ଦିଲ୍ଲୀ ହିଂସା ଘଟଣାରେ ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ କଂଗ୍ରେସ କ୍ଷମତାସୀନ ମୋଦି ସରକାରଙ୍କୁ ଦାୟୀ କରିଛି। କିଷାନଙ୍କୁ ବଦନାମ କରିବା ପାଇଁ ଲାଲକିଲ୍ଲାରେ କିଛି ଅସାମାଜିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଅସାମାଜିକ ବ୍ୟକ୍ତି ଲାଲକିଲ୍ଲାରେ ଦଙ୍ଗା କରୁଥିବା ବେଳେ ଦିଲ୍ଲୀ ପୁଲିସ୍‌ ଚୌକରେ ବସି ଆରାମ କରୁଥିଲା। ବିଜେପିର ସବୁଠାରୁ ବିଶ୍ୱସ୍ତ ଓ ମୋଦି-ଶାହଙ୍କ ଚେଲା ଦୀପ ସିଦ୍ଧୁ ଲାଲକିଲ୍ଲାରେ ଉପସ୍ଥିତ ରହି ପତାକା ଉଡ଼ାଥିଲେ। ଏହାର ଅର୍ଥ କିଷାନ ଆନ୍ଦୋଳନକୁ ବଦନାମ […]

de

de

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 06:24 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ କଂଗ୍ରେସ କ୍ଷମତାସୀନ ମୋଦି ସରକାରଙ୍କୁ ଦାୟୀ କରିଛି। କିଷାନଙ୍କୁ ବଦନାମ କରିବା ପାଇଁ ଲାଲକିଲ୍ଲାରେ କିଛି ଅସାମାଜିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଅସାମାଜିକ ବ୍ୟକ୍ତି ଲାଲକିଲ୍ଲାରେ ଦଙ୍ଗା କରୁଥିବା ବେଳେ ଦିଲ୍ଲୀ ପୁଲିସ୍‌ ଚୌକରେ ବସି ଆରାମ କରୁଥିଲା।

ବିଜେପିର ସବୁଠାରୁ ବିଶ୍ୱସ୍ତ ଓ ମୋଦି-ଶାହଙ୍କ ଚେଲା ଦୀପ ସିଦ୍ଧୁ ଲାଲକିଲ୍ଲାରେ ଉପସ୍ଥିତ ରହି ପତାକା ଉଡ଼ାଥିଲେ। ଏହାର ଅର୍ଥ କିଷାନ ଆନ୍ଦୋଳନକୁ ବଦନାମ କରିବାକୁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଦିଲ୍ଲୀ ପୁଲିସ୍‌ ଉତ୍ପାତ କରିଥିବା ଲୋକଙ୍କ ବିରୋଧରେ ମାମଲା କରିବା ପରିବର୍ତ୍ତେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚାଷୀଙ୍କ ନାଁରେ ମାମଲା କରିଛି। ହିଂସାକୁ ରୋକିବାରେ ବିଫଳ ହୋଇଥିବା ଅମିତ ଶାହ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଦୀର୍ଘ ଦୁଇ ମାସ ହେଲା ଲକ୍ଷଲକ୍ଷ ଅନ୍ନଦାତା ରାଜରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ। ସେମାନେ ୩ଟି ଯାକ କଳା କୃଷି ଆଇନକୁ ବିରୋଧ କରିଥିଲେ। ସେମାନଙ୍କ ଉପରକୁ ମୋଦି ସରକାର ଟିୟର ଗ୍ୟାସ ମାଡ଼ କରିଥିଲେ। ଏପରି କି ହାଡ଼ଭଙ୍ଗା ଶୀତରେ ସେମାନଙ୍କ ଉପରକୁ ମାଡ଼ ମରାଯାଇଥିଲା। ମୋଦି ସରକାର ବଳପୂର୍ବକ ଚାଷୀଙ୍କୁ ହଟାଇବାରେ ବିଫଳ ହେବାରୁ ଏବେ ଷଡ଼ଯନ୍ତ୍ର କରି ସେମାନଙ୍କୁ ହଟାଇବାକୁ ଚେଷ୍ଟା କରିଛନ୍ତି। ସେମାନଙ୍କୁ ମୋଦି ସରକାର ବଦନାମ କରିଛନ୍ତି। ଯେଉଁ ଚାଷୀମାନେ ୬୩ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ, ଏମିତି କ’ଣ ହୋଇଗଲା ଯେ ସେମାନେ ହିଂସାର ପନ୍ଥା ଆପଣାଇଲେ?

୩୦ରୁ ୪୦ ଟ୍ରାକ୍ଟର ଧରି କିଛି ଅସାମାଜିକ ବ୍ୟକ୍ତି କେମିତି ଲାଲକିଲ୍ଲାରେ ପଶିଗଲେ? ଏଥିପାଇଁ ଦାୟୀ କିଏ? ଲାଲକିଲ୍ଲା ଆମ ସ୍ୱାଧୀନତାର ପ୍ରତୀକ। ଯେଉଁ ଦୀପ ସିଦ୍ଧୁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ସହ ଫଟୋ ଉଠାଇ ବୈଠକ କରୁଥିଲେ, ତାଙ୍କୁ ଓ ତାଙ୍କର ସମର୍ଥକମାନଙ୍କୁ କିଏ ଲାଲକିଲ୍ଲାରେ ପଶିବାକୁ ଅନୁମତି ଦେଲା? ପରିସ୍ଥିତି ଯାହା ବି ହେଉ, କେମିତି ହିଂସାକାରୀମାନେ ଲାଲକିଲ୍ଲା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପ୍ରବେଶ କଲେ?

ଲାଲକିଲ୍ଲା ଉପରେ ଚଢ଼ି କେମିତି ପତାକା ଲଗାଇଲେ? ଯଦି ଚାଷୀଙ୍କୁ ହିଂସା ଘଟାଇବାର ଥିଲା, ତା’ହେଲେ ସେମାନେ କାହିଁକି ୬୩ ଦିନ ହେଲେ ଖରା, ବର୍ଷା ଓ ଶୀତରେ ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ? ଏ ବିଷୟରେ କିଏ ବି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶ୍ନ କରିଛି କି? ନିଜର ବିଫଳତା ପାଇଁ ଅମିତ ଶାହ ଇସ୍ତଫା ଦେବା ଦରକାର। ଗୋଟିଏ ବର୍ଷ ମଧ୍ୟରେ ଦିଲ୍ଲୀରେ ଦ୍ୱିତୀୟ ଥର ପାଥଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଶାହଙ୍କୁ ତୁରନ୍ତ ତାଙ୍କ ପଦରୁ ବିଦା କରାଯାଉ। ଯଦି ପ୍ରଧାନମନ୍ତ୍ରୀ ତାଙ୍କୁ ବହିଷ୍କୃତ ନ କରିବେ, ତା’ହେଲେ ସେ ତାଙ୍କୁ ସୁରକ୍ଷା ଦେଉଥିବା ପ୍ରମାଣିତ ହୋଇଯିବ। ମୁଁ ଆଉ ଥରେ କହୁଛି ଯେ ଗତକାଲି ଯାହା ଘଟିଲା, ତାହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର।

ତେବେ ଏହି ଯୋଜନା ଚାଷୀମାନେ କରି ନଥିଲେ। ଚାଷୀଙ୍କ ଆନ୍ଦୋଳନକୁ ବଦନାମ କରିବାକୁ ଏହି ଯୋଜନା ହୋଇଥିଲା। ଏହା ପଛରେ ମୋଦି ସରକାରଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story