ରାହୁଲଙ୍କର ଯଦି ଇଚ୍ଛା ନାଇଁ, ବିକଳ୍ପ ଖୋଜୁ କଂଗ୍ରେସ: ଥରୁର

ନୂଆଦିଲ୍ଲୀ: କଂଗ୍ରେସର ‘ଭାସମାନ’ ସ୍ଥିତି ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବାରେ ଲାଗିଥିବାରୁ ଯଥାଶୀଘ୍ର ନେତୃତ୍ୱ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ଶଶି ଥରୁର କହିଛନ୍ତି। ସେ କହିଛନ୍ତି, ଦଳ ପୁଣିଥରେ ଉଠିବାକୁ ହେଲେ ଦୀର୍ଘ ସମୟ ଲକ୍ଷ୍ୟ ରଖି ନେତୃତ୍ୱ ବଛାଯିବା ଦରକାର। ଏକ ସାକ୍ଷାତକାରରେ ଥରୁର କହିଛନ୍ତି, ପୁଣି ଥରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ନେବାପାଇଁ ରାହୁଲ ଗାନ୍ଧିଙ୍କ ନିକଟରେ ବିକଳ୍ପ ଥିଲା। କିନ୍ତୁ ସେ ଯଦି ନିଜର […]

tharoor

tharoor

Subrat Kumar Nayak
  • Published: Sunday, 23 February 2020
  • Updated: 23 February 2020, 05:23 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ‘ଭାସମାନ’ ସ୍ଥିତି ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହେବାରେ ଲାଗିଥିବାରୁ ଯଥାଶୀଘ୍ର ନେତୃତ୍ୱ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ଶଶି ଥରୁର କହିଛନ୍ତି। ସେ କହିଛନ୍ତି, ଦଳ ପୁଣିଥରେ ଉଠିବାକୁ ହେଲେ ଦୀର୍ଘ ସମୟ ଲକ୍ଷ୍ୟ ରଖି ନେତୃତ୍ୱ ବଛାଯିବା ଦରକାର।

ଏକ ସାକ୍ଷାତକାରରେ ଥରୁର କହିଛନ୍ତି, ପୁଣି ଥରେ କଂଗ୍ରେସ ମୁଖ୍ୟ ଦାୟିତ୍ୱ ନେବାପାଇଁ ରାହୁଲ ଗାନ୍ଧିଙ୍କ ନିକଟରେ ବିକଳ୍ପ ଥିଲା। କିନ୍ତୁ ସେ ଯଦି ନିଜର ପୂର୍ବ ନିଷ୍ପତ୍ତିରେ ଅଟଳ ରହୁଛନ୍ତି, ତାହାଲେ ଦଳକୁ ଏକ ‘ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ’ ଖୋଜିବାକୁ ହେବ। ଏହା ଦ୍ୱାରା ସାଂଗଠନିକ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ଏବଂ ଦେଶର ଆଶ ପୂରଣ ଦିଗରେ ଆଗକୁ ଯାଇପାରିବ।

ବିଜେପିର ବିଭାଜନକାରୀ ରାଜନୀତିର ବିକଳ୍ପ କେବଳ କଂଗ୍ରସ ବୋଲି କହିବା ସହ ସେ କହିଥିଲେ, ଆମର ବର୍ତ୍ତମାନ ଚିନ୍ତା ହେଉଛି ଲୋକେ ଭାବିବାକୁ ଆରମ୍ଭ କରିଛନ୍ତି ଏହି ଦଳ ଏକ ଭାସମାନ ସ୍ଥିତିରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story