ରାଜସ୍ଥାନ କେଁରେ ତାଳି ପକାଇବାକୁ କଂଗ୍ରେସର ଉଦ୍ୟମ

ଜୟପୁର: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ରାଜସ୍ଥାନରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳରେ ଆଜି ତାଳି ପକାଇବାକୁ ଉଦ୍ୟମ ହୋଇଛି। ରାଜସ୍ଥାନରେ କଂଗ୍ରେସ ଗୋଟିଏ ବି ଆସନ ଜିତି ନ ପାରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କୁ ଖୋଲାଖୋଲି ଦାୟୀ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଗେହଲଟ ଏବଂ ସଚିନ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା […]

sq

sq

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 04:23 PM IST

ଜୟପୁର: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ରାଜସ୍ଥାନରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳରେ ଆଜି ତାଳି ପକାଇବାକୁ ଉଦ୍ୟମ ହୋଇଛି। ରାଜସ୍ଥାନରେ କଂଗ୍ରେସ ଗୋଟିଏ ବି ଆସନ ଜିତି ନ ପାରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କୁ ଖୋଲାଖୋଲି ଦାୟୀ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିବାରୁ ଆଜି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଗେହଲଟ ଏବଂ ସଚିନ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଯେଉଁ ଖବର ପ୍ରକାଶ ପାଇଥିଲା, ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ମୁଁ କଂଗ୍ରେସ ପକ୍ଷରୁ କହିବାକୁ ଚାହେଁ ଯେ ସଚିନ୍‌ ଓ ଗେହଲଟଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା ଖବର ଏକ ମନଗଡ଼ା କାହାଣୀ। ଗେହଲଟ ନିର୍ଦ୍ଦିଷ୍ଟ ଭାବେ କହିଥିଲେ ଯେ କଂଗ୍ରେସର ପରାଜୟ ପାଇଁ ଉଭୟ ରାଜ୍ୟ ସଂଗଠନ ଓ ସରକାର ଦାୟୀ। ତେଣୁ ଗଣମାଧ୍ୟମ ମିଛ ଖବର ପ୍ରକାଶ କରିବା କାର୍ଯ୍ୟରୁ ନିବୃତ୍ତ ରହିବା ଦରକାର। ଦୟା କରି ବିବାଦ ସୃଷ୍ଟି କରନ୍ତୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story