ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ଆପରେ ସାମିଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି କଂଗ୍ରେସକୁ ଝଟକା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଚାନ୍ଦିନୀ ଚୌକର ୪-୪ ଥରର ପୂର୍ବତନ ବିଧାୟକ ପ୍ରହ୍ଲାଦ ସିଂହ ଆଜି ଆମ୍ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପସ୍ଥିତିରେ ପ୍ରହ୍ଲାଦ ସିଂହ ଆପରେ ସାମିଲ୍ ହୋଇଛନ୍ତି। ଆସନ୍ତାବର୍ଷ ଆରମ୍ଭରୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଟିକେଟକୁ ନେଇ ପ୍ରହ୍ଲାଦ ଅସନ୍ତୋଷ ଥିଲେ ବୋଲି ଜଣାପଡ଼ିଛି। ଦଳରେ […]

PARLAD SINGH

PARLAD SINGH

Subhransu Sekhar
  • Published: Sunday, 06 October 2019
  • Updated: 06 October 2019, 04:22 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି କଂଗ୍ରେସକୁ ଝଟକା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଚାନ୍ଦିନୀ ଚୌକର ୪-୪ ଥରର ପୂର୍ବତନ ବିଧାୟକ ପ୍ରହ୍ଲାଦ ସିଂହ ଆଜି ଆମ୍ ଆଦମି ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ତଥା ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଉପସ୍ଥିତିରେ ପ୍ରହ୍ଲାଦ ସିଂହ ଆପରେ ସାମିଲ୍ ହୋଇଛନ୍ତି।

ଆସନ୍ତାବର୍ଷ ଆରମ୍ଭରୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଟିକେଟକୁ ନେଇ ପ୍ରହ୍ଲାଦ ଅସନ୍ତୋଷ ଥିଲେ ବୋଲି ଜଣାପଡ଼ିଛି। ଦଳରେ ସେ ଅସନ୍ତୋଷ ଜାହିର କରିବା ପରେ ମଧ୍ୟ କେହି ଶୁଣିନଥିଲେ। ଶେଷରେ ପ୍ରହ୍ଲାଦ କଂଗ୍ରେସରୁ ଇସ୍ତଫା ଦେଇ ଆଜି ଆପରେ ଯୋଗ ଦେଇଛନ୍ତି।

ଦିଲ୍ଲୀର ଏହି ପୂର୍ବତନ କଂଗ୍ରେସ ନେତା ଚାନ୍ଦିନୀ ଚୌକର ସାହନୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖିଛନ୍ତି। ୧୯୯୮ରେ ପ୍ରଥମ ଥର ପାଇଁ ସେ ନିର୍ବାଚନ ଜିତିଥିଲେ। ଏହାପରେ ୨୦୧୫ରେ କଂଗ୍ରେସ ନେତା ଅଳକା ଲାମ୍ୱାଙ୍କ ପାଖରୁ ପରାସ୍ତ ହୋଇଥିଲେ। ସେତେବେଳେ ଆମ୍ ଆଦମୀ ପାର୍ଟିରେ ଥିଲେ ଅଳକା ଲାମ୍ୱା।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପରେ କଂଗ୍ରେସ କଠିନ ସମୟ ଦେଇ ଗତି କରୁଛି। ଗତକାଲି ହରିଆନାର ପୂର୍ବତନ କଂଗ୍ରେସ ସଭାପତି ଅଶୋକ ତନଓ୍ୱର ଦଳରୁ ଇସ୍ତଫା ଦେଇଥିଲେ। ସେହିପରି ମହାରାଷ୍ଟ୍ର କଂଗ୍ରେସର ପ୍ରମୁଖ ନେତା ସଞ୍ଜୟ ନିରୁପମ ମଧ୍ୟ ଦଳ ଉପରେ ନିଜର ଅସନ୍ତୋଷ ପ୍ରକାଶ କରି ସାରିଛନ୍ତି। ଏହାରି ଭିତରେ ପ୍ରହ୍ଲାଦଙ୍କ ଇସ୍ତଫା ଦଳ ପାଇଁ ଶକ୍ତ ଝଟକା ସାବ୍ୟସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story