କରୋନା ଟିକାର ପରୀକ୍ଷା ଶେଷ, ଅକ୍ଟୋବରରୁ ଉତ୍ପାଦନ!

ମସ୍କୋ: କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବିଶ୍ୱବାସୀଙ୍କୁ ରୁଷ ପକ୍ଷରୁ ବଡ଼ ଆଶ୍ୱସ୍ତିକର ଖବର ଦିଆଯାଇଛି। ରୁଷରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ସମସ୍ତ ପ୍ରକାରର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଥିବା ସେଠାକାର ସରକାର ଦାବି କରିଛନ୍ତି। ସେହିପରି ଏବେ ଟିକାର ପଞ୍ଜୀକରଣ ପାଇଁ କାଗଜପତ୍ର କାମ ଆରମ୍ଭ ହୋଇଛି ଓ ଏହା ଖୁବଶୀଘ୍ର ଶେଷ ହେବ। ଟିକାର ପଞ୍ଜିକରଣ ଶେଷ ହୋଇଗଲା ପରେ ଅକ୍ଟୋବର ମାସରୁ ଏହାର ଉତ୍ପାଦନ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ […]

d

d

Hemant Lenka
  • Published: Tuesday, 04 August 2020
  • Updated: 04 August 2020, 02:25 PM IST

Sports

Latest News

ମସ୍କୋ: କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବିଶ୍ୱବାସୀଙ୍କୁ ରୁଷ ପକ୍ଷରୁ ବଡ଼ ଆଶ୍ୱସ୍ତିକର ଖବର ଦିଆଯାଇଛି। ରୁଷରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ସମସ୍ତ ପ୍ରକାରର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଥିବା ସେଠାକାର ସରକାର ଦାବି କରିଛନ୍ତି। ସେହିପରି ଏବେ ଟିକାର ପଞ୍ଜୀକରଣ ପାଇଁ କାଗଜପତ୍ର କାମ ଆରମ୍ଭ ହୋଇଛି ଓ ଏହା ଖୁବଶୀଘ୍ର ଶେଷ ହେବ।

ଟିକାର ପଞ୍ଜିକରଣ ଶେଷ ହୋଇଗଲା ପରେ ଅକ୍ଟୋବର ମାସରୁ ଏହାର ଉତ୍ପାଦନ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ଡାକ୍ତର ଓ ସମ୍ମୁଖ ଭାଗ କରୋନା ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ। ଏହାପରେ ସାଧାରଣ ଲୋକଙ୍କୁ ବଣ୍ଟା ଯିବ।

ଆସନ୍ତା ବର୍ଷ ଆରମ୍ଭରୁ ରୁଷ କରୋନାକୁ ମାତ୍‌ ଦେଇ ପାରୁଥିବା ଟିକାର ପ୍ରଡକ୍ସନକୁ ଆହୁରି ବ୍ୟାପକ କରିବ ଓ ମାସକୁ ନିୟୁତ ନିୟୁତ ଟିକା ବଜାରକୁ ଛାଡ଼ିବ ବୋଲି କୁହାଯାଇଛି।

ଏହି ଟିକାକୁ ମସ୍କୋରେ ଅବସ୍ଥାପିତ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ବାହାର କରାଯାଇଛି। ଇନଷ୍ଟିଚ୍ୟୁଟର ଦାବି ଅନୁଯାୟୀ, କ୍ଲିନିକାଲ ଟ୍ରାଏଲ ବେଳେ ଏହା ସଫଳ ହୋଇଛି ଓ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାବାରେ ସହାୟକ ହେଉଛି। ରୁଷର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏହି ଟିକାକୁ କ୍ଲିନିଚିଟ୍‌ ଦେଇଛନ୍ତି।

ରୁଷ ଗଣମାଧ୍ୟମରେ ଟିକାର ପ୍ରଡକ୍ସନ ଓ କ୍ଲିନିକାଲ ଟ୍ରାଏଲ ଶେଷ ହୋଇଥିବା କୁହାଯାଇଥିଲେ ହେଁ ଏହା କେବେ ହେଲା ତା’ ବିଷୟରେ କିଛି ବି କୁହାଯାଇ ନାହିଁ। ସେହିପରି ଟିକାକୁ ୩ଟି ଫେଜରେ ପରୀକ୍ଷା କରାଯାଇଛି ନା କେବଳ ଫେଜ-୨ ଟ୍ରାଏଲ ଶେଷ ହେବା ପରେ ଏହାକୁ ଉତ୍ପାଦନ କରାଯାଉଛି, ସେ ବିଷୟରେ ମଧ୍ୟ ରିପୋର୍ଟରେ କିଛି ବି କୁହାଯାଇ ନାହିଁ।

ରୁଷର ଟାସ ନ୍ୟୁଜ ଏଜେନ୍ସି ଜୁଲାଇ ୨ୟ ସପ୍ତାହରେ କହିଥିଲା ଯେ ଦେଶ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଟିକା ଏବେ ଜୁଲାଇ ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ପ୍ରବେଶ କରିଛି। ନିୟମ ଅନୁସାରେ ଫେଜ-୨ ଟ୍ରାଏଲ ଶେଷ ହେବାକୁ ପ୍ରାୟ ମାସେ ଓ ୩ୟ ଫେଜ ଟ୍ରାଏଲ ହେବାକୁ ପ୍ରାୟ ୨ ମାସ କିମ୍ବା ଅଧିକ ସମୟ ଲାଗିଥାଏ। ଫେଜ ୩ରେ ହଜାର ହଜାର ଲୋକଙ୍କୁ ସାମିଲ କରାଯାଏ।

ତେଣୁ ଏତେ କମ ସମୟରେ କେମିତି ରୁଷର ଟିକା ସବୁ ପରୀକ୍ଷାରେ ପାସ ହୋଇଗଲା, ତା’କୁ ନେଇ ସନ୍ଦେହ ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ ମତରେ ରୁଷ କେବଳ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରିଛି। ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story