ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ କ’ଣ ଥିଲା ଇସ୍ରୋ ପାଇଁ ଚ୍ୟାଲେଞ୍ଜ?

ନୂଆଦିଲ୍ଲୀ: ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଇ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଳମ୍ୱିତ ରାତିରେ ବିଚ୍ଛିନ୍ନ ହୋଇଛି। ହେଲେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଅନ୍ତିମ ୧୫ ମିନିଟ୍ ସବୁଠୁ ଜଟିଳ ଥିଲା ବୋଲି ଇସ୍ରୋ ପୂର୍ବରୁ କହିସାରିଥିଲା। ଯାହାକି ସତ ହୋଇଛି। ଯଦି ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ତାହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଥାନ୍ତା। କାରଣ ଦକ୍ଷିଣ ମେରରୁ ପହଞ୍ଚି ଚନ୍ଦ୍ରକୁ ଛୁଇଁବା […]

ISRO GRAPH

ISRO GRAPH

Subhransu Sekhar
  • Published: Saturday, 07 September 2019
  • Updated: 07 September 2019, 05:17 PM IST

Sports

Latest News

ନୂଆଦିଲ୍ଲୀ: ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଇ ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ବିଳମ୍ୱିତ ରାତିରେ ବିଚ୍ଛିନ୍ନ ହୋଇଛି। ହେଲେ ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ଅନ୍ତିମ ୧୫ ମିନିଟ୍ ସବୁଠୁ ଜଟିଳ ଥିଲା ବୋଲି ଇସ୍ରୋ ପୂର୍ବରୁ କହିସାରିଥିଲା। ଯାହାକି ସତ ହୋଇଛି। ଯଦି ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିଥାନ୍ତା ତାହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ହୋଇଥାନ୍ତା। କାରଣ ଦକ୍ଷିଣ ମେରରୁ ପହଞ୍ଚି ଚନ୍ଦ୍ରକୁ ଛୁଇଁବା ପାଇଁ ଏଯାଏ କୌଣସି ଦେଶ ସଫଳ ହୋଇନାହାନ୍ତି। ତେଣୁ ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଇସ୍ରୋ ବୈଜ୍ଞାନିକଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା। ପୂର୍ବରୁ ଚନ୍ଦ୍ରରେ ପହଞ୍ଚିଥିବା ତିନି ଦେଶ ଆମେରିକା, ଚାଇନା ଏବଂ ରୁଷିଆ ଏହି ମେରୁରେ ଅବତରଣ କରିନଥିଲେ।

ଏହି ଦକ୍ଷିଣ ମେରୁରେ ପଥରୁଆ ମାଟି ରହିଛି ଯାହାକି ଖାଲଢିପରେ ଭର୍ତ୍ତି। ଏଥିସହ ଅଧିକ ଅନ୍ଧାରୁଆ ମଧ୍ୟ। ତେଣୁ ଇସ୍ରୋ ବୈଜ୍ଞାନିକମାନେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚିନ୍ତା କରିଥିଲେ। ସଫ୍ଟ ଲ୍ୟାଣ୍ଡିଂ ପାଇଁ ଲ୍ୟାଣ୍ଡର ବିକ୍ରମରେ ଏକ ସେନ୍‌ସର୍‌ ରହିଥିଲା ଯାହାକି ଲ୍ୟାଣ୍ଡିଂ ପାଇଁ ପ୍ରକୃତ ସ୍ଥାନ ନିଜେ ବାଛିଥାନ୍ତା। ଏହାପରେ ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ୬ଟି ଚକ ବିଶିଷ୍ଟ ପ୍ରଜ୍ଞାନ ରୋଭର ଓହ୍ଲାଇ ଚନ୍ଦ୍ରରେ ପାଦ ଥାପିଥାନ୍ତା।

ଆମେରିକାର ଅପୋଲୋ ମିଶନ ଚନ୍ଦ୍ରର ଏହି ଦକ୍ଷିଣ ମେରୁ ପରିବର୍ତ୍ତେ ମଧ୍ୟ ମେରରୁ ଓହ୍ଲାଇଥିଲା। ସେହିପରି ଚାଇନା ମିଶନ ଚନ୍ଦ୍ରର ଉତ୍ତର ମେରରୁ ଅବତରଣ କରିଥିଲା। ଏହି ମଧ୍ୟ ଏବଂ ଉତ୍ତର ମେରୁରେ ଥିବା ମାଟି ଦକ୍ଷିଣ ମେରୁ ଅପେକ୍ଷା ଭଲ।

ଯଦିଓ ୫୦ ବର୍ଷ ପୂର୍ବରୁ ଚନ୍ଦ୍ରରେ ପହଞ୍ଚିଥିଲା ମଣିଷ, ହେଲେ ସଫଳତା ପାଇବା ଏତେଟା ସହଜ ନଥିଲା। ୧୯୫୮ରୁ ୧୯୭୬ ମଧ୍ୟରେ ରୁଷିଆ ଚନ୍ଦ୍ରକୁ ୩୩ଟି ଅଭିଯାନ କରିଥିଲା। ଯେଉଁଥିରୁ ୨୬ଟି ବିଫଳ ହୋଇଥିଲା, ୭ଟି ସଫଳ ହୋଇଥିଲା। ସେହିପରି ଆମେରିକା ୧୯୫୮ରୁ ୧୯୭୨ ମଧ୍ୟରେ ୩୧ଟି ଅଭିଯାନ କରିଥିଲା। ଯେଉଁଥିରୁ ୧୭ଟି ବିଫଳ ହୋଇଥିଲା।

ଖାଲି ଏତିକି ନୁହେଁ ୧୯୬୯ରୁ ୧୯୭୨ ମଧ୍ୟରେ ଆମେରିକା ୬ଟି ମାନବ ମେସିନ୍ ପଠାଇଥିଲା। ଯେଉଁଥିରେ ୨୪ ଜଣ ଯାତ୍ରୀ ଯାଇ ଚନ୍ଦ୍ରର ନିକଟତର ହୋଇଥିଲେ। ହେଲେ ୧୨ ଜଣ ହିଁ ଚନ୍ଦ୍ରରେ ସଫଳ ଭାବରେ ପାଦ ଥାପିଥିଲେ। ସମାନ ବର୍ଷ ଇସ୍ରାଏଲର ମିଶନ ଚନ୍ଦ୍ର ଅଧୁରା ରହିଯାଇଥିଲା। ଇସ୍ରାଏଲର ଏକ ଘରୋଇ କମ୍ପାନୀ ସହଯୋଗରେ ୪ ଏପ୍ରିଲରେ ଚନ୍ଦ୍ର ନିକଟରେ ପହଞ୍ଚିଥିଲା। ହେଲେ ୧୦ କିଲୋମିଟର ପୂର୍ବରୁ ପୃଥିବୀରେ ଥିବା ଇସ୍ରାଏଲର ଷ୍ଟେସନ ସହ ସଂଯୋଗ ବିଚ୍ଛିନ୍ନ ହୋଇଥିଲା।

ଯଦିଓ ଚନ୍ଦ୍ରଯାନ ୨ ସଫ୍ଟ ଲ୍ୟାଣ୍ଡିଂ କରିପାରି ନାହିଁ ତଥାପି ଇସ୍ରୋ ବୈଜ୍ଞାନିକଙ୍କ ଆଶା ଉଜ୍ଜୀବୀତ ରହିଛି। ଚନ୍ଦ୍ରଯାନ-୨କୁ ଚନ୍ଦ୍ର ନିକଟକୁ ନେଇଯାଇଥିବା ଅର୍ବିଟର ଏବେ ବି ଚନ୍ଦ୍ର ଚାରିପଟେ ଘୂରୁଛି। ସେହି ଅର୍ବିଟରରୁ ପୃଥିବୀକୁ କିଛି ଫଟୋ ମିଳବ। ଯେଉଁଥରୁ ଲ୍ୟାଣ୍ଡର ବିକ୍ରମ ବାବଦରେ ସୂଚନା ମିଳିବ। ଏଥିସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story