ଶେଷ ବିଦାୟର ସଂଯୋଗ: ଫିରୋଜ୍‌ ଓ ବିନୋଦ ପ୍ରାଣ ହରାଇଲେ ସମାନ ମାସ, ସମାନ ତାରିଖ ଓ ସମାନ ରୋଗରେ

ମୁମ୍ବାଇ: ବିଦାୟ ନେଇଛନ୍ତି ବର୍ଷିଆନ୍‌ ଅଭିନେତା ବିନୋଦ ଖାନ୍ନା। ଶେଷ ବିଦାୟ ଦେବାକୁ ବଲିଉଡ୍‌ର ମହାନହସ୍ତୀ ପହଂଚିଥିଲେ ବର୍ଲା ଶ୍ମଶାନରେ। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଠାରୁ ରିଷି କପୁରଙ୍କ ପର୍ଯ୍ୟନ୍ତ। ସମସାମୟିକ କଳାକାରଙ୍କ ଭିଡ଼ ଲାଗିଥିଲା ଅନ୍ତିମ ବିଦାୟର ଏହି ପର୍ବରେ। ତେବେ ମୃତ୍ୟୁକୁ ନେଇ ଏକ ସଂଯୋଗର କଥାକୁ ଟ୍ବିଟ୍‌ କରି ଜଣାଇଛନ୍ତି ରିଷି କପୁର।  ବର୍ଷିୟାନ ଅଭିନେତା ଫିରୋଜ ଖାନ ଯେଉଁ ଦିନ ଏବଂ ଯେଉଁ ରୋଗରେ ପ୍ରାଣ ହରାଇଥିଲେ ଠିକ୍‌ ସେହି […]

feroz-khan-gupta-vinod-khanna-pubdec03-sanjay_ee6dac60-2b3c-11e7-b189-41b029cdb6ad

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 10:42 PM IST

ମୁମ୍ବାଇ: ବିଦାୟ ନେଇଛନ୍ତି ବର୍ଷିଆନ୍‌ ଅଭିନେତା ବିନୋଦ ଖାନ୍ନା। ଶେଷ ବିଦାୟ ଦେବାକୁ ବଲିଉଡ୍‌ର ମହାନହସ୍ତୀ ପହଂଚିଥିଲେ ବର୍ଲା ଶ୍ମଶାନରେ। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଠାରୁ ରିଷି କପୁରଙ୍କ ପର୍ଯ୍ୟନ୍ତ। ସମସାମୟିକ କଳାକାରଙ୍କ ଭିଡ଼ ଲାଗିଥିଲା ଅନ୍ତିମ ବିଦାୟର ଏହି ପର୍ବରେ।

ତେବେ ମୃତ୍ୟୁକୁ ନେଇ ଏକ ସଂଯୋଗର କଥାକୁ ଟ୍ବିଟ୍‌ କରି ଜଣାଇଛନ୍ତି ରିଷି କପୁର।  ବର୍ଷିୟାନ ଅଭିନେତା ଫିରୋଜ ଖାନ ଯେଉଁ ଦିନ ଏବଂ ଯେଉଁ ରୋଗରେ ପ୍ରାଣ ହରାଇଥିଲେ ଠିକ୍‌ ସେହି ଦିନ ଓ ସେହି ରୋଗରେ ବିନୋଦ ଖାନ୍ନା ପ୍ରାଣ ହରାଇଛନ୍ତି।

ଫିରୋଜ ଖାନ ୨୦୦୯ ଏପ୍ରିଲ ୨୭ ତାରିଖରେ କର୍କଟ ରୋଗରେ ଶୀକାର ହୋଇ ପ୍ରାଣ ହରାଇଥିଲେ। ଆଜି ଆଜି ୨୦୧୭ ଏପ୍ରିଲ ୨୭ ତାରିଖରେ କର୍କଟ ରୋଗରେ ଶୀକାର ହୋଇ ପ୍ରାଣତ୍ୟାଗ କରିଛନ୍ତି ବିନୋଦ ଖାନ୍ନା। ଏହାସହ ଏହି ଦୁଇ ମହାନ ବ୍ୟକ୍ତିତ୍ୱ ୩ଟି ଫିଲ୍ମରେ ଏକାଠି ମଧ୍ୟ କାମ କରିଥିବା ଋଷି କାପୁର କହିଛନ୍ତି।

Related story