କରୋନା ପାଇଁ ଅଚଳ ହେଲା ପୂରା ଦେଶ, କେଉଁଠି ଲକ ଡାଉନ ତ ଆଉ କେଉଁଠି କର୍ଫ୍ୟୁ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଏବେ କରୋନା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଚାଇନା ଓ ୟୁରୋପୀୟ ଦେଶ ଗୁଡ଼ିକ କରୋନାର ମୁକାବିଲା କରିବାରେ ଫେଲ ମାରିଥିବାରୁ ଭାରତରେ ବେଳ ଥାଉ ଥାଉ ବନ୍ଧ ବାନ୍ଧିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଭାରତ ସରକାରଙ୍କ ସହ ବିଭିନ୍ନ ରାଜ୍ୟର ସରକାରମାନେ କାନ୍ଧକୁ କାନ୍ଧ ମିଳାଇ କରୋନା ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି। କରୋନା ସଂକ୍ରମଣକୁ କେବଳ ସାମଜିକ ଦୂରତ୍ୱ ଦ୍ୱାରା ଅଟକାଇ ଯାଇପାରିବ ବୋଲି […]

dv

dv

Hemant Lenka
  • Published: Tuesday, 24 March 2020
  • Updated: 24 March 2020, 05:06 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଏବେ କରୋନା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଚାଇନା ଓ ୟୁରୋପୀୟ ଦେଶ ଗୁଡ଼ିକ କରୋନାର ମୁକାବିଲା କରିବାରେ ଫେଲ ମାରିଥିବାରୁ ଭାରତରେ ବେଳ ଥାଉ ଥାଉ ବନ୍ଧ ବାନ୍ଧିବାକୁ ଉଦ୍ୟମ ଆରମ୍ଭ ହୋଇଛି।

ଏଥିପାଇଁ ଭାରତ ସରକାରଙ୍କ ସହ ବିଭିନ୍ନ ରାଜ୍ୟର ସରକାରମାନେ କାନ୍ଧକୁ କାନ୍ଧ ମିଳାଇ କରୋନା ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି। କରୋନା ସଂକ୍ରମଣକୁ କେବଳ ସାମଜିକ ଦୂରତ୍ୱ ଦ୍ୱାରା ଅଟକାଇ ଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେଣୁ ଲୋକଙ୍କୁ ଏହି ମହାମାରୀ ଭାଇରସରୁ ରକ୍ଷା କରିବା ପାଇଁ କିଛି ରାଜ୍ୟରେ ଲକ ଡାଉନ ଘୋଷଣା ହୋଇଥିବା ବେଳେ ଆଉ କିଛି ରାଜ୍ୟରେ କର୍ଫ୍ୟୁ ଲାଗୁ ହୋଇଛି।

ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୂର୍ଣ୍ଣ କାଳୀନ ଲକଡାଉନ ଲାଗୁ ହୋଇଛି। ଏହି କାରଣରୁ ସମଗ୍ର ଦେଶ ଏକ ପ୍ରକାରର ଅଚଳ ହୋଇଯାଇଛି। କାଁଭାଁ କିଛି ସ୍ଥାନକୁ ଛାଡ଼ି ଦେଲେ ରାସ୍ତାଘାଟ ଶୂନଶାନ ରହିଛି। କେବଳ ଜରୁରୀ କାଳୀନ ସେବା ଗୁଡ଼ିକ ଉପଲବ୍ଧ ରହିଛି। ସେହିପରି ଲୋକମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀକୁ କିଣିବା ପାଇଁ ପଦାକୁ ଆସୁଛନ୍ତି।

କରୋନା ଯୋଗୁ ଦେଶର ୫୬୦ଟି ଜିଲ୍ଲାରେ ସଂପୂର୍ଣ୍ଣ ଲକ ଡାଉନ ଲାଗୁ କରାଯାଇଛି। ଏହାଦ୍ୱାରା କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଗତକାଲି ୧୫ରୁ ଅଧିକ ରାଜ୍ୟରେ ପୂର୍ଣ୍ଣକାଳୀନ ଲକ ଡାଉନ ଘୋଷଣା କରାଯାଇଥିଲା।

ଆଜି ଓଡ଼ିଶା, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ନିଜ ନିଜ ରାଜ୍ୟରେ ପୂର୍ଣ୍ଣକାଳୀନ ଲକ ଡାଉନ ଘୋଷଣା କରିଛନ୍ତି। ସେହିପରି ପଞ୍ଜାବ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ମଣିପୁରରେ କର୍ଫ୍ୟୁ ଲାଗୁ କରାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ କଟକଣା ଲାଗୁ ହୋଇ ନଥିଲେ ହେଁ କିଛି ସ୍ଥାନରେ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ କରାଯାଇଛି।

ଲକ ଡାଉନ ଓ କର୍ଫ୍ୟୁ ଲାଗୁ ଥିବାରୁ ଲୋକଙ୍କୁ ବାହାରକୁ ଆସିବା ପାଇଁ ବାରଣ କରାଯାଇଛି। ଜରୁରୀ କାମରେ ବାହାରକୁ ଆସୁଥିବା ଲୋକଙ୍କୁ ଉପଯୁକ୍ତ ପରିଚୟପତ୍ର ଦେଖାଇଲେ ଯିବାକୁ ଅନୁମତି ମିଳିଛି। ଚାରିଆଡ଼େ ପୁଲିସ୍‌ ଲକିଂ ଓ ଚେକିଂ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି। ତଥାପି କିଛି ସ୍ଥାନରେ ଉଲ୍ଲଙ୍ଘନକାରୀ ଯୁକ୍ତିତର୍କ କରିବାରୁ ସେମାନଙ୍କୁ ଗିରଫ କରାଯାଇଛି। ସେହିପରି ଅନେକ ରାଜ୍ୟରେ ରାସ୍ତା ଉପରେ ଅମାନିଆ ଭାବେ ଚାଲୁଥିବା ଗାଡ଼ିକୁ ସିଜ୍‌ କରାଯାଇଛି। କରୋନାକୁ ଦୃଷ୍ଟିରେ ରଖି ରେଳ, ବସ ଓ ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଆସନ୍ତା ୩୧ ତାରିଖ ଯାଏ ଏହି ନିୟମ ବଳବତ୍ତର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story