ଡବଲ ହୋଇଛି ବିଜେପିର ଆୟ, କଂଗ୍ରେସର ବି ବଢ଼ିଛି

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ଦେଶର ଦୁଇ ପ୍ରମୁଖ ଦଳର ଆୟ ବଢ଼ିଛି। ଶାସକ ଦଳ ବିଜେପିର ଆୟ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଦୁଇ ଗୁଣା ବୃଦ୍ଧି ହୋଇଥିବା ବେଳେ କ୍ଷମତାରେ ନଥିବା ଦଳ କଂଗ୍ରେସର ଆୟ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ୪.୫ ଗୁଣା ବଢ଼ିଛି। ନିର୍ବାଚନ କମିଶନଙ୍କ ନିକଟରେ ୧ ଏପ୍ରିଲ ୨୦୧୮ରୁ ୩୧ ମାର୍ଚ୍ଚ ୨୦୧୯ର ଅଡ଼ିଟ୍ ରିପୋର୍ଟ ରାଜନୀତିକ ଦଳ ମାନେ ଦାଖଲ କରିଛନ୍ତି। ଏହି ରିପୋର୍ଟରୁ କଂଗ୍ରେସ ଓ ବିଜେପିର ଆୟ ବୟର […]

BJP CONGRESS

BJP CONGRESS

Subhransu Sekhar
  • Published: Friday, 10 January 2020
  • Updated: 10 January 2020, 11:28 AM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ଦେଶର ଦୁଇ ପ୍ରମୁଖ ଦଳର ଆୟ ବଢ଼ିଛି। ଶାସକ ଦଳ ବିଜେପିର ଆୟ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଦୁଇ ଗୁଣା ବୃଦ୍ଧି ହୋଇଥିବା ବେଳେ କ୍ଷମତାରେ ନଥିବା ଦଳ କଂଗ୍ରେସର ଆୟ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ୪.୫ ଗୁଣା ବଢ଼ିଛି। ନିର୍ବାଚନ କମିଶନଙ୍କ ନିକଟରେ ୧ ଏପ୍ରିଲ ୨୦୧୮ରୁ ୩୧ ମାର୍ଚ୍ଚ ୨୦୧୯ର ଅଡ଼ିଟ୍ ରିପୋର୍ଟ ରାଜନୀତିକ ଦଳ ମାନେ ଦାଖଲ କରିଛନ୍ତି। ଏହି ରିପୋର୍ଟରୁ କଂଗ୍ରେସ ଓ ବିଜେପିର ଆୟ ବୟର ହିସାବ ଜଣାପଡ଼ିଛି।

୨୦୧୮-୧୯ରେ ବିଜେପି ୨,୪୧୦ କୋଟି ଟଙ୍କା ଆୟ କରିଥିବା ବେଳେ ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ଆୟ ଥିଲା ୧,୦୨୭ କୋଟି। ଅର୍ଥାତ୍ ୧୩୪ ପ୍ରତିଶତ ଆୟ ବଢ଼ିଛି। ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଦାଖଲ କରିଥିବା ବାର୍ଷିକ ଆୟବୟର ରିପୋର୍ଟରୁ ଏହା ଜଣାପଡ଼ିଛି। ମୋଟ୍ ଆୟ ୨,୪୧୦ କୋଟିରୁ ବିଜେପି ନିର୍ବାଚନୀ ବଣ୍ଡ ମାଧ୍ୟମରେ ୧,୪୫୦ କୋଟି ଟଙ୍କା ଆୟ କରିଛି। ୨୦୧୭-୧୮ରେ କିନ୍ତୁ ବିଜେପି ଆୟ କରିଥିବା ୧,୦୨୭ କୋଟିରୁ ୨୧୦ କୋଟି ଟଙ୍କା ଆୟ କରିଥିଲା।

ସେହିପରି ବିଜେପି ୨୦୧୮-୧୯ରେ ୧,୦୦୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୧୭-୧୮ରେ ୭୫୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଅର୍ଥାତ୍ ୨୦୧୭-୧୮ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ବିଜେପି ୩୨ ପ୍ରତିଶତ ଅଧିକ ଖର୍ଚ୍ଚ କରିଛି।୨୦୧୮-୧୯ରେ ବିଜେପି ୭୯୨.୪ କୋଟି ଟଙ୍କା ନିର୍ବାଚନ ପ୍ରଚାର ଏବଂ ଅନ୍ୟାନ୍ୟ ପ୍ରଚାରରେ ଖର୍ଚ୍ଚ କରିଥିବା ବେଳେ ୨୦୧୭-୧୮ରେ ମୋଟ୍ ୫୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

କଂଗ୍ରେସ ମଧ୍ୟ ନିର୍ବାଚନ କମିଶନ ନିକଟରେ ବାର୍ଷିକ ଆୟ ବୟର ରିପୋର୍ଟ ଦାଖଲ କରିଛି। ୨୦୧୮-୧୯ରେ କଂଗ୍ରେସ ୯୧୮ କୋଟି ଟଙ୍କା ଆୟ କରିଛି। ୨୦୧୭-୧୮ରେ ଆୟର ପରିମାଣ ୧୯୯ କୋଟି ଥିଲା। ଯାହାକି ୨୦୧୮-୧୯ ତୁଳନାରେ ୩୬୧ ପ୍ରତିଶତ ଅଧିକ। ୨୦୧୮-୧୯ରେ କଂଗ୍ରେସ ୪୭୦ କୋଟି ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନୀ ବଣ୍ଡ ମାଧ୍ୟମରେ କଂଗ୍ରେସ ୩୮୦ କୋଟି ଟଙ୍କା ୨୦୧୮-୧୯ରେ ଆୟ କରିଥିବା ବେଳେ ୨୦୧୭-୧୮ରେ କିନ୍ତୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମାତ୍ର ୫ କୋଟି ଟଙ୍କା ପାଇଥିବା କଂଗ୍ରେସ ଅଡିଟ ରିପୋର୍ଟରେ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, ୨୦୧୭-୧୮ ପୂର୍ବରୁ କଂଗ୍ରେସର ଆୟ ଭଲ ନଥିଲା। ହେଲେ ୨୦୧୮ ଶେଷ ବେଳକୁ ଦେଶର ହିନ୍ଦୀ ହାର୍ଟଲ୍ୟାଣ୍ଡ (ଛତିଶଗଡ-ମଧ୍ୟପ୍ରଦେଶ-ରାଜସ୍ଥାନ)ରେ କଂଗ୍ରେସ ସରକାର ଗଢ଼ିବାରେ ସଫଳ ହୋଇଛି। ସେହିପରି ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ବିଧାନସଭା ନିର୍ବାଚନରେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ଏହାପରେ କଂଗ୍ରେସର ଆୟ ବଢ଼ିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story