ବିଜେପିକୁ କାଉଣ୍ଟର ପାଇଁ ଦଳୀୟ ନେତାଙ୍କୁ ଟ୍ରେନିଂ ଦେବ କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଥିବା ଶାସକ ଦଳ ବିଜେପିର ‘ଜାତୀୟବାଦ’ ଚିନ୍ତାଧାରାକୁ କାଉଣ୍ଟର କରିବା ପାଇଁ ଦଳୀୟ ନେତାଙ୍କୁ ଟ୍ରେନିଂ ଦେବ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କଂଗ୍ରେସ ଏହି ଟ୍ରେନିଂ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୟୀ ନେତାଙ୍କୁ ଦେବ। ଯେଉଁଥିରେ ମୁଖ୍ୟ ପ୍ରସଙ୍ଗ ରହିବ ବିଜେପିର ରାଷ୍ଟ୍ରବାଦୀ ଚିନ୍ତାଧାରାକୁ କିଭଳି କାଉଣ୍ଟର କରାଯିବ। ଏଥିସହ କଂଗ୍ରେସ ଶାସନର ସଫଳତା, ଇନ୍ଦିରା ଗାନ୍ଧିଙ୍କ ଭିଜନ ଏବଂ କିଭଳି […]

SONIA RAHUL 2

SONIA RAHUL 2

Subhransu Sekhar
  • Published: Monday, 07 October 2019
  • Updated: 07 October 2019, 05:25 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଥିବା ଶାସକ ଦଳ ବିଜେପିର 'ଜାତୀୟବାଦ' ଚିନ୍ତାଧାରାକୁ କାଉଣ୍ଟର କରିବା ପାଇଁ ଦଳୀୟ ନେତାଙ୍କୁ ଟ୍ରେନିଂ ଦେବ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କଂଗ୍ରେସ ଏହି ଟ୍ରେନିଂ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରୟୀ ନେତାଙ୍କୁ ଦେବ। ଯେଉଁଥିରେ ମୁଖ୍ୟ ପ୍ରସଙ୍ଗ ରହିବ ବିଜେପିର ରାଷ୍ଟ୍ରବାଦୀ ଚିନ୍ତାଧାରାକୁ କିଭଳି କାଉଣ୍ଟର କରାଯିବ।

ଏଥିସହ କଂଗ୍ରେସ ଶାସନର ସଫଳତା, ଇନ୍ଦିରା ଗାନ୍ଧିଙ୍କ ଭିଜନ ଏବଂ କିଭଳି ପାକିସ୍ତାନକୁ ଦାଇ ଭାଗ କରି ବାଂଲାଦେଶ ତିଆରି ହେବା ପଛରେ ଇନ୍ଦିରାଙ୍କ ଭୂମିକା ବାବଦରେ ଦଳୀୟ ନେତାଙ୍କୁ ଟ୍ରେନିଂ ମାଧ୍ୟମରେ ଅବଗତ କରାଯିବ ବୋଲି ଜଣାପଡ଼ିଛି।

ଗତମାସରେ ସମସ୍ତ ରାଜ୍ୟର ମୁଖିଆଙ୍କୁ ନେଇ କଂଗ୍ରେସ ଏକ ବୈଠକ କରିଥିଲା। ଯେଉଁଥିରେ ଏହି ଟ୍ରେନିଂ ବାବଦରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ଜଣାପଡ଼ିଛି। ନିକଟରେ ରାଜଧାନୀ ଦିଲ୍ଲୀରେ ସିପିଏମ୍ ମଧ୍ୟ ଏକ ଟ୍ରେନିଂ ସ୍କୁଲ ଖୋଲିଛି। ଯେଉଁଠି ଦେଶରେ ବଢ଼ୁଥିବା ଦକ୍ଷିଣ ପନ୍ଥୀ ଚିନ୍ତାଧାରା ଓ ବିଜେପିକୁ ମାତ୍ ଦେବା ପାଇଁ ଦଳୀୟ କର୍ମୀଙ୍କୁ ଟ୍ରେନିଂ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story