ସେଲଫି ନେବାରୁ ରାଷ୍ଟ୍ରପତିଙ୍କୁ ୨.୫ ଲକ୍ଷ ଜୋରିମାନା

ସାନଟିଆଗୋ: କରୋନା ନିୟମ ଉଲ୍ଲଂଘନ କରିବା ପରେ ଜୋରିମାନା ହୋଇଛି ଚିଲି ରାଷ୍ଟ୍ରପତିଙ୍କୁ। ଶୁକ୍ରବାର ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନୋଟିସ୍ ପଠାଇଛି ଚିଲି ପ୍ରଶାସନ। ବିଚ୍ (ସମୁଦ୍ର କୂଳ)ରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ ରାଷ୍ଟ୍ରପତି ସେବାସ୍ତିଆନ୍ ପିନେରା। ସେଲଫି ନେବା ସ୍ଥାନରେ ବିନା ମାସ୍କରେ ଫଟୋ ଉଠାଇବା ନେଇ କଟକଣା ରହିଛି। ଡିସେମ୍ୱର ପ୍ରଥମ ସପ୍ତାହରେ ଏହି ଫଟୋ ଥିଲା। ରାଷ୍ଟ୍ରପତିଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ […]

chilean-president

chilean-president

Subhransu Sekhar
  • Published: Sunday, 20 December 2020
  • Updated: 20 December 2020, 11:51 AM IST

Sports

Latest News

ସାନଟିଆଗୋ: କରୋନା ନିୟମ ଉଲ୍ଲଂଘନ କରିବା ପରେ ଜୋରିମାନା ହୋଇଛି ଚିଲି ରାଷ୍ଟ୍ରପତିଙ୍କୁ। ଶୁକ୍ରବାର ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନୋଟିସ୍ ପଠାଇଛି ଚିଲି ପ୍ରଶାସନ। ବିଚ୍ (ସମୁଦ୍ର କୂଳ)ରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ ରାଷ୍ଟ୍ରପତି ସେବାସ୍ତିଆନ୍ ପିନେରା। ସେଲଫି ନେବା ସ୍ଥାନରେ ବିନା ମାସ୍କରେ ଫଟୋ ଉଠାଇବା ନେଇ କଟକଣା ରହିଛି। ଡିସେମ୍ୱର ପ୍ରଥମ ସପ୍ତାହରେ ଏହି ଫଟୋ ଥିଲା। ରାଷ୍ଟ୍ରପତିଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏଭଳି ଫାଇନ୍ ଲଗାଇଛି ପ୍ରଶାସନ। ପରେ ରାଷ୍ଟ୍ରପତି ନିଜର ଏଭଳି ଆଭିମୁଖ୍ୟ ପାଇଁ ଅନୁତପ୍ତ ବୋଲି କହିଛନ୍ତି।

https://twitter.com/Renepdata/status/1340492639511212032?s=20

ପିନେରା କହିଛନ୍ତି ସେ ତାଙ୍କ ଘର ପାଖରେ ଚାଲୁଥିଲେ। ଏହି ସମୟରେ ଜଣେ ମହିଳା ତାଙ୍କୁ ଚିହ୍ନି ପକାଇଥିଲେ। ଏହାପରେ ମହିଳା ଜଣଙ୍କ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ। ଫଟୋ ଉଠାଇବା ବେଳେ ଉଭୟ ମାସ୍କ ପିନ୍ଧିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story