ଚନ୍ଦ୍ରରେ କିଭଳି ରହିଛି ସ୍ଥିତି ଦେଖନ୍ତୁ

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସକ୍ରିୟ ନାହିଁ। ହେଲେ ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ତାର ସମସ୍ତ କାମ ଠିକ୍ ଭାବରେ କରୁଛି। ଏବେ ଅର୍ବିଟର ଚନ୍ଦ୍ରପୃଷ୍ଠରେ କିଭଳି ରହିଛି ସ୍ଥିତି; ସେ ବାବଦରେ କିଛି ଫଟୋ ଚିତ୍ର ପଠାଇଛି। ଯାହାକୁ ଇସ୍ରୋ ଏବେ ସାର୍ବଜନୀନ କରିଛି। ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ସେଠିକାର ମାଟିର ସ୍ଥିତି ବାବଦରେ ସୂଚନା ମିଳିଥାନ୍ତା। ହେଲେ ଏବେ […]

CHANDRAYAN 2(3)

CHANDRAYAN 2(3)

Subhransu Sekhar
  • Published: Saturday, 05 October 2019
  • Updated: 05 October 2019, 10:57 AM IST

Sports

Latest News

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସକ୍ରିୟ ନାହିଁ। ହେଲେ ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ତାର ସମସ୍ତ କାମ ଠିକ୍ ଭାବରେ କରୁଛି। ଏବେ ଅର୍ବିଟର ଚନ୍ଦ୍ରପୃଷ୍ଠରେ କିଭଳି ରହିଛି ସ୍ଥିତି; ସେ ବାବଦରେ କିଛି ଫଟୋ ଚିତ୍ର ପଠାଇଛି। ଯାହାକୁ ଇସ୍ରୋ ଏବେ ସାର୍ବଜନୀନ କରିଛି।

ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ସେଠିକାର ମାଟିର ସ୍ଥିତି ବାବଦରେ ସୂଚନା ମିଳିଥାନ୍ତା। ହେଲେ ଏବେ ଚନ୍ଦ୍ର ଚାରିପଟେ ଘୁରିବୁଲୁଥିବା ଅର୍ବିଟର ଜରିଆରେ ଚନ୍ଦ୍ର ପୃଷ୍ଠରେ ଥିବା ସ୍ଥିତି ବାବଦରେ ଦେଖିବାକୁ ମିଳୁଛି। ଚନ୍ଦ୍ରରେ ଏବେ ସୋଡିୟମ୍, କ୍ୟାଲସିୟମ, ସିଲିକନ୍, ଟାଇଟେନିୟମ୍ ଏବଂ ଲୁହା ଭଳି ପଦାର୍ଥର ସ୍ଥିତି କଣ ରହିଛି ସେ ବାବଦରେ ଅର୍ବିଟର ଜରିଆରେ ଇସ୍ରୋର ବୈଜ୍ଞାନିକମାନେ ତଥ୍ୟ ସଂଗ୍ରହ କରୁଛନ୍ତି।

ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟରରେ ହାଇ ରିଜଲ୍ୟୁସନର କ୍ୟାମେରା ଲାଗିଛି। ଏହି କ୍ୟାମେରା ଜରିଆରେ ଚନ୍ଦ୍ରକୁ ପରିସ୍କାର ଭାବରେ ଦେଖିହେଉଛି। କେଉଁଠି ମାଟି, ଖାଲ ଢ଼ିପ ରହିଛି ସେ ବାବଦରେ ମଧ୍ୟ ଦେଖି ହେଉଛି।

ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ହାର୍ଟ ଲ୍ୟାଣ୍ଡିଂ କରିବା ପରେ କୌଣସି ଯୋଗାଯୋଗ ହୋଇପାରି ନାହିଁ। ଆମେରିକାର ଗବେଷଣା ସଂସ୍ଥା ନାସା ମଧ୍ୟ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story