ମାସ୍କ ନପିନ୍ଧିବାରୁ ତଣ୍ଟିକୁ ଆଣ୍ଠୁରେ ଜାବୁଡ଼ି ଧରିଲା ପୁଲିସ!

ଜୟପୁର: ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କୁ ପୁଲିସ ଗୋଡ଼ରେ ଯାକି ମାରିବା ଘଟଣା ପରେ ଅଶାନ୍ତ ହୋଇ ପଡ଼ିଛି ଆମେରିକା। ଏବେ ପୁଲିସର ସମାନ କାର୍ଯ୍ୟାନୁଷ୍ଠାନ ଭାରତରେ ଦେଖିବାକୁ ମିଳିଛି। ରାଜସ୍ଥାନ ଯୋଧପୁରର ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବାରୁ କନଷ୍ଟେବଳ ଜଣଙ୍କ ତାଙ୍କ ବେକକୁ ଆଣ୍ଠୁରେ ଜାବୁଡ଼ି ରଖି ଦଣ୍ଡିତ କରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି। Have attached full video shot at First Poolia, Kamla Nehru […]

rajasthan-cops

rajasthan-cops

Subhransu Sekhar
  • Published: Friday, 05 June 2020
  • Updated: 05 June 2020, 08:38 PM IST

Sports

Latest News

ଜୟପୁର: ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କୁ ପୁଲିସ ଗୋଡ଼ରେ ଯାକି ମାରିବା ଘଟଣା ପରେ ଅଶାନ୍ତ ହୋଇ ପଡ଼ିଛି ଆମେରିକା। ଏବେ ପୁଲିସର ସମାନ କାର୍ଯ୍ୟାନୁଷ୍ଠାନ ଭାରତରେ ଦେଖିବାକୁ ମିଳିଛି। ରାଜସ୍ଥାନ ଯୋଧପୁରର ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବାରୁ କନଷ୍ଟେବଳ ଜଣଙ୍କ ତାଙ୍କ ବେକକୁ ଆଣ୍ଠୁରେ ଜାବୁଡ଼ି ରଖି ଦଣ୍ଡିତ କରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି।

https://twitter.com/Hilalud56886934/status/1268841748551421952

ତେବେ କନଷ୍ଟେବଳ ଜଣଙ୍କ ଏପରି କରିଥିବାର କାରଣ କହିଛନ୍ତି ଯୋଧପୁର ଡିସିପି ପ୍ରୀତି ଚନ୍ଦ୍ରା। ସେ କହିଛନ୍ତି, ଯୁବକ ଜଣଙ୍କ ଆକ୍ରମଣ କରିବାରୁ ଦୁଇ କନଷ୍ଟେବଳ ଜଣ ନିଜ ସୁରକ୍ଷା ପାଇଁ ଏଭଳି କରିଛନ୍ତି। ଯୁବକଙ୍କ ନାମ ମୁକେଶ କୁମାର ପ୍ରଜାପତ ବୋଲି ଜଣାପଡ଼ିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା। ରାଜସ୍ଥାନ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

ପୁଲିସ୍ ଅଭିଯୋଗ କରିଛି ଯେ ଆଇନ ଉଲ୍ଲଂଘନ ପାଇଁ ସେମାନେ ଯେତେବେଳେ ମୁହାଁମୁହିଁ ହୋଇଥିଲେ ସେତେବେଳେ ପ୍ରଜାପତ ସେମାନଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରି ଦେଇଥିଲେ। ମାସ୍କ ପିନ୍ଧିନଥିବାରୁ କନେଷ୍ଟବଳ ଜଣଙ୍କ ପ୍ରଥମେ ଯୁବକଙ୍କ ଫଟୋ ଉଠାଇଥିଲେ। ଏହାପରେ ଜିପ୍ ମଗାଇଥିଲେ ସେମାନେ। ଏହାରି ଭିତରେ ଯୁବକ ଜଣଙ୍କ କନଷ୍ଟେବଳକୁ ଚାପୁଡ଼ା ମାରିବାରୁ ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିଲେ ବୋଲି ଡିସିପି କହିଛନ୍ତି। ଲୋକଙ୍କ ଆଗରେ ପୁଲିସ ମାଡ଼ ଖାଇଲେ ସମାଜ ପାଇଁ ନିନ୍ଦା କରିବ। ପୁଲିସ ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନିଏ ବୋଲି ଡିସିପି କହିଛନ୍ତି।

ତେବେ ରାଜସ୍ଥାନ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କି ଅନ୍ୟ କୌଣସି ମନ୍ତ୍ରୀ ଏ ବାବଦରେ ପ୍ରତିକ୍ରିୟା ରଖି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story