ପ୍ରଧାନମନ୍ତ୍ରୀଙ୍କ 'ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ବର ଓ୍ୱାନ' ମନ୍ତବ୍ୟ ନେଇ ସୁପ୍ରିମକୋର୍ଟ ଗଲା କଂଗ୍ରେସ

ନୂଆଦିଲ୍ଲୀ: ‘ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ୱର ଓ୍ବାନ’ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଏକ ରାଲିରେ କହିଥିଲେ। ଏହା ଆଚରଣ ବିଧି ଉଲ୍ଲଂଘନ କରୁଛି ଦର୍ଶାଇ ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ସାଂସଦ ସୁସ୍ମିତା ଦେବ। ଜନ ପ୍ରତିନିଧି ଆଇନ ୧୯୫୧ର ୧୨୩(ଏ) ଆଧାରରେ ତାଙ୍କୁ ଭ୍ରଷ୍ଟ ଆଚରଣ ଦର୍ଶାଇବା ପାଇଁ ସୁପ୍ରିମକୋର୍ଟରେ ଅପିଲ୍ କରିଛି କଂଗ୍ରେସ। ଏହା ପୂର୍ବରୁ ସୁସ୍ମିତା ଦେବ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉ ନଥିବା […]

sushmita dev congress leader

sushmita dev congress leader

Subhransu Sekhar
  • Published: Tuesday, 07 May 2019
  • Updated: 07 May 2019, 06:44 PM IST

Sports

Latest News

ନୂଆଦିଲ୍ଲୀ: 'ରାଜୀବ ଗାନ୍ଧି ଦୁର୍ନୀତିରେ ନମ୍ୱର ଓ୍ବାନ' ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଏକ ରାଲିରେ କହିଥିଲେ। ଏହା ଆଚରଣ ବିଧି ଉଲ୍ଲଂଘନ କରୁଛି ଦର୍ଶାଇ ଆଜି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ସାଂସଦ ସୁସ୍ମିତା ଦେବ।

ଜନ ପ୍ରତିନିଧି ଆଇନ ୧୯୫୧ର ୧୨୩(ଏ) ଆଧାରରେ ତାଙ୍କୁ ଭ୍ରଷ୍ଟ ଆଚରଣ ଦର୍ଶାଇବା ପାଇଁ ସୁପ୍ରିମକୋର୍ଟରେ ଅପିଲ୍ କରିଛି କଂଗ୍ରେସ। ଏହା ପୂର୍ବରୁ ସୁସ୍ମିତା ଦେବ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦର୍ଶାଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏହି କଂଗ୍ରେସ ସାଂସଦ। ଏହାପରେ ନିର୍ବାଚନ କମିଶନ ମାମଲା ଗୁଡ଼ିକର ବିଚାର କରି ପ୍ରଧାନମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story