ଆତ୍ମହତ୍ୟା କଲେ ଅମ୍ବାନୀଙ୍କ ଘରେ ନିୟୋଜିତ ସିଆଇଏସ୍ଏଫ୍ ଯବାନ

ମୁମ୍ବାଇ: ମୁମ୍ବାଇରେ ଜଣେ କର୍ତ୍ତବ୍ୟରତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଯବାନ ଆତ୍ମହତ୍ୟା କରିଛନ୍ତି। ଏହି ସିଆଇଏସ୍ଏଫ୍ ଯବାନ ଜଣକ ଦକ୍ଷିଣ ମୁମ୍ବାଇରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ସୁରକ୍ଷା ଦାୟିତ୍ୱରେ ଥିଲେ। ସୂଚନାଯୋଗ୍ୟ ଯେ, ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ଦେଶରେ ବେଶ ପ୍ରସିଦ୍ଧ। ବିଭିନ୍ନ ସମୟରେ ଏହାର ନିର୍ମାଣ ଶୈଳୀ ଚର୍ଚ୍ଚାରେ ରହିଥାଏ। ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନ କାହିଁକି ନିଜକୁ ଗୁଳି କରି […]

suicide

suicide

Subrat Kumar Nayak
  • Published: Thursday, 23 January 2020
  • Updated: 23 January 2020, 06:11 PM IST

Sports

Latest News

ମୁମ୍ବାଇ: ମୁମ୍ବାଇରେ ଜଣେ କର୍ତ୍ତବ୍ୟରତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଯବାନ ଆତ୍ମହତ୍ୟା କରିଛନ୍ତି। ଏହି ସିଆଇଏସ୍ଏଫ୍ ଯବାନ ଜଣକ ଦକ୍ଷିଣ ମୁମ୍ବାଇରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ସୁରକ୍ଷା ଦାୟିତ୍ୱରେ ଥିଲେ।

ସୂଚନାଯୋଗ୍ୟ ଯେ, ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ଦେଶରେ ବେଶ ପ୍ରସିଦ୍ଧ। ବିଭିନ୍ନ ସମୟରେ ଏହାର ନିର୍ମାଣ ଶୈଳୀ ଚର୍ଚ୍ଚାରେ ରହିଥାଏ। ତେବେ ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନ କାହିଁକି ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ତାହା ଏଯାଏ ଜଣାପଡ଼ିନାହିଁ।

ମିଳିଥିବା ସୂନା ଅନୁଯାୟୀ ବୁଧବାର ଦିନ ଏଭଳି ଘଟଣା ଘଟିଥିଲା। ମୁମ୍ବାଇର ଜେଜେ ହସ୍ପିଟାଲଠାରେ ଯବାନଙ୍କର ପୋଷ୍ଟ ମର୍ଟମ ଚାଲୁ ରହିଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story