ବିଜେପିକୁ ଖ୍ରୀଷ୍ଟମାସ ଷ୍ଟାଇଲରେ ଟ୍ରଲ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ: ସମସ୍ତେ ଖ୍ରୀଷ୍ଟମାସ ବା ବଡ଼ ଦିନର ଉତ୍ସବ ମନାଉଥିବାବେଳେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ଏହି ପ୍ରମୁଖ ବିରୋଧୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟ୍ରଲ୍‌ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍‌କୁ ବ୍ୟବହାର କରିଛି। ଏକ ଟ୍ୱିଟ୍‌ ଜରିଆରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ବିଜେପିର ବିଭିନ୍ନ ନେତାଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି। ଏଥିରେ ଟ୍ୱିଟ୍‌ କରି ଲେଖାଯାଇଛି, “ଜୁମ୍‌ଲା ବେଲ୍ସ ଜୁମ୍‌ଲା ବେଲ୍ସ ଜୁମ୍‌ଲା ଅଲ୍‌ ଦି ୱେ। […]

Shah

Shah

Subrat Kumar Nayak
  • Published: Wednesday, 25 December 2019
  • Updated: 25 December 2019, 04:25 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତେ ଖ୍ରୀଷ୍ଟମାସ ବା ବଡ଼ ଦିନର ଉତ୍ସବ ମନାଉଥିବାବେଳେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ଏହି ପ୍ରମୁଖ ବିରୋଧୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟ୍ରଲ୍‌ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍‌କୁ ବ୍ୟବହାର କରିଛି।

ଏକ ଟ୍ୱିଟ୍‌ ଜରିଆରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ବିଜେପିର ବିଭିନ୍ନ ନେତାଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି।
ଏଥିରେ ଟ୍ୱିଟ୍‌ କରି ଲେଖାଯାଇଛି, “ଜୁମ୍‌ଲା ବେଲ୍ସ ଜୁମ୍‌ଲା ବେଲ୍ସ ଜୁମ୍‌ଲା ଅଲ୍‌ ଦି ୱେ। ଓ ହ୍ୱାଟ୍‌ ଫନ୍‌ ଇଟ୍‌ ଇଜ୍‌ ଟୁ ସି ହ୍ୱାଟ୍‌ ଅନ୍‌ ଗଭର୍ଣ୍ଣମେଣ୍ଟ ମାଇଟ୍‌ ସେ।”
https://twitter.com/INCIndia/status/1209738721479680002
ଏଥିରେ ମୋଦି ଖ୍ରୀଷ୍ଟମାସ ପାଇଁ ନେହରୁ ଅନୁମତି ଦରକାର ଥିବା କହୁଛନ୍ତି। ଶାହଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା ରହିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଣ୍ଟା କ୍ଲଜ୍‌କୁ ବଜେଟ୍‌ ପାଇଁ ସହାୟତା ମାଗୁଥିବା ଦର୍ଶାଯାଇଛି। ସେହିଭଳି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏନ୍‌ଆରସି ପାଇଁ ଅରିଜିନାଲ ଡିଗ୍ରୀ ସାର୍ଟିଫିକେଟ୍‌ ଚାହୁଁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story