ଚେଙ୍ଗଡୁ ‘ଜେ-୨୦ ଷ୍ଟେଲ୍‌ଥ’ ଯୁଦ୍ଧ ବିମାନ ପ୍ରଦର୍ଶନ କଲା ଚୀନ

ଚୀନ୍: ‘ଏୟାରଶୋ ଚାଇନା’ର ଆରମ୍ଭ ନିଜ ସେନାର ଶକ୍ତି ପ୍ରଦର୍ଶନରୁ ଆରମ୍ଭ କରିଛି ଚୀନ। ଏଥିରେ ବିମାନ ନିର୍ମାଣକାରୀ କଂପାନୀଙ୍କ ସମେତ କ୍ରେତାମାନେ ଯୋଗ ଦେଇଥିବା ବେଳେ ଚୀନ ତା’ର ଲଢ଼ୁଆ ବିମାନ ଚେଙ୍ଗଡୁ ‘ଜେ-୨୦ ଷ୍ଟେଲ୍‌ଥ’କୁ ପ୍ରଦର୍ଶୀତ କରିଛି। ପ୍ରଥମ ଥର ପାଇଁ ଚୀନ ଏହି ବିମାନକୁ ସାର୍ବଜନୀନ କରିଛି। ଶୁହାଈ ସହରରେ ଆୟୋଜିତ ‘ଏୟାରଶୋ ଚାଇନା’ ଜରିଆରେ ଚୀନ୍‌ ବେସାମାରିକ ଉଡ଼ାଣ କ୍ଷେତ୍ରରେ ମଧ୍ୟ ନିଜର ମହତ୍ତ୍ୱକାଂକ୍ଷାକୁ ସାରା ଦୁନିଆ ଆଗରେ ରଖିବାକୁ ଚାହୁଁଛି। […]

china

china

Rakesh Mallick
  • Published: Tuesday, 01 November 2016
  • Updated: 04 May 2017, 03:44 PM IST

Sports

Latest News

ଚୀନ୍: ‘ଏୟାରଶୋ ଚାଇନା’ର ଆରମ୍ଭ ନିଜ ସେନାର ଶକ୍ତି ପ୍ରଦର୍ଶନରୁ ଆରମ୍ଭ କରିଛି ଚୀନ। ଏଥିରେ ବିମାନ ନିର୍ମାଣକାରୀ କଂପାନୀଙ୍କ ସମେତ କ୍ରେତାମାନେ ଯୋଗ ଦେଇଥିବା ବେଳେ ଚୀନ ତା’ର ଲଢ଼ୁଆ ବିମାନ ଚେଙ୍ଗଡୁ ‘ଜେ-୨୦ ଷ୍ଟେଲ୍‌ଥ’କୁ ପ୍ରଦର୍ଶୀତ କରିଛି। ପ୍ରଥମ ଥର ପାଇଁ ଚୀନ ଏହି ବିମାନକୁ ସାର୍ବଜନୀନ କରିଛି।

ଶୁହାଈ ସହରରେ ଆୟୋଜିତ ‘ଏୟାରଶୋ ଚାଇନା’ ଜରିଆରେ ଚୀନ୍‌ ବେସାମାରିକ ଉଡ଼ାଣ କ୍ଷେତ୍ରରେ ମଧ୍ୟ ନିଜର ମହତ୍ତ୍ୱକାଂକ୍ଷାକୁ ସାରା ଦୁନିଆ ଆଗରେ ରଖିବାକୁ ଚାହୁଁଛି।

ଆସନ୍ତା ଏକ ଦଶକ ମଧ୍ୟରେ ଚୀନ୍ ଉଡ଼ାଣ କ୍ଷେତ୍ରରେ ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠୁ ବଡ଼ ବଜାରର ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story