ଚୀନ୍‌ରେ ଭୂମିକମ୍ପ ଝଟକା

ବେଜିଂ: ଚୀନରେ ଆଜି ସକାଳେ ୧୦ଟା ୪୫ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଅକ୍ଟର ସ୍କେଲରେ ୬.୧ ରହିଥିଲା। ଏହାର ଗଭୀରତା ଭୂମିଠାରୁ ୧୦ କି.ମି. ଭିତରରେ ରହିଥିଲା। ଭୂମିକମ୍ପର କେନ୍ଦ୍ର ଥିଲା ଚୀନ୍‌ର ଝିଞ୍ଜିୟାଙ୍ଗ। ଏଥିରେ କୌଣସି ପ୍ରକାର କ୍ଷତି ଘଟି ନ ଥିବା ଜଣାପଡିଛି। ଗତକାଲି ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ।

earthquake

earthquake

Rakesh Mallick
  • Published: Thursday, 08 December 2016
  • Updated: 04 May 2017, 03:44 PM IST

Sports

Latest News

ବେଜିଂ: ଚୀନରେ ଆଜି ସକାଳେ ୧୦ଟା ୪୫ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଅକ୍ଟର ସ୍କେଲରେ ୬.୧ ରହିଥିଲା। ଏହାର ଗଭୀରତା ଭୂମିଠାରୁ ୧୦ କି.ମି. ଭିତରରେ ରହିଥିଲା। ଭୂମିକମ୍ପର କେନ୍ଦ୍ର ଥିଲା ଚୀନ୍‌ର ଝିଞ୍ଜିୟାଙ୍ଗ।

ଏଥିରେ କୌଣସି ପ୍ରକାର କ୍ଷତି ଘଟି ନ ଥିବା ଜଣାପଡିଛି।

ଗତକାଲି ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story