ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ମଧ୍ୟସ୍ଥି ମିଶେଲଙ୍କୁ ୫ ଦିନ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ବ୍ରିଟିଶ ନାଗରିକ ଖ୍ରୀଷ୍ଟିୟାନ୍‌ ମିଶେଲଙ୍କୁ ସିବିଆଇ ୫ ଦିନ ପାଇଁ ନିଜ ହେଫାଜତକୁ ନେଇଛି। ଏହି ସମୟରେ ସିବିଆଇ ଦୁର୍ନୀତିରେ ସଂପୃକ୍ତ ଥିବା ରାଜନେତା ଓ ପ୍ରଶାସିନକ ଅଧିକାରୀଙ୍କ ନାଁ ପଦାକୁ ଆଣିବାକୁ ଚେଷ୍ଟା କରିବ। ସିବିଆଇକୁ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ମିଶେଲଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଗତକାଲି ଦୁବାଇରୁ ଭାରତକୁ ପ୍ରତ୍ୟର୍ପଣ ହୋଇଥିବା ମିଶେଲଙ୍କୁ କଡ଼ା ସୁରକ୍ଷା […]

g

g

Hemant Lenka
  • Published: Wednesday, 05 December 2018
  • Updated: 05 December 2018, 05:27 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ବ୍ରିଟିଶ ନାଗରିକ ଖ୍ରୀଷ୍ଟିୟାନ୍‌ ମିଶେଲଙ୍କୁ ସିବିଆଇ ୫ ଦିନ ପାଇଁ ନିଜ ହେଫାଜତକୁ ନେଇଛି। ଏହି ସମୟରେ ସିବିଆଇ ଦୁର୍ନୀତିରେ ସଂପୃକ୍ତ ଥିବା ରାଜନେତା ଓ ପ୍ରଶାସିନକ ଅଧିକାରୀଙ୍କ ନାଁ ପଦାକୁ ଆଣିବାକୁ ଚେଷ୍ଟା କରିବ। ସିବିଆଇକୁ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ମିଶେଲଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଗତକାଲି ଦୁବାଇରୁ ଭାରତକୁ ପ୍ରତ୍ୟର୍ପଣ ହୋଇଥିବା ମିଶେଲଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସିବିଆଇ ପଟିଆଲା ହାଉସ୍‌ କୋର୍ଟରେ ହାଜର କରିଥିଲା। ମିଶେଲଙ୍କ ଓକିଲ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। କିନ୍ତୁ ସିବିଆଇ ମିଶେଲଙ୍କୁ ନିଜ ହେଫାଜତକୁ ନେବାକୁ ଚାହିଁଥିଲା।
ଏହି ଦୁର୍ନୀତିରେ ମିଳିଥିବା କିଛି ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ମିଶେଲଙ୍କୁ ଜେରା କରିବା ନିହାତି ଦରକାର ବୋଲି ଯୁକ୍ତି ବାଢ଼ିଥିଲା। ସିବିଆଇ ଯୁକ୍ତିକୁ କୋର୍ଟ ଗ୍ରହଣ କରିଥିଲେ। କିନ୍ତୁ ପ୍ରତିଦିନ ସକାଳେ ଏକ ଘଣ୍ଟା ଓ ସନ୍ଧ୍ୟାରେ ଏକ ଘଣ୍ଟା ମିଶେଲଙ୍କ ଓକିଲ ତାଙ୍କୁ ଦେଖା କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଠାରୁ ୩୬୦୦ କୋଟି ଟଙ୍କାରେ ୧୨ଟି ହେଲିକପ୍ଟର କିଣିବା ପାଇଁ ଭାରତ ସରକାର ଚୁକ୍ତି କରିଥିଲେ। କିନ୍ତୁ ଏହି ଚୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ସିବିଆଇ ଜାଣିବାକୁ ପାଇଥିଲା। ୟୁପିଏ ସରକାରଙ୍କ ଅମଳରେ ହିଁ ଏହି ମହାଦୁର୍ନୀତିର ମୂଳଦୁଆ ପଡ଼ିଥିଲା।

ଏଥିପାଇଁ ମିଶେଲ ପାଖାପାଖି ୨୨୫ କୋଟି ଟଙ୍କା ଲାଞ୍ଚ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story