପ୍ରଚଣ୍ଡ ଜନମତ ପାଇଁ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବାକୁ ଯୋଗ୍ୟତା ପାଇଥିବା ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ପାଠ ଉତ୍ସବକୁ ଜଗନ ମୋହନ ଆନ୍ଧ୍ର ପ୍ରଦେଶର ବିଦାୟୀ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ସେ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତେବେ ଟିଡିପି ନେତା ଏ ନାଇଡୁ, ପି କେଶବ ଓ ଜି ଶ୍ରୀନିବାସ ରାଓ ଅମରାବତୀ ସ୍ଥିତ ଜଗନ ମୋହନଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ପତ୍ର ଦେବେ।

ମେ’ ୨୩ରେ ପ୍ରକାଶ ପାଇଥିବା ଫଳାଫଳରେ ଜଗନ ମୋହନଙ୍କ ୱାଇଏସ୍‌ଆର କଂଗ୍ରେସ ୧୭୫ଟି ବିଧାନସଭା ଆସନରୁ ଏକାକୀ ୧୫୧ଟିରେ ବାଜିମାତ କରିଥିଲା। ଏହାପରେ ଜଗନ ମୋହନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆସନ୍ତାକାଲି ୧୨.୨୩ରେ ବିଜୟୱାଡାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ସେ ଚନ୍ଦ୍ରବାବୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story