ବିଜେପିର 'ଘୋଡ଼ା ବେପାର' ବିରୋଧରେ ଘୋଡ଼ା ଆଣି ପ୍ରତିବାଦ

ମୁମ୍ବାଇ: କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ବିଜେପି ‘ଘୋଡ଼ା ବେପାର’ କରି ବିଧାୟକଙ୍କୁ ଇସ୍ତଫା ଦେବାକୁ କହୁଥିବା କଂଗ୍ରେସ ଅଭିଯୋଗ କରିଛି। ଇସ୍ତଫା ଜିଦ୍‌ରେ ଅଟଳ ଥିବା ୧୩ ଜଣ ବିଧାୟକ ମୁମ୍ବାଇର ସୋଫିଟେଲ ହୋଟେଲ୍‌ରେ ରହିଛନ୍ତି। ଏହି ଘୋଡ଼ା ବେପାରକୁ ବିରୋଧ କରି ଆଜି କଂଗ୍ରେସ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛି। ଆଜି କଂଗ୍ରେସ କର୍ମୀମାନେ ସୋଫିଟେଲ ହୋଟେଲ୍‌ ସାମ୍ନାରେ ବିଜେପିର ‘ଘୋଡ଼ା ବେପାର’ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ କଂଗ୍ରେସ କର୍ମୀମାନେ […]

hy

hy

Hemant Lenka
  • Published: Monday, 08 July 2019
  • Updated: 08 July 2019, 06:26 PM IST

Sports

Latest News

ମୁମ୍ବାଇ: କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ବିଜେପି 'ଘୋଡ଼ା ବେପାର' କରି ବିଧାୟକଙ୍କୁ ଇସ୍ତଫା ଦେବାକୁ କହୁଥିବା କଂଗ୍ରେସ ଅଭିଯୋଗ କରିଛି। ଇସ୍ତଫା ଜିଦ୍‌ରେ ଅଟଳ ଥିବା ୧୩ ଜଣ ବିଧାୟକ ମୁମ୍ବାଇର ସୋଫିଟେଲ ହୋଟେଲ୍‌ରେ ରହିଛନ୍ତି। ଏହି ଘୋଡ଼ା ବେପାରକୁ ବିରୋଧ କରି ଆଜି କଂଗ୍ରେସ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛି।

ଆଜି କଂଗ୍ରେସ କର୍ମୀମାନେ ସୋଫିଟେଲ ହୋଟେଲ୍‌ ସାମ୍ନାରେ ବିଜେପିର 'ଘୋଡ଼ା ବେପାର' ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ କଂଗ୍ରେସ କର୍ମୀମାନେ ସେମାନଙ୍କ ସହ ଏକ ଘୋଡ଼ା ମଧ୍ୟ ହୋଟେଲ ସାମ୍ନାକୁ ଆଣିଥିଲେ।

ଆଜି ଶତାଧିକ କଂଗ୍ରେସ କର୍ମୀ ଓ ଯୁବ କଂଗ୍ରେସର କର୍ମୀମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ହୋଟେଲ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସେମାନେ ବିଜେପି ଓ ପ୍ରଲୋଭିତ ହେଉଥିବା ବିଧାୟକଙ୍କ ବିରୋଧରେ ନାରାବାଜି କରିଥିଲେ। ବିଜେପି ଟଙ୍କା ଦେଇ ସେମାନଙ୍କୁ ଇସ୍ତଫା ଦେବାକୁ କହିଥିବା ମଧ୍ୟ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ୍‌ ହୋଟେଲ ପାଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। କଂଗ୍ରେସ କର୍ମୀମାନେ କର୍ଣ୍ଣାଟକା ବିଧାନସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଥିବା ବିଧାୟକମାନଙ୍କୁ ଦେଖା କରିବାକୁ ଚାହିଁଥିଲେ। ସେମାନେ ଏଠାରେ ନିଜ ଇଚ୍ଛାରେ ରହୁଛନ୍ତି ନା ସେମାନଙ୍କୁ ଅପହରଣ କରାଯାଇଛି, ସେକଥା ଜାଣିବା ପାଇଁ ଚାହିଁଥିଲେ। ହେଲେ ପୁଲିସ୍‌ ସେମାନଙ୍କୁ ବିଧାୟକଙ୍କୁ ଭେଟିବାକୁ ଅନୁମତି ଦେଇ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story