ଖାଲି ହାତରେ ଫେରିଲେ ଜିନ୍ ପିଙ୍ଗଙ୍କ ଦୂତ

କାଠମାଣ୍ଡୁ: ନେପାଳରେ ଦେଖାଦେଇଥିବା ରାଜନୀତିକ ଅସ୍ଥିରତାର ସମାଧାନ କରିବାକୁ ଆସି ବିଫଳ ହୋଇଛନ୍ତି ଚାଇନା ରାଷ୍ଟ୍ରପତିଙ୍କ ଟିମ୍। ଚାରି ଦିନିଆ କାଠମାଣ୍ଡୁ ଗସ୍ତ ସାରି ବେଜିଂ ଅଭିମୁଖେ ଫେରିଛି ଏହି ଉଚ୍ଚ ସ୍ତରୀୟ ଟିମ୍। ଏହି ଗସ୍ତ ବେଳେ କିନ୍ତୁ ରାଜନୀତିକ ବିବାଦର ସମାଧାନ କରିବାକୁ ଆସି ଚାଇନା ନିଜେ ହଟହଟା ହୋଇଛି। ଚାଇନା ନେପାଳର ଯେଉଁ ଜମି ବଳପୂର୍ବକ ନେଇଯାଇଛି ସେହି ଜମିକୁ ଫେରାଇ ଦେବାକୁ ଦାବି କରିଥିଲେ ନେପାଳବାସୀ। ଦୀର୍ଘ ଦିନ ଧରି ଚାଇନା […]

xing ping china

xing ping china

Subhransu Sekhar
  • Published: Wednesday, 30 December 2020
  • Updated: 30 December 2020, 04:04 PM IST

କାଠମାଣ୍ଡୁ: ନେପାଳରେ ଦେଖାଦେଇଥିବା ରାଜନୀତିକ ଅସ୍ଥିରତାର ସମାଧାନ କରିବାକୁ ଆସି ବିଫଳ ହୋଇଛନ୍ତି ଚାଇନା ରାଷ୍ଟ୍ରପତିଙ୍କ ଟିମ୍। ଚାରି ଦିନିଆ କାଠମାଣ୍ଡୁ ଗସ୍ତ ସାରି ବେଜିଂ ଅଭିମୁଖେ ଫେରିଛି ଏହି ଉଚ୍ଚ ସ୍ତରୀୟ ଟିମ୍। ଏହି ଗସ୍ତ ବେଳେ କିନ୍ତୁ ରାଜନୀତିକ ବିବାଦର ସମାଧାନ କରିବାକୁ ଆସି ଚାଇନା ନିଜେ ହଟହଟା ହୋଇଛି।

ଚାଇନା ନେପାଳର ଯେଉଁ ଜମି ବଳପୂର୍ବକ ନେଇଯାଇଛି ସେହି ଜମିକୁ ଫେରାଇ ଦେବାକୁ ଦାବି କରିଥିଲେ ନେପାଳବାସୀ। ଦୀର୍ଘ ଦିନ ଧରି ଚାଇନା ଉପରେ ନେପାଳବାସୀ ରଖିଥିବା ଅସନ୍ତୋଷକୁ ଖୁଲମଖୋଲା ବିରୋଧ କରିଥିଲେ। କାଠମାଣ୍ଡୁରେ ଥିବା ଚାଇନା ଦୂତାବାସ ଆଗରେ ନେପାଳବାସୀ ଗୋ ବ୍ୟାକ ନାରା ଦେଇ ଏହି ଟିମକୁ ଜୋରଦାର ବିରୋଧ କରିଥିଲେ।

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ସରକାର ଭାଙ୍ଗି ଦେଇଛନ୍ତି। ଆସନ୍ତା ଏପ୍ରିଲ-ମେ ଆଡକୁ ନେପାଳରେ ସାଧାରଣ ନିର୍ବାଚନ ହେବାର ଅଛି। ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଦେଖାଦେଇଥିବା କନ୍ଦଳର ସମାଧାନ ପାଇଁ ଜିନ୍ ପିଙ୍ଗଙ୍କ ଦୂତ ଗୁଓ ୟେଝୁ (Guo Yezhou) ଆସିଥିଲେ। ହେଲେ ଦଳର ଅଧ୍ୟକ୍ଷ ପୁଷ୍ପକ କମଲ ଦହଲ ‘ପ୍ରଚଣ୍ଡ’ ଓ ଓଲିଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାରେ ବିଫଳ ହୋଇଛି ଏହି ହାଇପ୍ରୋଫାଇଲ୍ ଟିମ୍। ତେଣୁ ଗୁଓ ୟେଝୁ ଆଣ୍ଡ କୋ ବେଜିଂ ଫେରିଯାଇଥିବା ସୂଚନା ରହିଛି।

୨୦୧୮ରେ ସରକାର ଗଠନ କରିବା ବେଳେ ଓଲିଙ୍କ ନେତୃତ୍ୱାଧୀନ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ମାର୍କସବାଦୀ-ଲେନିନବାଦୀ) ଏବଂ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ ସେଣ୍ଟର) ଏକତ୍ରିତ ହୋଇ ଗୋଟିଏ ପାର୍ଟି ହୋଇଥିଲା। ଏବେ ଦୁଇ ନେତାଙ୍କ ମଧ୍ୟରେ ବିବାଦ ହେବାରୁ ଅଲଗା ହେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story