ବେଜିଂ: କୋଇଲା ଖଣିରେ ପାଣି ପଶି ୧୧ ଶ୍ରମିକ ନିଖୋଜ

ବେଜିଂ: ଚୀନର ଉତ୍ତର ପଶ୍ଚିମର ଆୟୋଝିୱ ଜିଲ୍ଲାର ଶାଂକ୍ସୀ ଅଞ୍ଚଳରେ ଥିବା କୋଇଲା ଖଣିରେ ଆଜି ପାଣି ପଶିଯିବା ଫଳରେ ୧୧ ଜଣ  ଶ୍ରମିକ ନିଖୋଜ ଅଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆଜି ସକାଳ ଆଠ ବେଳେ ଘଟିଥିଲା। ଆଜି  ଆୟୋଝିୱ ଜିଲ୍ଲାର ଝାଓଜୀନ କୋଇଲା ଖଣିରେ  ୬୭  ଜଣ  ଶ୍ରମିକ କାମ କରୁଥିଲେ। କୋଇଲା ଖଣିରେ ପଶିଯିବା ଯୋଗୁଁ ୧୧ ଜଣ ଶ୍ରମିକ ନିଖୋଜ ଅଛନ୍ତି। ୫୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। […]

china

china

Rakesh Mallick
  • Published: Monday, 25 April 2016
  • Updated: 04 May 2017, 03:44 PM IST

Sports

Latest News

ବେଜିଂ: ଚୀନର ଉତ୍ତର ପଶ୍ଚିମର ଆୟୋଝିୱ ଜିଲ୍ଲାର ଶାଂକ୍ସୀ ଅଞ୍ଚଳରେ ଥିବା କୋଇଲା ଖଣିରେ ଆଜି ପାଣି ପଶିଯିବା ଫଳରେ ୧୧ ଜଣ  ଶ୍ରମିକ ନିଖୋଜ ଅଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆଜି ସକାଳ ଆଠ ବେଳେ ଘଟିଥିଲା। ଆଜି  ଆୟୋଝିୱ ଜିଲ୍ଲାର ଝାଓଜୀନ କୋଇଲା ଖଣିରେ  ୬୭  ଜଣ  ଶ୍ରମିକ କାମ କରୁଥିଲେ। କୋଇଲା ଖଣିରେ ପଶିଯିବା ଯୋଗୁଁ ୧୧ ଜଣ ଶ୍ରମିକ ନିଖୋଜ ଅଛନ୍ତି। ୫୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ଅନ୍ୟ ଶ୍ରମିକମାନଙ୍କୁ  ଉଦ୍ଧାର କରିବା  ପାଇଁ ପ୍ରଶାସନ ପକ୍ଷରୁ ଅଭିଯାନ ଜାରି ରହିଛି।

ଗତବର୍ଷ  ଅଗଷ୍ଟ ମାସରେ  ଚୀନର  ପୃଥକ ପୃଥକ  ଜାଗାରେ କୋଇଲା ଖଣିରେ ଦୁର୍ଘଟଣା  ଘଟିବା ଯୋଗୁଁ ୧୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଶ୍ରମିକ ନିଖୋଜ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story