ଶେଷରେ ମାନିଲା ଚାଇନା: ଲଦାଖ ସଂଘର୍ଷରେ କମାଣ୍ତିଂ ଅଫିସର ପ୍ରାଣ ହରାଇଛନ୍ତି

ନୂଆଦିଲ୍ଲୀ: ଲଦାଖ ସଂଘର୍ଷ ବେଳେ କେତେ ଜଣ ଚାଇନା ସେନା ମୃତାହତ ହୋଇଛନ୍ତି ସେକଥାକୁ ଲୁଚାଇଥିବା ବେଜିଂ ଶେଷରେ ଏହା ଉପରୁ ପରଦା ହଟାଇଛି। ଭାରତୀୟ ଯବାନଙ୍କ ସହ ସଂଘର୍ଷ ବେଳେ ଚାଇନାର ଜଣେ କମାଣ୍ଡିଂ ଅଫିସର ନିହତ ହୋଇଥିବା ଶେଷରେ ରାଷ୍ଟ୍ରପତି ସି ଜିନପିଙ୍ଗର ସେନା ସ୍ୱୀକାର କରିଛି। ଭାରତ ସହ ଚାଲିଥିବା ପ୍ରତିରକ୍ଷାସ୍ତରୀୟ ଆଲୋଚନା ବେଳେ ଚାଇନା ଆର୍ମି ଏକଥା କହିଥିବା ଜଣାପଡ଼ିଛି। ଭାରତର ଓ ଚାଇନା ମଧ୍ୟରେ ଆଜି ଲ୍ୟୁଟନାଣ୍ଟ ଜେନେରାଲ ସ୍ତରୀୟ […]

dada

dada

Hemant Lenka
  • Published: Monday, 22 June 2020
  • Updated: 22 June 2020, 07:55 PM IST

Sports

Latest News

ନୂଆଦିଲ୍ଲୀ: ଲଦାଖ ସଂଘର୍ଷ ବେଳେ କେତେ ଜଣ ଚାଇନା ସେନା ମୃତାହତ ହୋଇଛନ୍ତି ସେକଥାକୁ ଲୁଚାଇଥିବା ବେଜିଂ ଶେଷରେ ଏହା ଉପରୁ ପରଦା ହଟାଇଛି। ଭାରତୀୟ ଯବାନଙ୍କ ସହ ସଂଘର୍ଷ ବେଳେ ଚାଇନାର ଜଣେ କମାଣ୍ଡିଂ ଅଫିସର ନିହତ ହୋଇଥିବା ଶେଷରେ ରାଷ୍ଟ୍ରପତି ସି ଜିନପିଙ୍ଗର ସେନା ସ୍ୱୀକାର କରିଛି। ଭାରତ ସହ ଚାଲିଥିବା ପ୍ରତିରକ୍ଷାସ୍ତରୀୟ ଆଲୋଚନା ବେଳେ ଚାଇନା ଆର୍ମି ଏକଥା କହିଥିବା ଜଣାପଡ଼ିଛି।

ଭାରତର ଓ ଚାଇନା ମଧ୍ୟରେ ଆଜି ଲ୍ୟୁଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ମୋଲଡୋରେ ଚାଲିଛି। ମୋଲଡୋ ହେଉଛି ଚାଇନା ଅନ୍ତର୍ଗତ ଛୁଶୁଲ ନିକଟରେ ରହିଛି। ସୀମାରେ ଉତ୍ତେଜନା ହ୍ରାସ କରିବା ଓ ସ୍ଥିତାବସ୍ଥା ବଜାୟୀ ରଖିବା ହିଁ ଏହି ଆଲୋଚନାର ମୂଳ ଲକ୍ଷ୍ୟ।

ସୋମବାର ଦିନ ଭାରତ ଓ ଚାଇନା ମଧ୍ୟରେ ଲଦାଖର ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ଭାରତର ପ୍ରତି ଆକ୍ରମଣରେ ବି ୪୫ରୁ ୫୦ ଜଣ ଚାଇନା ଯବାନ ପ୍ରାଣ ହରାଇଥିବା କୁହାଯାଇଥିଲା।

ହେଲେ ବେଜିଂ ତରଫରୁ କୌଣସି ବି ସୂଚନା ଦିଆଯାଇ ନଥିଲା। ହେଲେ ଆଜି ଚାଇନା ସଂଘର୍ଷରେ ନିଜର କମାଣ୍ଡିଂ ଅଫିସରଙ୍କୁ ହରାଇଥିବା କଥା କହିଛି। କମାଣ୍ଡିଂ ଅଫିସରଙ୍କ ବ୍ୟତୀତ ଆଉ କେତେ ଜଣ ଯବାନ ମୃତାହତ ହୋଇଛନ୍ତି, ସେକଥା କିନ୍ତୁ ଚାଇନା କହିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story