ରାଜ୍ୟସଭାରେ ବିଜେପିର ସଂଖ୍ୟା ବଢ଼ିବ !

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅହମଦ ପଟେଲଙ୍କ ବିୟୋଗ ରାଜ୍ୟସଭାରେ କଂଗ୍ରେସକୁ ନିରାଶ କରିପାରେ। ଅହମଦଙ୍କ ବିୟୋଗ ପରେ ଏହି ଆସନ ଏବେ ଖାଲି ହୋଇଛି। ୨୦୧୭ରେ ଅହମଦ ପଟେଲ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮, ୨୦୨୩ ଯାଏଁ ଥିଲା। ଖାଲି କଂଗ୍ରେସ ନୁହେଁ ବିଜେପିର ଜଣେ ରାଜ୍ୟସଭା ସାଂସଦ ଅଭୟ ଭରଦ୍ୱାଜଙ୍କର ମଧ୍ୟ ଡିସେମ୍ୱର ୧ରେ ବିୟୋଗ ହୋଇଛି। ତାଙ୍କ କାର୍ଯ୍ୟକାଳ ୨୦୨୬ ଜୁନ୍ ୨୧ ଯାଏ ଥିଲା। ଏବେ ଗୁଜରାଟରେ […]

rajyasabha

rajyasabha

Subhransu Sekhar
  • Published: Thursday, 24 December 2020
  • Updated: 24 December 2020, 09:48 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅହମଦ ପଟେଲଙ୍କ ବିୟୋଗ ରାଜ୍ୟସଭାରେ କଂଗ୍ରେସକୁ ନିରାଶ କରିପାରେ। ଅହମଦଙ୍କ ବିୟୋଗ ପରେ ଏହି ଆସନ ଏବେ ଖାଲି ହୋଇଛି। ୨୦୧୭ରେ ଅହମଦ ପଟେଲ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮, ୨୦୨୩ ଯାଏଁ ଥିଲା।

ଖାଲି କଂଗ୍ରେସ ନୁହେଁ ବିଜେପିର ଜଣେ ରାଜ୍ୟସଭା ସାଂସଦ ଅଭୟ ଭରଦ୍ୱାଜଙ୍କର ମଧ୍ୟ ଡିସେମ୍ୱର ୧ରେ ବିୟୋଗ ହୋଇଛି। ତାଙ୍କ କାର୍ଯ୍ୟକାଳ ୨୦୨୬ ଜୁନ୍ ୨୧ ଯାଏ ଥିଲା। ଏବେ ଗୁଜରାଟରେ ଦୁଇଟି ରାଜ୍ୟସଭା ଆସନ ଖାଲି ପଡ଼ିଛି।

ନିର୍ବାଚନ କମିଶନ ଯଦିଓ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିନାହିଁ ହେଲେ ଏହି ଦୁଇ ଆସନ ବିଜେପି ଖାତାକୁ ଯିବ ବୋଲି ଜଣାପଡ଼ିଛି। ଗୁଜରାଟ ବିଧାନସଭା ସମୀକରଣ ଅନୁଯାୟୀ ବିଜେପି ପାଖରେ ୧୧୧ ବିଧାୟକ ରହିଥିବା ବେଳେ କଂଗ୍ରେସ ପାଖରେ ୬୫ ବିଧାୟକ ରହିଛନ୍ତି। ରାଜ୍ୟସଭାରେ ନିର୍ବାଚନ ବିଜୟୀ ହେବାକୁ ହେଲେ ଜଣଙ୍କୁ ୫୦ ପ୍ରତିଶତ ଭୋଟ୍ ମିଳିବା ଦରକାର। ଅର୍ଥାତ୍ ୮୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ରାଜ୍ୟସଭାରେ ବିଜେପି  ପାଖରେ ଏବେ ୯୩ ଜଣ ସାଂସଦ ରହିଥିବା ବେଳେ କଂଗ୍ରେସ ପାଖରେ ୩୭ ସାଂସଦ ରହିଛନ୍ତି। ମୋଟ୍ ୨୪୫ ଆସନ ମଧ୍ୟରୁ ୪ଟି ଆସନ ଖାଲି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story