୧୫ରୁ ଖୋଲିବ କଲେଜ ଓ ୟୁନିଭର୍ସିଟି

ଡେରାଡୁନ୍: କରୋନା ଯୋଗୁ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏବେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ୟୁନିଭର୍ସିଟି ଓ କଲେଜଗୁଡ଼ିକୁ ଆସନ୍ତା ୧୫ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ସରକାର ଏସଓପି ଜାରି କରିଛନ୍ତି। ନିୟମ ଓ ସର୍ତ୍ତାବଳୀ ସହ ୟୁନିଭର୍ସିଟି ଓ କଲେଜ ଅଫଲାଇନ୍ କ୍ଲାସ୍ ପରିଚାଳନା କରିପାରିବେ। ଏଥିରେ ଶେଷ ସେମିଷ୍ଟରର ଯେଉଁ ଛାତ୍ରଙ୍କର ଥିଏରୀ ବାକି ରହିଥିବ, ସେମାନଙ୍କୁ ଅଫଲାଇନ୍ କ୍ଲାସ୍ ପାଇଁ ଅନୁମତି ମିଳିଛି। […]

college

college

Ranjit Kumar Jena
  • Published: Friday, 11 December 2020
  • Updated: 11 December 2020, 10:06 PM IST

Sports

Latest News

ଡେରାଡୁନ୍: କରୋନା ଯୋଗୁ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏବେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ୟୁନିଭର୍ସିଟି ଓ କଲେଜଗୁଡ଼ିକୁ ଆସନ୍ତା ୧୫ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ସରକାର ଏସଓପି ଜାରି କରିଛନ୍ତି।

ନିୟମ ଓ ସର୍ତ୍ତାବଳୀ ସହ ୟୁନିଭର୍ସିଟି ଓ କଲେଜ ଅଫଲାଇନ୍ କ୍ଲାସ୍ ପରିଚାଳନା କରିପାରିବେ। ଏଥିରେ ଶେଷ ସେମିଷ୍ଟରର ଯେଉଁ ଛାତ୍ରଙ୍କର ଥିଏରୀ ବାକି ରହିଥିବ, ସେମାନଙ୍କୁ ଅଫଲାଇନ୍ କ୍ଲାସ୍ ପାଇଁ ଅନୁମତି ମିଳିଛି। ଅନ୍ୟପକ୍ଷରେ ପ୍ରଥମ ସେମିଷ୍ଟରର ଛାତ୍ରଙ୍କ ପାଇଁ କେବଳ ଅନଲାଇନ୍ ଏବଂ ଥିଓରୀ ଥିବା ଛାତ୍ରମାନଙ୍କୁ କଲେଜ ଆସିବା ପାଇଁ ଅନୁମତି ମିଳିବ। ଏହାସହ କଲେଜକୁ ବିଭିନ୍ନ ସମୟରେ ପରିଚାଳାନ କରିବାକୁ କୁହାଯାଇଛି।

ସରକାରଙ୍କ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ, କ୍ଲାସରେ ବସିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ୬ ଫୁଟର ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ବାହାରୁ ଆସୁଥିବା ଛାତ୍ରଙ୍କ ପାଇଁ ଆରପିସିଆର ଟେଷ୍ଟର ନେଗେଟିଭ୍ ରିପୋର୍ଟ ଆଣିବା ନିହାତି ଜରୁରୀ। ଏହାସହ ସମସ୍ତ ଛାତ୍ର ନିଜ ଅଭିଭାବକଙ୍କ ଅନୁମତି ଆଣିବା ମଧ୍ୟ ଦରକାର। ଯାହାଙ୍କ ପାଖରେ ଚିଠି ଥିବ, ସେମାନଙ୍କୁ ହିଁ କଲେଜ ଆସିବା ପାଇଁ ଅନୁମତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story